ଜାତୀୟ

ମୋଦି ସରକାରଙ୍କୁ ଟାର୍ଗେଟ୍‌ କଲେ ନୀତୀଶ

ପାଟନା,୨୫।୧: ମହାଗଠବନ୍ଧନରେ ଯୋଗଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କେନ୍ଦ୍ର ମୋଦି ସରକାରଙ୍କୁ ଲଗାତର ଟାର୍ଗେଟ୍‌ କରୁଛନ୍ତି। ବୁଧବାର ସେ କହିଛନ୍ତି, କେନ୍ଦ୍ର ସରକାର ଗରିବ ରାଜ୍ୟ ପ୍ରତି ଧ୍ୟାନ ଦେଉନାହାଁନ୍ତି। ପଛୁଆ ରାଜ୍ୟଗୁଡିକର ବିକାଶ ପାଇଁ କେନ୍ଦ୍ର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁନାଓ୍ବାଲା, ଏଚପିଭି ଟିକା ବିଷୟରେ ଆଲୋଚନା…

ନୂଆଦିଲ୍ଲୀ,୨୫।୧ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମସ୍‌ନସୁଖ ମାଣ୍ଡବ୍ୟଙ୍କୁ ଭେଟି ଦେଶର ପ୍ରଥମ ସ୍ବଦେଶୀ ମାନବ ପାପିଲୋମା ଭାଇରସ ଟିକା (ଏଚପିଭି ଟିକା) ବିଷୟରେ ଆଲୋଚନା କରିଛନ୍ତି। ବୈଠକ ପରେ...

ନଡ୍ଡା-ବୋମ୍ମାଇଙ୍କ ବିରୋଧରେ ମାମଲା ରୁଜୁ କଲା କଂଗ୍ରେସ, ବିଧାନସଭା ନିର୍ବାଚନରେ ଜିତିବା ପାଇଁ ୩୦ ହଜାର କୋଟି ଟଙ୍କା ବଣ୍ଟନ ଷଡଯନ୍ତ୍ର…

ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ସଦ୍ୟତମ ମାମଲାରେ କଂଗ୍ରେସ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ବାସଭରାଜ...

ହିମାଚଳରେ ତୁଷାରପାତ , ୨୬୨ ସଡ଼କ ପଥ ବନ୍ଦ, ୮୮୯ ବିଦ୍ୟୁତ ଲାଇନ ଠପ୍‌…

ଶିମଲା,୨୫।୧ : ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଅବ୍ୟାହତ ରହିଛି। ମଙ୍ଗଳବାର ଠାରୁ ରାଜ୍ୟର ଉଚ୍ଚସ୍ଥାନରେ ମଧ୍ୟବର୍ତ୍ତୀ ତୁଷାରପାତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି କାରଣରୁ ପ୍ରବଳ ଶୀତ ଲହର ବୃଦ୍ଧି ପାଇଛି। ସ୍ପିତିି,...

କେସିଆର ଅଷ୍ଟମ ନିଜାମ, ଶୀଘ୍ର ତାଙ୍କ ଶାସନରୁ ମିଳିବ ମୁକ୍ତି, ଭାଜପା ନେତା…

ହାଇଦ୍ରାବାଦ,୨୫।୧ : ଭାରତୀୟ ଜନତା ପାର୍ଟି ତେଲେଙ୍ଗାନା ୟୁନିଟ ସଭାପତି ବାନ୍ଦି ସଞ୍ଜୟ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ଖୁବ ଶୀଘ୍ର ରାଜ୍ୟବାସୀ କେ.ସି.ଆରଙ୍କ ଏକଛତ୍ରବାଦୀ ଶାସନରୁ ମୁକ୍ତ ହେବେ। ମହବୁବନଗରରେ...

ଜାନୁୟାରୀ ୨୬ରୁ ଇଂଲିଶ୍‌ ସହିତ ୨୨ ଭାଷାରେ ଉନଲବ୍ଧ ହେବ ସୁପ୍ରିମକୋର୍ଟଙ୍କର ୧୦୯୧ଫଇସଲା…

ନୂଆଦିଲ୍ଲୀ,୨୫।୧ : ସାଧାରଣତନ୍ତ୍ର ଦିବସ ଅବସରରେ ସୁପ୍ରିମକୋର୍ଟ ଦେଶବାସୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ବୁଧବାର ଘୋଷଣା କରିଛନ୍ତି ଯେ ଜାନୁୟାରୀ ୨୬ ଠାରୁ ଇଲେକ୍ଟ୍ରୋନିକ ସୁପ୍ରିମକୋର୍ଟ ରିପୋର୍ଟ (ଇ-ଏସଆରସି) ପ୍ରକଳ୍ପ...

କର୍ନାଟକ ନିର୍ବାଚନରେ ପ୍ରିୟଙ୍କା ପାଖରେ ୧୫ ପ୍ରତିଶତ ମହିଳା ଟିକଟ…

ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ହେବାକୁ ଥିବା ବିଧାନସଭା ନିବ;ାଚନ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ମହିଳା କେନ୍ଦ୍ରିକ ରାଜନୀତିକୁ ଦଳର ଗୁରୁତ୍ୱ ରହିଛି। ଏଭଳି ପରିସ୍ଥିତିରେ ମହିଳାମାନଙ୍କ ଉପସ୍ଥିତି ବଢ଼ାଇବା ଲାଗି ଘୋଷଣା କରାଯାଇଛି।...

ଜାନୁୟାରୀ ୨୬ କାର୍ଯ୍ୟକ୍ରମ ପାଇଁ କର୍ମଚାରୀଙ୍କ ଠାରୁ ଚାନ୍ଦା ଆଦାୟ କରିଥିବା ଅଭିଯୋଗ: ଗୋଆ ସରକାରଙ୍କୁ ଘେରିଲେ ବିରୋଧୀ…

ପଣଜୀ,୨୫।୧ : ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ଦକ୍ଷିଣ ଗୋଆର ଜିଲା ମାଜିଷ୍ଟ୍ରେଟ ସରକାରୀ କର୍ମଚାରୀଙ୍କଠାରୁ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ଏବଂ ଗୋଆ ଫରୱାର୍ଡ ପାର୍ଟି ଗୋଆ ସରକାରଙ୍କୁ ଘେରିବା ଆରମ୍ଭ...

୨୮ରୁ ପୁଣି ପଦଯାତ୍ରା ଆରମ୍ଭ କରିବେ ଶର୍ମିଲା

ହାଇଦ୍ରାବାଦ,୨୫ା୧: ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍‌. ଶର୍ମିଲାଙ୍କ ପ୍ରଜା ପ୍ରସ୍ଥାନମ୍‌ ପଦଯାତ୍ରା ଦୁଇ ମାସ ବନ୍ଦ ରହିବା ପରେ ଆସନ୍ତା ୨୮ ତାରିଖରୁ ପୁଣିଥରେ ତେଲଙ୍ଗାନାରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାର ଯେଉଁଠାରେ ତାଙ୍କ ପଦଯାତ୍ରାକୁ ରୋକିଥିଲେ,...

ଜରୁରୀକାଳୀନ ଅବତରଣ କଲା ରବିଶଙ୍କରଙ୍କ ବିମାନ…

ଚେନ୍ନାଇ,୨୫।୧ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କର ବିମାନ ତାମିଲନାଡୁର ଏରୋଡରେ ଜରୁରୀକାଳୀନ ଅବତରଣ କରିଛି। ସୂଚନାନୁସାରେ, ଖରାପ ପାଣିପାଗ କାରଣରୁ ତାଙ୍କ ଚପର ଜରୁରୀକାଳୀନ ଅବତରଣ କରିଛି। ରବି ଶଙ୍କରଙ୍କ ବ୍ୟତୀତ ଅନ୍ୟ ଚାରି ଜଣ...

ବିବିସି ଡକ୍ୟୁମଣ୍ଟାରି ପ୍ରସଙ୍ଗ: ସରକାରଙ୍କୁ ସମର୍ଥନ କରି ଅନିଲ ଆଣ୍ଟୋନୀ କଂଗ୍ରେସରୁ ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରି ସେ ବୁଧବାର...

ପୃଥିବୀର ପ୍ରଥମ ନାଜାଲ କରୋନା ଟିକା ଇନକୋଭାକ ଜାନୁୟାରୀ ୨୬ରୁ ଦିଆଯିବ…

ନୂଆଦିଲ୍ଲୀ,୨୫।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri