ଜାତୀୟ

ଭାଜପା ନେତାଙ୍କୁ ହତ୍ୟା

ଇମ୍ଫାଲ,୨୫ା୧: ମଣିପୁରର ଥୌବାଲ ଜିଲାରେ ମଙ୍ଗଳବାର ଭାଜପର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି ତଦନ୍ତ ଚଳାଇଛି। ଲୈଶରାମ ରାମେଶ୍ୱର ସିଂ ଭାଜପା ରାଜ୍ୟ ଶାଖା ଏକ୍ସ-ସର୍ଭିସମେନ୍‌ ସେଲ୍‌ର ଆବାହକ ଥିଲେ।...

ନଦୀପଠାରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ

ପୁଣେ, ୨୫ା୧: ମହାରାଷ୍ଟ୍ର ପୁଣେର ପରଗାଓ ବ୍ରିଜ୍‌ ନିକଟରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ ମଧ୍ୟରେ ଏକ ବୟସ୍କ ଦମ୍ପତି ଥିବାବେଳେ ସେମାନଙ୍କ ଝିଅ, ଜ୍ୱାଇଁ ଓ ୩ ପିଲାଙ୍କ ମୃତଦେହ ମିଳିଛି।...

ଓକିଲ ଧର୍ମଘଟ ରୋକିବାକୁ ଯୋଜନା କର

ନୂଆଦିଲ୍ଲୀ,୨୫ା୧: ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବାର୍‌ ଆସୋସିଏଶନ୍‌ଗୁଡ଼ିକୁ ଧର୍ମଘଟରୁ କ୍ଷାନ୍ତ ରହିବା ପାଇଁ ବାର୍‌ କାଉନ୍‌ସିଲ...

ହାଇଦ୍ରାବାଦ ୟୁନିଭର୍ସିଟିରେ ପ୍ରଦର୍ଶିତ

ହାଇଦ୍ରାବାଦ/ଥିରୁଭାନନ୍ଥପୁରମ୍‌,୨୫।୧: ବ୍ରିଟେନ୍‌ ଜାତୀୟ ଗଣମାଧ୍ୟମ ବିବିସି ୨୦୦୨ ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରକାଶ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’କୁ ହାଇଦ୍ରାବାଦ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ପ୍ରଦର୍ଶନ କରାଯାଇଛି। ଶନିବାର ଉତ୍ତର କ୍ୟାମ୍ପସ୍‌ରେ...

ସମୟ ପୂର୍ବରୁ ଅପରାଧୀଙ୍କୁ ଖଲାସ କରିବା ସରକାରଙ୍କ କାମ: ସୁପ୍ରିମ୍‌ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କ ମୁକ୍ତି ନେଇ…

ନୂଆଦିଲ୍ଲୀ,୨୪।୧ : ଅପରାଧୀଙ୍କୁ ସମୟ ପୂର୍ବରୁ ଖଲାସ କରିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି, ଜଣେ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଦେବା ସରକାରଙ୍କ କାମ। ଏଭଳି ମୁକ୍ତି ମାମଲା ସରକାରଙ୍କ ନୀତି ଅନୁଯାୟୀ...

ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ମସିହାରେ ସଂଗ୍ରହ ପରିମାଣ ୩୪,୭୭୮ କୋଟି...

୫ ମହଲା କୋଠା ଭୁଶୁଡିଲା, ୫ ମୃତଦେହ ଉଦ୍ଧାର, ୩୦-୪୦ ଲୋକ ମାଟିତଳେ ଦବି ରହିଥିବା ଆଶଙ୍କା…

ଲକ୍ଷ୍ନୌ,୨୪।୧ : ଲକ୍ଷ୍ନୌର ହଜରତଗଞ୍ଜରେ ୧୫ ବର୍ଷ ପୁରୁଣା ଏକ ୫ ମହଲା କୋଠା ଭୁଶୁଡି ପଡ଼ିଛି। ଏଥିରେ ୫ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମାଟି ତଳେ ୪୦-୫୦ ଲୋକ ଦବି ହୋଇ ରହିଥିବା...

ହୁକ୍କା ଫେରିଲା: ବାର୍‌-ରେଷ୍ଟୁରାଣ୍ଟରେ ବ୍ୟବହାର ଉପରୁ ହଟିଲା ପ୍ରତିବନ୍ଧକ, ସରକାର ନିୟମ ଜାରି କରି ନାହାନ୍ତି ବୋଲି କହିଲେ ହାଇକୋର୍ଟ…

କୋଲକାତା,୨୪।୧ : ହାଇକୋର୍ଟ କୋଲକାତା ଏବଂ ସଲ୍ଟ ଲେକ ବାର ଏବଂ ରେଷ୍ଟୁରାଣ୍ଟରେ ହୁକ୍କା ବ୍ୟବହାର ଉପରେ ଲାଗୁହୋଇଥିବା ପ୍ରତିବନ୍ଧକ ମଙ୍ଗଳବାର ହଟାଇଛନ୍ତି। ନ୍ୟଶସନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦାବି କରିଥିଲେ ଯେ,...

ପିଆଇବି ଫ୍ୟାକ୍ଟ ଚେକ୍‌ ପ୍ରସ୍ତାବ: ଲାଗୁ ପୂର୍ବରୁ ହିତାଧିକାରୀଙ୍କ ସହ ଆଲୋଚନା କରିବେ ସରକାର…

ନୂଆଦିଲ୍ଲୀ,୨୪।୧ : ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ନଜର ରଖିବା ପାଇଁ ପ୍ରେସ ଇନଫରମେଶନ ବ୍ୟୁରୋ (ପିଆଇବି)କୁ ସଶକ୍ତ କରିବାକୁ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର କହିଛନ୍ତି ଯେ ଏହି...

୧୧ ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୧ : ଜାତୀୟ ଶିଶୁ ପୂରସ୍କାରରେ ସମ୍ମାନିତ ୧୧ ଛୋଟପିଲାଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ପିଲାମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପିଲାମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି,...

ବଜେଟ ପୂର୍ବରୁ ୩୦ରେ ସର୍ବଦଳୀୟ ବୈଠକ…

ନୂଆଦିଲ୍ଲୀ,୨୪।୧ : ସଂସଦର ବଜେଟ ଅଧିବେଶନ ପୂର୍ବରୁ ଭାରତ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ୩୦ ଜାନୁଆରୀରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ସମସ୍ତ ଦଳକୁ ଡକାଯାଇଛି। ସରକାର ଚାହୁଁଛନ୍ତି ଯେ...

ମେଘାଳୟ ପାଇଁ ଟିଏମ୍‌ସିର ୧୦ ପ୍ରତିଶ୍ରୁତି…

ଶିଲଂ,୨୪।୧ : ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଟିଏମ୍‌ସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ରାଜଧାନୀ ଶିଲଂରେ ଦଳୀୟ ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଏଥିରେ ୧୦ଟି ପ୍ରତିଶୃତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri