ଜାତୀୟ

ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଗେଟରେ ଶୁଭିଲା ‘ଅଲ୍ଲାହୁ ଅକବର’ ସ୍ଲୋଗାନ, ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୨୭ ।୧: ଉତ୍ତର ପ୍ରଦେଶର ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ବାହାରେ ସାଧାରଣତନ୍ତ୍ର ଦିବସ ସମୟରେ ରାଷ୍ଟ୍ରୀୟ କ୍ୟାଡେଟ କୋର(ଏନସିସି) ପୋଷାକରେ କେତେଜଣ ଛାତ୍ରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଛାତ୍ରମାନେ ‘ଆଲ୍ଲାହୁ...

ସାଧାରଣତନ୍ତ୍ର ଦିବସରେ ଉଡିଲା ପାକିସ୍ତାନ ପତାକା

ପାଟନା,୨୭।୧: ଗଣତନ୍ତ୍ର ଦିବସ ଅବସରରେ ବିହାରର ପୁର୍ନିଆ ଜିଲାର ମଧୁବାନୀ ସିପାହି ଟୋଲା ଠାରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି, ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ...

‘ହାଇ କମାଣ୍ଡ’ ଶବ୍ଦ ଏଠାରୁ ଅଦୃଶ୍ୟ, ୧୫୬ ଆସନ ପାଇଁ ଗେହଲୋଟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଜୟପୁର,୨୭ ।୧: ରାଜସ୍ଥାନରେ ଚଳିତ ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏଥର ମଜଭୁତ ଭାବେ ଅଡି ବସିଛନ୍ତି । ତାଙ୍କୁ ଲାଗୁଛି କି ପୁଣିଥରେ ତାଙ୍କ ସରକାର ଫେରିବ । ସେ ସାଧାରଣତନ୍ତ୍ର...

ବିବିସି ବିବାଦୀୟ ଡକ୍ୟୁମେଣ୍ଟାରୀ ବେଳାଭୂମିରେ ପ୍ରଦର୍ଶିତ କଲା କଂଗ୍ରେସ

ଥିରୁଭାନନନ୍ତପୁରମ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ରାଜଧାନୀ ଥିରୁଭାନନନ୍ତପୁରମର ଶାଙ୍ଗଗୁମୁଗମ ବେଳାଭୂମିରେ କେରଳ କଂଗ୍ରେସ ପକ୍ଷରୁ ପ୍ରଦର୍ଶିତ କରାଯାଇଛି। ପ୍ରଧାନମନ୍ତ୍ରୀ...

ଭାରତକୁ ୧୦୦ରୁ ଅଧିକ ଚିତା ଦେବ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୭ ।୧: ଦକ୍ଷିଣ ଏସିଆ ଦେଶରୁ ଚିତାକୁ ପୁଣିଥରେ ଆଣିବାର ମହତ୍ୱାକାଂକ୍ଷି ପରିଯୋଜନା ଆଧାରରେ ଦକ୍ଷିଣ ଆଫ୍ରିକା ଭାରତକୁ ୧୦୦ରୁ ଅଧିକ ଚିତା ଦେବାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ଗତବର୍ଷ ସେପ୍ଟେମ୍ବରରେ ନାମିବିୟାରୁ ୮ଟି ଚିତା ଆସିବା...

ଶୁକ୍ରବାର ବୈଠକ ଡକାଇଲେ ରାଜ୍ୟପାଳ: କେଜ୍‌ରିଓ୍ବାଲ କହିଲେ, ପଞ୍ଜାବ ଯାଉଛି…

ନୂଆଦିଲ୍ଲୀ,୨୬।୧: ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍‌ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। ତେଣୁ ସେ ଏଲ୍‌ଜିଙ୍କୁ ବୈଠକ ସମୟ ବଦଳାଇବାକୁ...

ମୁଲାୟମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଏସ୍‌ପି କହିଲା, ନେତାଙ୍କ ହୋଇଛି ଅପମାନ

ନୂଆଦିଲ୍ଲୀ,୨୬।୧: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟି (ଏସ୍‌ପି)ର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ...

ଘୋଷଣା ହେଲା ବଦ୍ରିନାଥ ଦ୍ୱାର ଖୋଲିବାର ତାରିଖ

ଚାମୋଲି,୨୬।୧: ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ। ଗୁରୁବାର ମନ୍ଦିର କମିଟିରୁ ଏନେଇ ସୂଚନା ଦିଆଯାଇଛି।...

ବଜେଟ ପୂର୍ବରୁ ‘ହଲାଓ୍ବା ସେରିମନୀ’ ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୬।୧: କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଡ. ଭାଗବତ କିଶନରାଓ...

କ୍ୟାବିନେଟ୍‌ ସହ ଉପରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ବିବାଦ ମଧ୍ୟରେ ସାକ୍ସେନା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଅପରାହ୍ନ ୪ଟାରେ ଭେଟିବାକୁ ସମୟ ଦେଇଛନ୍ତି। ଉପରାଜ୍ୟପାଳ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ ମନ୍ତ୍ରୀ କିମ୍ବା ୧୦ ଜଣ ବିଧାୟକଙ୍କୁ...

ସାଧାରଣତନ୍ତ୍ର ଦିବସରେ କରିଥାନ୍ତେ ଆକରିଂ: ହଠାତ୍‌ ଚାଲିଗଲା ଜୀବନ

ଇନ୍ଦୋର,୨୬।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଘଟଣ ଘଟିଛି। ଅନ୍ନପୂର୍ଣ୍ଣା ଅଞ୍ଚଳ ସ୍ଥିତ ଏକ ସ୍କୁଲରେ ଜଣେ ଛାତ୍ରୀ ଖେଳୁ ଖେଳୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ...

ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ ଶୁଭେଚ୍ଛା। ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri