ଜାତୀୟ

ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି, ସୁପ୍ରିମ୍‌ କୋର୍ଟରେ କେନ୍ଦ୍ରର ଜବାବ..

ନୂଆଦିଲ୍ଲୀ,୧୯।୧ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ,ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି। ଏହା ଉପରେ ବିଚାର ବିମର୍ଷ କରାଯାଉଛି। ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଏକ ଆବେଦନର ବିଚାର ସମୟରେ...

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୧: ଜମ୍ମୁ କଶ୍ମୀରରେ ଗୁରୁବାର ଦିନ ୧୨.୦୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ରେ ମାପ କରାଯାଇଥିଲା। ଜମ୍ମୁ କଶ୍ମୀରର କିଶ୍ଟୱର ଏବଂ ଡୋଡା ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ର ଭୂମିଠାରୁ...

୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ? ଏମ୍ସକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୯।୧ : ଜଣେ ୨୦ ବର୍ଷ ବୟସ୍କା ଅବିବାହିତା ବିଟେକ୍‌ ଛାତ୍ରୀଙ୍କ ୨୯ ସପ୍ତାହର ଗର୍ଭର ଗର୍ଭପାତ ନେଇ ସୁପ୍ରିମ୍‌କୋର୍ଟ ଏମ୍ସର ସହାୟତା ଲୋଡିଛନ୍ତି। ଶୀର୍ଷକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ?...

ଆଶିଷଙ୍କ ଜାମିନକୁ ବିରୋଧ କଲେ ଉତ୍ତରପ୍ରଦେଶ ସରକାର, ସମାଜକୁ ଯିବ ଭୁଲ ବାର୍ତ୍ତା …

ନୂଆଦିଲ୍ଲୀ,୧୯।୧ : ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମାହେଶ୍ୱରୀଙ୍କ ବେଞ୍ଚରେ ଶୁଣାଣି ଚାଲିଛି।...

ଅର୍ଥମନ୍ତ୍ରୀଙ୍କୁ ରଘୁରାମ ରାଜନଙ୍କ କଡ଼ା ସମାଲୋଚନା, କହିଲେ ଡାଭୋସରେ ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି…

ନୂଆଦିଲ୍ଲୀ/ଡାଭୋସ,୧୯।୧ : ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ କଡ଼ା ସମାଲୋଚନା କରିଛନ୍ତି। ଏକ ଘରୋଇ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ରାଜନ...

କୁମ୍ଭୀର ବେଙ୍ଗକୁ ଗିଳି ଦେଲା, ଏହା କିଭଳି ଭାଗ୍ୟୋଦୟ: ସାମନାରେ ମୋଦିଙ୍କୁ ପ୍ରଶ୍ନ…

ମୁମ୍ବାଇ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମୁମ୍ବାଇ ଗସ୍ତରେ ଯିବା ପୂର୍ବରୁ ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରା ଯାଇଛି। ସାମନା ଲେଖିଛି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ। କିନ୍ତୁ ଏହା ମଧ୍ୟ ଏକ ପ୍ରଶ୍ନ ଯେ କେଉଁ...

କେନ୍ଦ୍ର ସରକାର ଏକୁଟିଆ ମିଥ୍ୟା ଖବର ବିରୋଧରେ ଲଢ଼ି ପାରିବେନି: ଏଡିଟର୍ସ ଗିଲ୍ଡ…

ନୂଆଦିଲ୍ଲୀ,୧୯।୧ : ମିଥ୍ୟା ଖବର ଉପରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଏବଂ ଏହାକୁ ରୋକିବା ପାଇଁ କିଛି ଆଇଟି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି। ତେବେ ଏହାର କାର୍ଯ୍ୟକାରିତା ପୂର୍ବରୁ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ...

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ୍‌…

ନୂଆଦିଲ୍ଲୀ, ୧୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ...

୧୫ ବର୍ଷ ପୁରୁଣା ଗାଡ଼ିର ପଞ୍ଜୀକରଣ ରଦ୍ଦ: ଏପ୍ରିଲ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୯।୧ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ଭାରତୀୟ ରାଜନୀତିରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭଳି ନେତାଙ୍କର ରହିଛି ଆବଶ୍ୟକତା: ଜୟରାମ ରମେଶ…

ନୂଆଦିଲ୍ଲୀ,୧୯।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ ପରି ଭାରତୀୟ ରାଜନୀତିରେ ନେତାଙ୍କ ଆବଶ୍ୟକତା ରହିଛି। ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ମହାନ କ୍ରିକେଟର ବିଜୟ ମର୍ଚାଣ୍ଟ...

ମହାମାରୀ ପରେ ସ୍କୁଲ ନାମ ଲେଖାରେ ୯୮.୪ ପ୍ରତିଶତ ବୃଦ୍ଧି, ସରକାରୀ ସ୍କୁଲରେ ଶିକ୍ଷାସ୍ତରରେ ସୁଧାର…

ନୂଆଦିଲ୍ଲୀ,୧୯।୧ : କରୋନା ମହାମାରୀ ପରେ, ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରୀଛାତ୍ରମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୬ ରୁ ୧୪ ବର୍ଷ ବୟସର ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ନାମଲେଖା ହାର ୨୦୧୮ ରେ ୯୭.୨...

ଦେବାଳିଆ ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୯।୧ : ସରକାର ଇନସଲଭେନ୍ସି ଏବଂ ଦେବାଳିଆ କୋଡ (ଆଇବିସି) ରେ କେତେକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପରିବର୍ତ୍ତନଗୁଡିକ ପ୍ରକ୍ରିୟାକୁ ଶୀଘ୍ର ଟ୍ରାକିଂ କରିବାରେ ସାହାଯ୍ୟ କରିବ ଏବଂ ପୂର୍ବରୁ ପ୍ରସ୍ତୁତ ଢାଞ୍ଚାର ପରିସର ବୃଦ୍ଧି କରିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri