ଜାତୀୟ

ବିବିସି ଡକ୍ୟୁମଣ୍ଟାରି ପ୍ରସଙ୍ଗ: ସରକାରଙ୍କୁ ସମର୍ଥନ କରି ଅନିଲ ଆଣ୍ଟୋନୀ କଂଗ୍ରେସରୁ ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରି ସେ ବୁଧବାର...

ପୃଥିବୀର ପ୍ରଥମ ନାଜାଲ କରୋନା ଟିକା ଇନକୋଭାକ ଜାନୁୟାରୀ ୨୬ରୁ ଦିଆଯିବ…

ନୂଆଦିଲ୍ଲୀ,୨୫।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ...

ରାଷ୍ଟ୍ରପତି ଭବନରେ ଏଲ ସିସିଙ୍କୁ ଗାର୍ଡ ଅଫ ଅନର: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ…

ନୂଆଦିଲ୍ଲୀ,୨୫।୧ : ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଏଲ ସିସି ବୁଧବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ତାଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୯୦୧ ପୋଲିସଙ୍କୁ ପୋଲିସ ମେଡାଲ, ୧୪୦ଙ୍କୁ ବୀରତା ପଦକ…

ନୂଆଦିଲ୍ଲୀ,୨୫।୧ : ସାଧାରଣତନ୍ତ୍ର ଦିବସ ଅବସରରେ ୯୦୧ ଜଣ ପୋଲିସଙ୍କୁ ପୋଲିସ ମେଡାଲରେ ସମ୍ମାନୀତ କରାଯାଇଛି। ଏଥିରେ ୧୪୦ ଜଣ ପୋଲିସଙ୍କୁ ଗ୍ୟାଲେଣ୍ଟ୍ରି ପାଇଁ ବୀରତା ପଦକ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୯୩ ପୋଲିସଙ୍କୁ ବିଶିଷ୍ଟ ସେବା (ପିପିଏମ)...

ଆଶିଷଙ୍କୁ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ,୨୫।୧ : ଲଖିମପୁର ଖେରୀ ହିଂସା ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୮ ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନରେ ମିଶ୍ରଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଦାଲତଙ୍କୁ ତାଙ୍କ...

ରୀତିନୀତିରେ ବିବାହ କରିବେ ନଡ୍ଡାଙ୍କ ପୁଅ

ନୂଆଦିଲ୍ଲୀ,୨୫।୧: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପୁଅ ହରିଶଙ୍କର ବିବାହ ଅନୁଷ୍ଠିତ ହେବ। ବୁଧବାର ରାଜସ୍ଥାନର ଜୟପୁରର ରାଜମହଲ ପ୍ୟାଲେସ ହୋଟେଲରେ ବ୍ୟବସାୟୀ ରାମକାନ୍ତ ଶର୍ମାଙ୍କ ଝିଅ ରିଦ୍ଧିଙ୍କୁ ବିବାହ କରିବେ। ତେବେ ବିବାହ ପାଇଁ ଜୟପୁର ସହରରେ...

@ମୋଦିଆର୍କାଇଭ୍‌ରେ ପ୍ରଧାନମନ୍ତ୍ରୀଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ,୨୫ା୧: ଗତ ସପ୍ତାହରେ ନୂଆଦିଲ୍ଲୀରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବାବେଳେ @ମୋଦିଆର୍କାଇଭ୍‌ ନାମକ ଟୁଇଟର ହ୍ୟାଣ୍ଡେଲ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେକ ପୁରୁଣା ଫଟୋ ଶେୟାର କରାଯାଇଥିଲା। ୧୯୯୬ରେ ଭୋପାଳରେ ଆୟୋଜିତ ଭାଜପା କାର୍ଯ୍ୟକାରିଣୀ ପରଠୁ ବିଭିନ୍ନ ସମ୍ମିଳନୀବେଳର...

‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗନେବେ ଗଞ୍ଜାମର ୨ ଛାତ୍ର

ନୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି-୨୦୨୩)ରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମ୍‌ରେ ଆସନ୍ତା ୨୭ରେ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ଭାଗରୁ ୧୦୨ ଛାତ୍ରୀଛାତ୍ର ସାମିଲ ହେବେ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୨ ଜଣ ଛାତ୍ର...

କର୍ମୀଙ୍କୁ ଟେକା ଫିଙ୍ଗିଲେ ମନ୍ତ୍ରୀ

ଥିରୁଭାଲୁର,୨୫ା୧: ତାମିଲନାଡୁର ଜଣେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରକୁ ଟେକା ଫିଙ୍ଗିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଥିରୁଭାଲୁର ଜିଲାରେ ଏକ କାର୍ଯ୍ୟକ୍ରମରେ ଡିଏମ୍‌କେ ନେତା ତଥା ତାମିଲନାଡୁ ମନ୍ତ୍ରୀ ଏସ୍‌.ଏମ୍‌. ନାସାର ବସିବା ପାଇଁ ଚେୟାର...

ଭାରତରେ ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୧: ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତ୍ତହ ଏଲ୍‌-ସିସି ମଙ୍ଗଳବାର ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ଭବ୍ୟ ସ୍ବାଗତ କରିଥିଲେ। ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେବାକୁ...

‘ନ୍ୟାୟପାଳିକାରେ କେନ୍ଦ୍ରର ହସ୍ତକ୍ଷେପ ବିପଜ୍ଜନକ’

ମହୀଶୂର,୨୫ା୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତି ଏବଂ ନ୍ୟାୟିକ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଠିକ୍‌ ନୁହେଁ। ଏହା ବିପଜ୍ଜନକ ବୋଲି କର୍ନାଟକର ପୂର୍ବତନ ଲୋକାୟୁକ୍ତ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏନ୍‌. ସନ୍ତୋଷ ହେଗଡେ ମଙ୍ଗଳବାର କହିଛନ୍ତି। ଗଣମାଧ୍ୟମ ସହ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri