ଜାତୀୟ

କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ

କୋଲକାତା,୧୩।୯: ଆରଜି କର ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ବଳାତ୍କାର ମାମଲାର ମୁଖ୍ୟ ଦୋଷୀ ହୋଇଥିବା ଜଣାପଡିଛି। ତେବେ ଏହି ମାମଲାରେ ଆଉ...

ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ମଞ୍ଚ ଶେୟାର କରିବି ନାହିଁ:ରାଜ୍ୟପାଳଙ୍କ ବଡ଼ ଘୋଷଣା

କୋଲକାତା,୧୩।୯: ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ...

ଦୁଇ ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

ଭୋପାଳ,୧୨ା୯: ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର କରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀମାନେ ଡକାୟତି କରିବା ଉଦ୍ଦେଶ୍ୟରେ...

ମୃତ ଶରୀର ଉପରେ ବି ନଜର, ସରକାରୀ ହସ୍ପିଟାଲରେ କଳା ଧନ୍ଦା, ସିବିଆଇର ଦାବି…

କୋଲକାତା,୧୨।୯: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଶବ ବ୍ୟବଚ୍ଛେଦ ଦୁର୍ନୀତିରେ ପରିଣତ ହୋଇଛି। ସିବିଆଇ ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ସାତ ବର୍ଷ ମଧ୍ୟରେ ମୃତ ଦେହର ଅଙ୍ଗ ବିକ୍ରି କରି ଅତି କମରେ ୨୦୦ କୋଟି...

ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର, ପରିବାର ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୯: ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ଗତ ୨୩ ଦିନ ଧରି ଦିଲ୍ଲୀର ଏମ୍ସରେ ୭୨ବର୍ଷୀୟ ୟେଚୁରୀ ଚିକିତ୍ସିତ ହେଉଥିଲେ। ସେ ଶ୍ୱାସ ରୋଗରେ ପୀଡିତ ଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ୟେଚୁରୀଙ୍କ ମୃତଦେହକୁ...

‘ବିଶ୍ୱ ଖରାପ ଥିଲା, ଆମେ ବି…’, ନିଜ ସମ୍ପର୍କରେ ଏମିତି କ’ଣ କହିଲେ କଙ୍ଗନା ଯାହାକୁ ନେଇ…

ମୁମ୍ବାଇ,୧୨।୯: ମୁଁ ବହୁତ କମ ବୟସରେ ଘର ଛାଡିଥିଲି। ଏହି ବୟସରେ ମୋର ସେହି ବୟସ ଆଉ ଅଧିକ ମନେ ନାହିଁ। କିନ୍ତୁ ଅନେକ ଥର ଯେତେବେଳେ ମୁଁ ମୋ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରେ, ମୁଁ...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ମୋଦିଙ୍କ ଦୂତ

ନୂଆଦିଲ୍ଲୀ/ମସ୍କୋ,୧୨।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ ରୁଷିଆର ରାଷ୍ଟ୍ରପତି କହିଛନ୍ତି ଯେ ଆମେ...

‘ଏହା ସୁପ୍ରିମକୋର୍ଟଙ୍କ ପାଇଁ ଠିକ ନୁହେଁ’, ଏମିତି କହି କାହିଁକି ଆଶ୍ଚର୍ଯ୍ୟ ପ୍ରକଟ କଲେ କପିଲ ସିବଲ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ସେପ୍ଟେମ୍ବର ୧୧)ରେ ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜା ସମାରୋହରେ ଯୋଗ ଦେଇଥିଲେ। ବର୍ତ୍ତମାନ ବିରୋଧୀ ଦଳ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି...

ଅସୁସ୍ଥ ହୋଇପଡିଲେ ଲାଲୁ, ଆଗାମୀ ୨-୩ ଦିନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ପାଟନା,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଦୁଇ ଦିନ ପୂର୍ବେ ଲାଲୁ ପ୍ରସାଦ ପୂର୍ବତନ ବିଧାୟକ ତଥା ତାଙ୍କ ସହକର୍ମୀ ଭୋଲା ଯାଦବ...

କାହାକୁ ହାତ ଯୋଡି କ୍ଷମା ମାଗିଲେ ମମତା, ଜାଣନ୍ତୁ ପୁରା ଘଟଣା

କୋଲକାତା,୧୨।୯: ପଶ୍ଚିମବଙ୍ଗରେ ହୋଇଥିବା କୋଲକାତା ବଳାତ୍କାର-ହତ୍ୟା ଘଟଣା ବେଳକୁ ବେଳ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରୁଛି। ଏହି ମାମଲାକୁ ନେଇ ଧର୍ମଘଟ କରୁଥିବା ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ କରିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

‘ଇସ୍ତଫା ଦେବାକୁ ପ୍ରସ୍ତୁତ’, ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ

କୋଲକାତା,୧୨।୯: ଲଗାତାର ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ଆଲୋଚନା କରିବାକୁ ନ ଆସିବା ପରେ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଲୋକଙ୍କ ସ୍ୱାର୍ଥରେ, ତଥା ନ୍ୟାୟ ପାଇଁ...

ଗଣପତିଙ୍କ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇପାରିବେ ୩୦ରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୨।୯: ଗଣପତି ବିସର୍ଜନ ପାଇଁ ୩୦ରୁ ଅଧିକ ଲୋକଙ୍କୁ ଢୋଲ ବାଜାସହ ଆସିବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟ ଏନଜିଟି ଆଦେଶ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପୁଣେରେ ଢୋଲ ବାଜା ସହ ଗଣପତି ବିସର୍ଜନରେ ୩୦ରୁ ଅଧିକ ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri