ଜାତୀୟ

ନିଜ ଡୁପ୍ଲିକେଟ୍‌ଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ଲୁଧିଆନା,୧୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଲୁଧିଆନା ଦେଇ ଯାଉଛି। ଏହି ସମୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନିଜ ପରି ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି। ଏହି ବ୍ୟକ୍ତିଙ୍କ ନାମ ମହମ୍ମଦ ଫୈଜଲ ଚୌଧୁରୀ। ସେ ଜଣେ...

ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…

ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର କରିବାକୁ ଯାଉଛନ୍ତି ଏବଂ ଅନ୍ୟ ପଟେ ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ‘ମିଶନ...

ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଶୀତ ଲହର ଯୋଗୁଁ ସୋମବାର ଭୋରରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀର ତାପମାତ୍ରା ୧.୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶ...

କଲେଜିୟମରେ ସରକାରୀ ପ୍ରତିନିଧିଙ୍କୁ ସାମିଲ କରାଯାଉ: ସିଜେଆଇଙ୍କୁ ଆଇନମନ୍ତ୍ରୀଙ୍କ ଚିଠି…

ନୂଆଦିଲ୍ଲୀ,୧୬।୧ : ସୁପ୍ରିମକୋର୍ଟ କଲେଜିୟମରେ ସରକାରଙ୍କ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସୂଚନାନୁସାରେ, କୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ଏହି ନୂତନ ପଦକ୍ଷେପ ସାମ୍ନାକୁ ଆସିଛି। କେନ୍ଦ୍ର...

ଭାରତରେ ହିଂସା ଘଟଣା କମିଛି, ଆତଙ୍କବାଦୀ ଆକ୍ରମଣ ୭୦ ପ୍ରତିଶତ କମ…

ନୂଆଦିଲ୍ଲୀ,୧୬।୧ : ନିକଟ ଅତୀତରେ ଭାରତରେ ହିଂସା ଘଟଣାରେ ବ୍ୟାପକ ହ୍ରାସ ଘଟିଛି। ଏହି ଦାବି ଏକ ନୂତନ ପୁସ୍ତକରେ କରାଯାଇଛି। ଆମେରିକାର ଭିତ୍ତିକ ରାଜନୈତିକ ଅମିତ ଆହୁଜା ଏବଂ ଦେବେଶ କାପୁରଙ୍କ ଆଗାମୀ ପୁସ୍ତକ ଇଣ୍ଟରନାଲ ସିକ୍ୟୁରିଟି ଇନ...

କମିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୬।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଲଗାତାର ଦୁଇ...

ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷା ଲାଭ କରି ଭବିଷ୍ୟତ ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିବା ଜରୁରୀ: ରାଜନାଥ…

ନୂଆଦିଲ୍ଲୀ,୧୬।୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସମୟ ସହିତ ସୁରକ୍ଷା ଚ୍ୟାଲେଞ୍ଜ ବଦଳୁଛି। ସୁରକ୍ଷା ଚ୍ୟାଲେଞ୍ଜଗୁଡିକର ପରିବର୍ତ୍ତନ ଯାହା ଆମେ ଗତ ୧୦ ବର୍ଷ ମଧ୍ୟରେ ଦେଖୁଛୁ, ସେହି ପରିବର୍ତ୍ତନଗୁଡିକ ଗତ ୧୦୦ ବର୍ଷ ମଧ୍ୟରେ...

ପୁରୁଣା ଗାଡ଼ିକୁ ଅଦରକାରୀ କରିବା ଲାଗି ୨ ହଜାର କୋଟି ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୬।୧ : ପୁରୁଣା ଯାନବାହାନକୁ ଅଦରକାରୀ କରିବା ଲାଗି ପୁଞ୍ଜି ବିନିଯୋଗ ଯୋଜନା ପାଇଁ ସ୍ବତନ୍ତ୍ର ସହାୟତା ଅନ୍ତର୍ଗତରେ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦେବେ। ଏହା ବ୍ୟତୀତ ସ୍କ୍ରାପ ପାଇଁ ଯାନ ପ୍ରଦାନ କରୁଥିବା...

ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…

ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ ଏହି ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅକ୍ସଫାମର ରିପୋର୍ଟରେ ଏହା ପ୍ରକାଶ...

ଜଲ୍ଲିକଟ୍ଟୁରେ ୬୦ ଆହତ, ପ୍ରଶାସନ ପକ୍ଷରୁ ୨୦୦୦ ପୋଲିସ ମୁତୟନ…

ଚେନ୍ନାଇ,୧୬।୧ : ମକର ସଂକ୍ରାନ୍ତି ପର୍ବ ସହିତ ଜଲ୍ଲିକଟ୍ଟୁ ମଧ୍ୟ ତାମିଲନାଡୁରେ ଆରମ୍ଭ ହୋଇଛିନ। ଏ ସମ୍ପର୍କରେ ପ୍ରଶାସନକୁ ମଧ୍ୟ ସତର୍କ କରାଯାଇଛି। ଏହି ଖେଳରେ ରବିବାର ମଦୁରାଇର ଆଭାନିୟାପୁରମ ଅଞ୍ଚଳରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି ।...

ସର୍ବ ପୁରାତନ ମାମଲାର ଫଇସଲା ଦେଲେ ହାଇକୋର୍ଟ…

କୋଲକାତା,୧୬।୧ : କୋଲକାତା ହାଇକୋର୍ଟରେ ଦେଶର ସର୍ବ ପୁରାତନ ମକଦ୍ଦମାର ଫଇସଲା ୭୨ ବର୍ଷ ପରେ ପ୍ରଦାନ କରି ଏହାକୁ ଶେଷ କରିଛନ୍ତି। କୌତୁହଳର ବିଷୟ, କୋଲକାତା ହାଇକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ୧୯୫୧ ମସିହାରେ ଜନ୍ମ...

୨୦୨୫ ସୁଦ୍ଧା ଦେଶବ୍ୟାପୀ ସ୍ଥାପନ ହେବ ଡୋପଲର ପାଣିପାଗ ରାଡାର…

ନୂଆଦିଲ୍ଲୀ,୧୬।୧ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ଆଠରୁ ନଅ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହି କ୍ରମରେ, ୨୦୨୫ ସୁଦ୍ଧା, ସମଗ୍ର ଦେଶରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri