ଜାତୀୟ

ଗୋଟିଏ ସମୟରେ ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ, ଭରତପୁରରେ ଚାଟାର୍ଡ ପ୍ଲେନ, ମୋରେନାରେ ସୁଖୋଇ-ମିରାଜ ହରାଇଲା ନିୟନ୍ତ୍ରଣ

ଭୋପାଳ/ଜୟପୁର,୨୮ ।୧: ମଧ୍ୟପ୍ରଦେଶର ମୋରେନା ଜିଲାରେ ଶନିବାର ସକାଳେ ସୁଖୋଇ-୩୦ ଓ ମିରାଜ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ରହିଛି । ଅନ୍ୟପଟେ ରାଜସ୍ଥାନର ଭରତପୁର...

ହସ୍ପିଟାଲରେ ଅଗ୍ନିକାଣ୍ଡ: ଡାକ୍ତର ଦମ୍ପତିଙ୍କ ସମେତ ୫ ମୃତ

ରାଞ୍ଚି,୨୮।୧: ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଡାକ୍ତର ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି। ଝାଡଖଣ୍ଡର ଧାନବାଡା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ...

ପଞ୍ଜାବରେ ଖୁବଶୀଘ୍ର ଲାଗୁ ହେବ ପୁରୁଣା ପେନସନ ଯୋଜନା

ଚଣ୍ଡିଗଡ଼,୨୮ ।୧: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ସରକାର ୫୦୦ ମୋହଲ୍ଲା କ୍ଲିନିକ ଆରମ୍ଭ କରି ରାଜ୍ୟକୁ ଏକ ବଡ ଉପହାର ଦେଇଛି । ଏବେ ମୁଖ୍ୟମନ୍ତ୍ରୀ ଭଗବତ ମାନ କର୍ମଚାରୀଙ୍କୁ ବି ଏକ ବଡ ଉପହାର ଦେବାକୁ ସ୍ଥିର...

ବିବିସି ଡକ୍ୟୁମେଣ୍ଟାରି ବିବାଦ: ଡିୟୁରେ ୧୪୪ ଧାରା: ୨୪ ଅଟକ

ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ରେ ପ୍ରଦର୍ଶନ ଲାଗି ଯୋଜନା ହୋଇଥିବାବେଳେ ଏହା ପୂର୍ବରୁ ଶୁକ୍ରବାର କଳା ବିଭାଗରେ ୧୪୪ ଧାରା ଲାଗୁ କରାଯାଇଛି। ଅଧିକ ସଂଖ୍ୟାରେ ପିଲା ଏକାଠି ହେବା...

ଭାରତ-ଇଜିପ୍ଟ ସାଂସ୍କୃତିକ ସହଯୋଗ ଏମ୍‌ଓୟୁ

ନୂଆଦିଲ୍ଲୀ,୨୮।୧(ପି.ଟି.): ଭାରତ ଓ ଇଜିପ୍ଟ ମଧ୍ୟରେ ସାଂସ୍କୃତିକ ସହଯୋଗ ଲାଗି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଏମ୍‌ଓୟୁ ଅନୁଯାୟୀ ସଙ୍ଗୀତ, ନୃତ୍ୟ, ଥିଏଟର, ଲାଇବ୍ରେରି, ଗବେଷଣା ଓ ଡକ୍ୟୁମେଣ୍ଟେଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉଭୟ ଦେଶରେ ଆୟୋଜନ କରାଯିବ।...

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଲାଗି ରହିଛି ବିବାଦ, ଦିଲ୍ଲୀ-କୋଲକାତା ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୨୮ ।୧: ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ଜାରି ରହିଛି । ଦିଲ୍ଲୀ ଓ କୋଲକାତାରେ ସ୍କ୍ରିନିଂର ଜିଦ ପରେ ଶନିବାର ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେଜ(ଟିଆଇଏସଏସ)ସେ ସ୍କିନିଂ ହେବାର ଘୋଷଣା କରାଯାଇଛି । ହେଲେ...

ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଚାଇନା ଉପରେ ଆଲୋଚନା ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୮।୧(ପି.ଟି.): ଡିଜିପି-ଆଇଜିପି ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ରିସର୍ଚ୍ଚ ପେପରକୁ ନେଇ କଂଗ୍ରେସ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚାଇନା ପ୍ରତି ସରକାରଙ୍କ ଦୁର୍ବଳ ମନୋଭାବକୁ ରିସର୍ଚ ପେପର ପଦାରେ ପକାଇଥିବା କଂଗ୍ରେସ ଅଭିଯୋଗ କରିବା ସହ ଆଗାମୀ...

ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ତୃତୀୟରୁ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ମାର୍କେଟ...

ନିବେଶକ ହରାଇଲେ ୧୦.୭୩ ଲକ୍ଷ କୋଟି

ମୁମ୍ବାଇ,୨୮।୧: ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ହ୍ରାସ ଯୋଗୁ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ପୁଞ୍ଜିବଜାର ଲଗାତର ଦ୍ୱିତୀୟ ଦିନ ଧରି ନିମ୍ନଗାମୀ ହୋଇଛି। ଶୁକ୍ରବାର ସେନ୍‌ସେକ୍ସ ୮୭୪ ପଏଣ୍ଟ ହ୍ରାସ ପାଇ ୫୯,୩୩୧ରେ...

ରାହୁଲଙ୍କ ସୁରକ୍ଷାକୁ ନେଇ ବିବାଦ, ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରନ୍ତି ମେହେବୁବା, ପ୍ରିୟଙ୍କା

ଜମ୍ମୁ-କଶ୍ମୀର,୨୮ ।୧: ଏବେ ଜମ୍ମୁ-କଶ୍ମୀରରେ ଚାଲିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଶନିବାର ଏହି ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇ ପାରନ୍ତି ବୋଲି ଜଣାପଡିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ବିକାର ରସୁଲୱାନି କହିଛନ୍ତି, କଂଗ୍ରେସ ମହାସଚିବ...

ହିଣ୍ଡେନ୍‌ବର୍ଗ ଖୋଲିଲା ଆଦାନୀ ପେଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧:  ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ...

ଦିଲ୍ଲୀରେ ପୁଣି ହିଟ୍‌ ଆଣ୍ଡ ରନ୍‌ର ଆଉ ଏକ ଘଟଣା: ସ୍କୁଟିକୁ ଧକ୍କା ଦେଇ ୩୦୦ ମିଟର ଘୋଷାଡି ନେଲା କାର୍‌, ଜଣେ ମୃତ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ କାଞ୍ଜଓ୍ବାଲା ଭଳି ହିଟ୍‌, ରନ୍‌ ଏବଂ ଡ୍ରାଗ୍‌ର ଏକ ନୂଆ ମାମଲା ସାମ୍ନାକୁ ଆସିଛି। କେଶବ ପୁରମ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟିରେ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri