ଜାତୀୟ

ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଏବେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ହଙ୍ଗାମା ହୋଇଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର କଳା...

ଗୋ ଏୟାର ଉପରେ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୭।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଏୟାର ବିମାନ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଜାନୁଆରୀ ୯ରେ ବେଙ୍ଗାଲୁରୁ-ଦିଲ୍ଲୀ ଯାଉଥିବା ଗୋ ଏୟାର ବିମାନ ୫୫ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।...

ରାଜନୀତି ଛାଡିବେ ଅମରିନ୍ଦର ସିଂ!

ନୂଆଦିଲ୍ଲୀ,୨୭ ।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ଏକ ବଡ ଭୂମିକାରେ ନଜର ଆସିପାରନ୍ତି...

ଯାତ୍ରା ରଦ୍ଦ ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିବା ପରେ ସେଠାରେ ଯାତ୍ରାକୁ ଅଟକାଇ ଦିଆଯାଇଛି। ସୁୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ ପଡ଼ିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ...

ଭାଜପାରେ କିଏ ହେବେ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ: ସର୍ଭେ

ନୂଆଦିଲ୍ଲୀ,୨୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବେଶ ପରିଚିତ । କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କ ଲୋକପ୍ରିୟତା ଖୁବ୍ ରହିଛି । ଏବେ ତ ପ୍ରଧାନମନ୍ତ୍ରୀ ମୋଦି ଅବସର ନେବାର କୌଣସି ସୂଚନା...

ବନିହାଲରେ ଅଟକିଲା ଭାରତ ଯୋଡୋ ଯାତ୍ରା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିିଛି। ସେଠାରେ ପହଞ୍ଚିବା ପରେ ଏହି ଯାତ୍ରାକୁ ଅଟକାଇ ଦିଆଯାଇଛି। ଅନ୍ୟପଟେ କଂଗ୍ରେସ ଅଭିଯୋଗ କରିଛି ଯେ, ସୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ...

ଭଗତ ସିଂ କୋଶିୟାରିଙ୍କ ପରେ କିଏ ହେବ ମହାରାଷ୍ଟ୍ର ରାଜ୍ୟପାଳ? ଚର୍ଚ୍ଚାରେ ଏହି ଦୁଇ ନାଁ…

ମୁମ୍ବାଇ,୨୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଦୁଇ ଜଣଙ୍କ ନାଁ...

ମୋର୍‌ବୀ ସେତୁ ଭୁଶୁଡ଼ିବା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ପୋଲିସ

ମୋର୍‌ବୀ,୨୭ା୧: ଗୁଜରାଟର ମୋର୍‌ବୀ ସେତୁ ଦୁର୍ଘଟଣା ମାମଲାରେ ଶୁକ୍ରବାର ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିlରେ ମୁଖ୍ୟ ଅଭିଯୁକ୍ତ ଭାବେ ‘ଓରେଭା ଗ୍ରୁପ’ର ମୁଖ୍ୟ ଜୟସୁଖ ପଟେଲ ବୋଲି ଉଲ୍ଲେଖ କରାଯାଇଥିବା ରିପୋର୍ଟରୁ ପ୍ରକାଶ। ଏହି ଦୁର୍ଘଟଣାରେ ୧୩୫ ଜଣଙ୍କର...

କଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଶୁକ୍ରବାର ବନିହାଲରୁ ଆରମ୍ଭ ହୋଇ କଶ୍ମୀର ଅଭିମୂଖେ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବନିହାଲର ନ୍ୟାଶନାଲ କନ୍‌ଫରେନ୍ସର ନେତା ତଥା...

ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ପାକିସ୍ତାନକୁ ନୋଟିସ ପଠାଇଲା ଭାରତ

ନୂଆଦିଲ୍ଲୀ,୨୭।୧: ସେପ୍ଟେମ୍ବର ୧୯୬୦ର ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ପାଇଁ ଭାରତ ପାକିସ୍ତାନକୁ ଏକ ନୋଟିସ ଜାରି କରିଛି। ଶୁକ୍ରବାର ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ(୩) ଅନୁଯାୟୀ ଏହି ନୋଟିସ୍‌ ଦିଆଯାଇଥିବା ସୂଚନା ଦିଆଯାଇଛି। ଜାନୁୟାରୀ ୨୫ରେ ସିନ୍ଧୁ ଜଳ ପାଇଁ...

ଅସୁସ୍ଥ ଅଛନ୍ତି ଗେହଲୋଟ, ପଞ୍ଜାବ-ଅଜମେର ଗସ୍ତ ହେଲା ବାତିଲ

ଜୟପୁର,୨୭।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥତା ସତ୍ତ୍ୱେ ଗୁରୁବାର ଗଣତନ୍ତ୍ର ଦିବସ ଅବସରରେ ସେ ଜୟପୁରର ଏସ୍‌ଏମ୍‌ଏସ୍‌ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସ୍ତରୀୟ...

ଦେଶରେ ଆଜି ୯୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri