ଜାତୀୟ

ପିତାଙ୍କ ମୃତ୍ୟୁ ପରେ ପୋଷ୍ୟ ସନ୍ତାନଙ୍କୁ ମିଳିବନି ପେନସନ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧ : ପାରିବାରିକ ପେନସନ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ ଯଦି ଜଣେ ସରକାରୀ କର୍ମଚାରୀ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି...

ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ର ଆବେଦନ ଶୁଣିବାବେଳେ ଆଗ୍ରା ବିମାନ ବନ୍ଦରରୁ...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା …

ନୂଆଦିଲ୍ଲୀ, ୧୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଦୈନିକ ସଂକ୍ରମଣ...

ଘୋଷଣା ହୋଇପାରେ ତିନି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୧୮।୧: ଚଳିତ ବର୍ଷ ଉତ୍ତର ପୂର୍ବର ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବୁଧବାର ନିର୍ବାଚନ ଆୟୋଗ ମେଘାଳୟ, ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗ ଅପରାହ୍ନ...

ସରକାର ଆର୍ଥିକ ଅସମାନତା ବଢ଼ାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୮।୧(ପି.ଟି.): ଭାଜପା ନେତୃତ୍ୱାଧୀନ ସରକାର ଦେଶରେ ଆର୍ଥିକ ଅସମାନତା ବଢ଼ାଉଥିବା କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଦେଶର ୧ ପ୍ରତିଶତ ଅତି ଧନୀଙ୍କ ପାଖରେ ଦେଶ ସମ୍ପତ୍ତିର ୪୦ ପ୍ରତିଶତ ରହିଥିବାବେଳେ ତଳସ୍ତରରେ ଥିବା ୫୦ ପ୍ରତିଶତଙ୍କ ପାଖରେ ମାତ୍ର...

ବରୁଣଙ୍କ ନୀତିକୁ ଗ୍ରହଣ କରିପାରିବି ନାହିଁ: ରାହୁଲ

ହୋଶିଆରପୁର,୧୮।୧: ଭାଇ ବରୁଣ ଗାନ୍ଧୀଙ୍କୁ ଭେଟିବା ଏବଂ କୋଳାଗ୍ରତ କରିବାକୁ ପ୍ରସ୍ତୁତ ଅଛି, ହେଲେ ତାଙ୍କ ନୀତି ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରାରେ ଭାଜପା ଏମ୍‌ପି...

ସବୁ ବର୍ଗର ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୧୮।୧: ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଆହ୍ବାନ ଦେଇଛନ୍ତି। ଭୋଟରମାନଙ୍କ ସହ ଯୋଡ଼ିହୋଇ ରହିବା ଲାଗି ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।...

ରାଜସ୍ଥାନ ହାଇକୋର୍ଟରେ ୨ ଜଜ୍‌ ଦମ୍ପତି

ଜୟପୁର,୧୮।୧: ରାଜସ୍ଥାନ ହାଇକୋର୍ଟରେ ସୋମବାର ୯ ନୂଆ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ୨ ଜଜ୍‌ ଦମ୍ପତି କୋର୍ଟରେ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ, ଡା. ନୂପୁର ଭଟି ଓ ତାଙ୍କ ସ୍ବାମୀ ପୁଷ୍ପେନ୍ଦ୍ର ଭଟି ଏବଂ...

ପଙ୍କଜ ସିଂ ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୧୮।୧(ପି.ଟି.): ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କୁ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଏହି ପଦବୀରେ ୨ ବର୍ଷ ରହିବେ।...

ବୃଦ୍ଧଙ୍କୁ ସ୍କୁଟରରେ ଘୋଷାଡ଼ିଲେ

ବେଙ୍ଗାଲୁରୁ, ୧୮।୧: ମଙ୍ଗଳବାର ବେଙ୍ଗାଲୁରୁର ଜନଗହଳି ସଡ଼କରେ ଜଣେ ବୃଦ୍ଧଙ୍କୁ ସ୍କୁଟର ଚାଳକ ଘୋଷାଡ଼ି ନେଇ ଗିରଫ ହୋଇଛନ୍ତି। ସ୍କୁଟର ଚଲାଉଥିବା ସାହିଲ ଏକ କାର୍‌ ସହ ପିଟି ହୋଇଥିଲେ। ଏହାପରେ ୭୧ ବର୍ଷୀୟ ମୁଟ୍ଟାପା କାର୍‌ରୁ ବାହାରି ସ୍କୁଟର...

୨୩ ଲକ୍ଷ ଟଙ୍କା ବିଲ୍‌ ନ ଦେଇ ଗ୍ରାହକ ଚମ୍ପଟ

ନୂଆଦିଲ୍ଲୀ,୧୮।୧: ଜଣେ ବ୍ୟକ୍ତି ନିଜକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ବାସିନ୍ଦା ଏବଂ ଆବୁଧାବୀ ରାଜପରିବାରର କର୍ମଚାରୀ ପରିଚୟ ଦେଇ ଦିଲ୍ଲୀର ଲୀଲା ପ୍ୟାଲେସ୍‌ ହୋଟେଲରେ ପ୍ରାୟ ୪ ମାସ ରହିଥିଲେ। ସେ ହୋଟେଲର ୨୩ ଲକ୍ଷ ଟଙ୍କା ବିଲ୍‌...

ଅନୁପ ଗୁପ୍ତା ଚଣ୍ଡିଗଡ଼ ମେୟର ନିର୍ବାଚିତ

ଚଣ୍ଡିଗଡ଼,୧୮।୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ ମେୟର ନିର୍ବାଚିତ ହୋଇଛନ୍ତି। ଗୁପ୍ତାଙ୍କୁ ୧୫ ଭୋଟ ମିଳିଥିବାବେଳେ ଏଏପି ପ୍ରାର୍ଥୀ ୧୪ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri