ଜାତୀୟ

ମହାରାଷ୍ଟ୍ରରେ ଲାଗୁ ହେବ ପୁରୁଣା ପେନସନ ଯୋଜନା, ଶିନ୍ଦେ ଦେଲେ ସଙ୍କେତ…

ମୁମ୍ବାଇ,୨୨।୧ : ଗୋଟିଏ ପଟେ ଯେତେବେଳେ କଂଗ୍ରେସ କିମ୍ବା ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ପୁରୁଣା ପେନସନ ଯୋଜନା ପୁନଃସ୍ଥାପିତ ହେଉଛି, ସେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ଏହାର ଚାପ ବୃଦ୍ଧି ପାଉଛି। ଏବେ ସୂଚନା ମିଳିଛି ଯେ...

ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…

ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ପାଇପାରିବେ। ମୁମ୍ବାଇର ଦାଦର ଯୋଗୀ ଅଡିଟୋରିୟମରେ ମହାରାଷ୍ଟ୍ର...

ଉଦ୍ଧବଙ୍କ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ, ଜାନୁୟାରୀ ୨୩ରେ ଶେଷ ହେଉଛି କାର୍ଯ୍ୟକାଳ…

ମୁମ୍ବାଇ,୨୨।୧ : ଶିବସେନାରେ ବିଦ୍ରୋହ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଶିବସେନା ଉଦ୍ଧବ ବାଲାସାହେବ ଠାକରେର ନେତା ଉଦ୍ଧବ ଠାକରେଙ୍କର ଦଳୀୟ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ ପଡ଼ିଛି। ସେ ଦଳର ମୁଖ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।...

ନରୱାଲ ବିସ୍ଫୋରଣରେ ଟାଇମର ଆଇଡିର ବ୍ୟବହାର କରିଥିଲେ ଆତଙ୍କବାଦୀ

ଜମ୍ମୁ,୨୨ ।୧: ଜମ୍ମୁ ସହରର ବାହାରେ ଥିବା ନରୱାଲରେ ଶନିବାର ଦୁଇଟି ବଡ ଧରଣର ବିସ୍ଫୋରଣ ହୋଇଛି, ଯେଉଁଥିରେ ୯ ଲୋକ ଆହତ ହୋଇଥିଲେ । ଯାଞ୍ଚ କରୁଥିବା ଏଜେନ୍ସି କହିଛି, ନରୱାଲରେ ଯେଉଁ ଦୁଇଟି ବିସ୍ଫୋରଣ ହୋଇଛି ସେଥିରେ...

ନେପାଳ ବିମାନ ଦୁର୍ଘଟଣା: ଏବେବି ପରିବାରକୁ ମିଳିନି ୪ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ ।୧: ନେପାଳ ବିମାନଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଏବେବି ଅପେକ୍ଷା ରଖିଛନ୍ତି ସେମାନଙ୍କ ପରିଜନ । ନେପାଳି ଅଧିକାରୀମାନେ ମଙ୍ଗଳବାର ଅର୍ଥାତ୍...

ଅସଦାଚରଣ ମାମଲା, ପାଇଲଟଙ୍କ ନିଲମ୍ବନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୨ ।୧: ଏୟାର ଇଣ୍ଡିଆର ଏକ ବିମାନରେ ଗତ ନଭେମ୍ବରରେ ହୋଇଥିବା ପରିସ୍ରା ମାମଲାରେ ବିମାନର ମୁଖ୍ୟ ପାଇଲଟଙ୍କ ଲାଇସେନ୍ସ ନିଲମ୍ବନ କରିବା ମାମଲାରେ ଇଣ୍ଡିଆ ପାଇଲଟ ଗିଲ୍ଡ(ଆଇପିଜି)ଆଇନ ପଦକ୍ଷେପ ନେବା ଉପରେ ବିଚାର କରୁଛି । ଆଇପିଜିର ଜଣେ...

ଧ୍ରୁବ ତାରା ଭଳି ବାଟ ଦେଖାଏ ସମ୍ବିଧାନର ମୂଳ ସଂରଚନା: ସିଜେଆଇ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ସମ୍ବିଧାନର ଆତ୍ମାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପରିବର୍ତ୍ତିତ ସମୟ ସହିତ ସମ୍ବିଧାନର ବ୍ୟାଖ୍ୟା କରିବାରେ ଜଣେ ବିଚାରପତିଙ୍କ ଦକ୍ଷତା ରହିଛି। ସେ କହିଛନ୍ତି ଯେ...

ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ: ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୧।୧ : ଶୀତଋତୁରେ ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ନେଇ ଉତ୍ତର ଭାରତୀୟ ରାଜ୍ୟଙ୍କୁ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଚାରପତି ରବୀନ୍ଦ୍ର ଭଟ୍ଟ ଏବଂ ଦୀପଙ୍କର ଦତ୍ତଙ୍କ ନେତୃତ୍ୱରେ...

ଶାହରୁଖ କିଏ ମୁଁ ତାଙ୍କୁ ଜାଣିନାହିଁ: ଆସାମ ମୁଖ୍ୟମନ୍ତ୍ରୀ…

ଗୁଆହାଟୀ,୨୧।୧ : ପଠାନ ଫିଲ୍ମକୁ ନେଇ ଉପୁଜି ଥିବା ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ, ଶାହରୁଖ ଖାନ୍‌ କିଏ ମୁଁ ତାଙ୍କୁ ଚିହ୍ନି ନାହିଁ। ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ ହେବାକୁ...

ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବ ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୧।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାନୁୟାରୀ ୨୩ରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର...

ବିବିସି ଡକ୍ୟୁମେଣ୍ଟାରୀ ନେଇ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ କହିଥିଲେ ବାଜପେୟୀ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ଏକ ଡକ୍ୟୁମେଣ୍ଟାରୀକୁ ସେନ୍ସର କରିଥିବାରୁ କଂଗ୍ରେସ ଶନିବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଦଳ ପ୍ରଶ୍ନ କରିଛି ଯେ ୨୦୦୨ ଗୁଜୁରାଟ ଦଙ୍ଗା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ...

ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ୩୦୦ବୁଦ୍ଧିଜୀବୀ ଏକଜୁଟ…

ନୂଆଦିଲ୍ଲୀ,୨୧।୧ : ବିବିସିର ଇଣ୍ଡିଆ: ଦ ମୋଦି କୋଶ୍ଚିନ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଭେଟେରାନଙ୍କ ସମେତ ୩୦୦ ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri