ଜାତୀୟ

ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ, ଟିଏମ୍‌ସି କହିଲା କଂଗ୍ରେସ କରୁଛି ‘ଏକଲା ଚଲୋ ରେ’ ଯୋଜନା…

ନୂଆଦିଲ୍ଲୀ,୨୨।୧ : ଲୋକସଭା ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ପୁଣି ଥରେ ବିରୋଧୀ ଏକତାର ସ୍ଲୋଗାନ ଉଠିବା ଆରମ୍ଭ ହୋଇଛି। ନିକଟରେ ତେଲେଙ୍ଗାନା...

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ ନେତାଙ୍କୁ ଏକ ବିଚାର ଧାରାର ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି। ମମତା ବାନାର୍ଜୀ...

ଆସାମ ମୁଖ୍ୟମନ୍ତ୍ରୀ କହିଲେ ଶାହାରୁଖ କିଏ ମୁଁ ତାଙ୍କୁ ଜାଣିନାହିଁ: କିଛି ଘଣ୍ଟା ପରେ କିଙ୍ଗ୍‌ ଖାନ୍‌ କଲେ ଫୋନ…

ଗୁଆହାଟୀ,୨୨।୧ : ପଠାନ ଫିଲ୍ମକୁ ନେଇ ଉପୁଜି ଥିବା ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଶନିବାର କହିଥିଲେ ଯେ, ଶାହାରୁଖ ଖାନ୍‌ କିଏ ମୁଁ ତାଙ୍କୁ ଚିହ୍ନି ନାହିଁ। ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ...

ଜାନୁୟାରୀ ୨୬ରୁ ନାଜାଲ ଟିକା ଇନକୋଭାକ…

ନୂଆଦିଲ୍ଲୀ,୨୨।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା...

ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧ : ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ବିଷୟରେ ଏହା ହେଉଛି ଏକ ବିଶେଷ କଥା ଯଦି ଜନସାଧାରଣ ଚାହାଁନ୍ତି,...

ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ,ସାପ୍ତାହିକ ସଂକ୍ରମଣ ୦.୧୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ...

ସୋମବାର ୧୧ ଜଣ ପିଲାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୨।୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୨୩ ସୋମବାର ବିଜ୍ଞାନ ଭବନରେ ଏକ ପୁରସ୍କାର ବିତରଣ ଉତ୍ସବରେ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ। ଜାନୁଆରୀ ୨୪ ରେ ପୁରସ୍କାର ଗ୍ରହଣ କରିଥିବା...

୨୫୬ ଡାଇନୋସର ଅଣ୍ଡା ଜୀବାଶ୍ମ ଠାବ

ଇନ୍ଦୋର,୨୨।୧: ମଧ୍ୟପ୍ରଦେଶର ଧରରୁ ବୈଜ୍ଞାନିକମାନେ ୨୫୬ଟି ଟାଇଟାନୋସର (ଉଦ୍ଭିଦ ଖାଉଥିବା ଡାଇନୋସର)ର ଜୀବାଶ୍ମ ଅଣ୍ଡା ଠାବ କରିଛନ୍ତି। ପାଖାପାଖି ୯୨ଟି ସ୍ଥାନରୁ ଏହି ଅଣ୍ଡା ମିଳିଛି। ଡାଇନୋସର ବିଶାଳ ଆକାରର ହୋଇଥିବାବେଳେ ବସବାସ କରୁଥିବା ସ୍ଥାନଠାରୁ ଦୂରରେ ଏମାନେ ଅଣ୍ଡା...

ବିବିସି ଡକ୍ୟୁମେଣ୍ଟାରି ଶେୟାର: ଟୁଇଟ୍‌, ୟୁଟ୍ୟୁବ୍‌ ଭିଡିଓ ବ୍ଲକ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨।୧: ୨୦୦୨ ଗୁଜରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ୍‌’ ଲିଙ୍କ୍‌ର ୟୁଟ୍ୟୁବ୍‌ ଭିଡିଓ ଏବଂ ଟୁଇଟର ପୋଷ୍ଟ ବ୍ଲକ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ପ୍ରଶାସନକୁ ଧମକାଇଲେ କମଳନାଥ, ୮ ମାସ ପରେ ନେବି ହିସାବ…

ଭୋପାଳ,୨୨।୧ : ଆଠ ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବେ ରାଜ୍ୟ ପ୍ରଶାସନକୁ ଧମକାଇବା ଭଳି ବିବୃତ୍ତି ଦେଉଥିବା ନେଇ...

ମହାରାଷ୍ଟ୍ରରେ ଲାଗୁ ହେବ ପୁରୁଣା ପେନସନ ଯୋଜନା, ଶିନ୍ଦେ ଦେଲେ ସଙ୍କେତ…

ମୁମ୍ବାଇ,୨୨।୧ : ଗୋଟିଏ ପଟେ ଯେତେବେଳେ କଂଗ୍ରେସ କିମ୍ବା ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ପୁରୁଣା ପେନସନ ଯୋଜନା ପୁନଃସ୍ଥାପିତ ହେଉଛି, ସେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ଏହାର ଚାପ ବୃଦ୍ଧି ପାଉଛି। ଏବେ ସୂଚନା ମିଳିଛି ଯେ...

ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…

ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ପାଇପାରିବେ। ମୁମ୍ବାଇର ଦାଦର ଯୋଗୀ ଅଡିଟୋରିୟମରେ ମହାରାଷ୍ଟ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri