ଜାତୀୟ

ମୁଲାୟମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଏସ୍‌ପି କହିଲା, ନେତାଙ୍କ ହୋଇଛି ଅପମାନ

ନୂଆଦିଲ୍ଲୀ,୨୬।୧: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟି (ଏସ୍‌ପି)ର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ...

ଘୋଷଣା ହେଲା ବଦ୍ରିନାଥ ଦ୍ୱାର ଖୋଲିବାର ତାରିଖ

ଚାମୋଲି,୨୬।୧: ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ। ଗୁରୁବାର ମନ୍ଦିର କମିଟିରୁ ଏନେଇ ସୂଚନା ଦିଆଯାଇଛି।...

ବଜେଟ ପୂର୍ବରୁ ‘ହଲାଓ୍ବା ସେରିମନୀ’ ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୬।୧: କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଡ. ଭାଗବତ କିଶନରାଓ...

କ୍ୟାବିନେଟ୍‌ ସହ ଉପରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ବିବାଦ ମଧ୍ୟରେ ସାକ୍ସେନା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଅପରାହ୍ନ ୪ଟାରେ ଭେଟିବାକୁ ସମୟ ଦେଇଛନ୍ତି। ଉପରାଜ୍ୟପାଳ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ ମନ୍ତ୍ରୀ କିମ୍ବା ୧୦ ଜଣ ବିଧାୟକଙ୍କୁ...

ସାଧାରଣତନ୍ତ୍ର ଦିବସରେ କରିଥାନ୍ତେ ଆକରିଂ: ହଠାତ୍‌ ଚାଲିଗଲା ଜୀବନ

ଇନ୍ଦୋର,୨୬।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଘଟଣ ଘଟିଛି। ଅନ୍ନପୂର୍ଣ୍ଣା ଅଞ୍ଚଳ ସ୍ଥିତ ଏକ ସ୍କୁଲରେ ଜଣେ ଛାତ୍ରୀ ଖେଳୁ ଖେଳୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ...

ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ ଶୁଭେଚ୍ଛା। ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା...

ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା

ରାୟପୁର,୨୬।୧: ରାଜ୍ୟରେ ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ଚଳିତ ବର୍ଷ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁବାର ଏହି ବଡ଼ ଘୋଷଣା କରିଛନ୍ତି। ଲାଲବାଗ ପରେଡ୍‌...

ଲଞ୍ଚ ହେଲା ଭାରତର ପ୍ରଥମ ନାଜାଲ ଭାକ୍ସିନ: ଜାଣନ୍ତୁ କେତେ ରହିଛି ଏହାର ଦାମ୍‌

ନୂଆଦିଲ୍ଲୀ,୨୬।୧: କରୋନା ସହ ମୁକାବିଲା ପାଇଁ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛି। ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି ହୋଇଥିବା ପ୍ରଥମ ନାଜାଲ କୋଭିଡ ଭାକ୍ସିନ ଲଞ୍ଚ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

ଏସ୍‌ସିଓ ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ,୨୬।୧: ଚଳିତ ବର୍ଷ ମେ’ରେ ହେବାକୁ ଥିବା ସାଂଘାଇ କୋପରେଶନ ଅର୍ଗାନାଇଜେଶନ(ଏସ୍‌ସିଓ)ରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ। ଦିନକ ପୂର୍ବରୁ ଗୋଆରେ ଅନୁଷ୍ଠିତ ହେବାକୁ ହେବାକୁ ଥିବା ଏସ୍‌ସିଓ ସମ୍ମିଳନୀ ପାଇଁ ପାକିସ୍ତାନ...

୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କୁ ଦେଲେ ମିଠା

ଅମୃତଶର,୨୬।୧: ପଞ୍ଜାବର ଅମୃତସରରେ ଅଟାରୀ-ୱାଘା ସୀମାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ସୀମାରେ ଦେଶଭକ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୀମା ସୁରକ୍ଷାବାହିନୀ (ବିଏସ୍‌ଏଫ) ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ପ୍ରଦାନ କରିଥିଲେ। ଜିରୋ ଲାଇନ ଏବଂ...

ନିଜ ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: ପନ୍ତଙ୍କ ଜୀବନ ରକ୍ଷା କରିଥିବା ଦେବଦୂତ ହେଲେ ସମ୍ମାନିତ

ଡେରାଡୁନ,୨୬।୧: ଟିମ୍‌ ଇଣ୍ଡିଆର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗତ ଡିସେମ୍ବରରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଜଣେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଦେବଦୂତ ସାଜିି ରିଷଭ ପନ୍ତଙ୍କ ଜୀବନ...

ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ବାଛିଲେ ଓଡ଼ିଶା ରେଶମ ଶାଢ଼ି

ନୂଆଦିଲ୍ଲୀ,୨୬।୧: ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡ଼ି ହୃଦୟ ଜିତିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଢ଼ି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ପ୍ରାୟତଃ ରେଶମରୁ ନିର୍ମିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri