ଜାତୀୟ

ମୋଦିଙ୍କୁ ଖର୍ଗେଙ୍କ ଅପିଲ, ‘ବାର୍ତ୍ତାବାହକଙ୍କୁ ରୋକା ନ ଯାଉ’

ନୂଆଦିଲ୍ଲୀ,୧୫ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ଭୂମି ଧସିବା ଘଟଣା ଏବେ ସେଠାକାର ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏପଟେ ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ଶାସକ ଓ ବିରୋଧି ନେତାଙ୍କ ମଧ୍ୟରେ ବାକଯୁଦ୍ଧ...

୨୬ ଜାନୁୟାରୀ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ ଯୋଜନା ପଣ୍ଡ, ଆଇଏସ ପାଇଁ କାମ କରୁଥିବା ୨ ଆତଙ୍କବାଦୀ ସଙ୍ଗଠନ ସମ୍ପର୍କରେ ମିଳିଲା ସୂଚନା

ନୂଆଦିଲ୍ଲୀ,୧୫ ।୧: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୨୬ ଜାନୁୟାରୀ ପୂର୍ବରୁ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି । ଜାହାଙ୍ଗିରପୁରିରୁ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ଦିଲ୍ଲୀ ପୋଲିସ ହରକତ ଉଲ ଅଂସାର ଓ ଖଲିସ୍ତାନ...

ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତର ରିଭର୍ସ ଗିୟର, ତାପମାତ୍ରା ୨-୩ ଡିଗ୍ରୀ ଖସିଲା

ନୂଆଦିଲ୍ଲୀ,୧୫ ।୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାର ପାତ ହେଉଛି । ଆଉ ଏହାର ପ୍ରଭାବ ଦିଲ୍ଲୀ-ଏନସିଆରରେ ପଡୁଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସି ଆସିଛି । ଏହାସହ ଦିଲ୍ଲୀ...

ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଗୀତା...

ଲାଇଭ ଷ୍ଟ୍ରିମିଂ ପାଇଁ ସମସ୍ତ କୋର୍ଟରେ ସମାନ ପ୍ଲାଟଫର୍ମ ଲାଗି ଆମେ ଆଗ୍ରହୀ: ସିଜେଆଇ…

ନୂଆଦିଲ୍ଲୀ,୧୪।୧ : ଦେଶର ସମସ୍ତ କୋର୍ଟର ନ୍ୟାୟିକ ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କୋର୍ଟରେ ଏଥି ପାଇଁ ସମାନ ପ୍ଲାଟଫର୍ମ ପ୍ରଣୟନ ଲାଗି ଆମେ ଆଗ୍ରହୀ। ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି(ସିଜେଆଇ)...

ପୁଣି ଗ୍ରାହକଙ୍କୁ ଝଟ୍‌କା ଦେଲା ଏସ୍‌ବିଆଇ, ଋଣ ହେଲା ମହଙ୍ଗା…

ନୂଆଦିଲ୍ଲୀ,୧୪।୧: ଗ୍ରାହକଙ୍କୁ ଝଟ୍‌କା ଦେଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)। ବ୍ୟାଙ୍କ ଏହାର ଋଣ ହାର ଅର୍ଥାତ ଏମ୍‌ସିଏଲ୍‌ଆର୍‌କୁ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ହାର ଏକ ବର୍ଷର ଅବଧି ବିଶିଷ୍ଟ ଋଣ ପାଇଁ ବୃଦ୍ଧି କରାଯାଇଛି।...

ଭାରତୀୟ ସେନା ପୃଥିବୀର ସର୍ବଶ୍ରେଷ୍ଠ ସଶସ୍ତ୍ର ବାହିନୀ ମଧ୍ୟରୁ ଅନ୍ୟତମ: ସେନାମୁଖ୍ୟ…

ନୂଆଦିଲ୍ଲୀ,୧୪।୧ : ଜାନୁୟାରୀ ୧୫ରେ ସେନା ଦିବସ ପାଳନ ପୂର୍ବରୁ ଭାରତୀୟ ସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କହିଛନ୍ତି ଭାରତୀୟ ସେନା ପୃଥିବୀର ସର୍ବଶ୍ରେଷ୍ଠ ସେନା ମଧ୍ୟରୁ ଅନ୍ୟତମ। ଦେଶରେ ସୁରକ୍ଷାରେ ଭାରତୀୟ ଯବାନମାନେ ନିଜ ଜୀବନକୁ...

ପୈତୃକ ଗ୍ରାମରେ ହେଲା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର

ନର୍ମଦାପୁରମ,୧୪।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମରେ କରାଯାଇଛି। ପୁଅ ଶାନ୍ତନୁ ଏବଂ ଝିଅ ଶୁଭାସିନୀ ମିଶି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ତାଙ୍କୁ ସଲାମୀ ଦିଆଯାଇଥିଲା।...

ମୋ କାର୍ଯ୍ୟାଳୟରେ ସିବିଆଇକୁ ସ୍ବାଗତ: ସିସୋଡିଆ…

ନୂଆଦିଲ୍ଲୀ,୧୪।୧ : ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ କରିଛି। ଏହି ସମୟରେ ସେ ଦାବି କରିଛନ୍ତି ଯେ ସିବିଆଇ ପୂର୍ବରୁ କିଛି ପାଇନାହିଁ ଏବଂ ବର୍ତ୍ତମାନ ବି କିଛି ପାଇବ ନାହିଁ। ସିସୋଡିଆ...

୨୦୨୪ ନିର୍ବାଚନରେ ଭାଜପାକୁ ମିଳିବନି ସଂଖ୍ୟାଗରିଷ୍ଠତା: ଥରୁର…

ତିରୁଭାନନ୍ତପୁରମ,୧୪।୧ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦାବି କରିଛନ୍ତି ଯେ ୨୦୨୪ ରେ ୨୦୧୯ ନିର୍ବାଚନରେ ଭାଜପାର ପୁନରାବୃତ୍ତି ସମ୍ଭବ ନୁହେଁ। ତିରୁଭାନନ୍ତପୁରମ ଲୋକସଭା ଆସନର ଏମପି ଥରୁର କେରଳ ସାହିତ୍ୟ ମହୋତ୍ସବରେ ଯୋଗ ଦେଇ କହିଛନ୍ତି...

ଅପମିଶ୍ରିତ ଔଷଧ ଊତ୍ପାଦନ ନେଇ ସନ୍‌ ଫାର୍ମାକୁ ଆମେରିକାର ତାଗିଦ…

ଅହମଦାବାଦ,୧୪।୧ : ଆମେରିକାର ସ୍ବାସ୍ଥ୍ୟ ନିୟାମକ ଗୁଜରାଟ ଭିତ୍ତିକ କାରଖାନାରେ ଔଷଧ ଦ୍ରବ୍ୟର ମାଇକ୍ରୋବାୟୋଲୋଜିକାଲ ପ୍ରଦୂଷଣକୁ ରୋକିବା ପାଇଁ ପରିକଳ୍ପିତ ଉପଯୁକ୍ତ ଲିଖିତ ପ୍ରଣାଳୀ ପାଳନ କରିବାରେ ବିଫଳତା ସହିତ ଉତ୍ପାଦନ ଅଭାବ ପାଇଁ ପ୍ରମୁଖ କମ୍ପାନୀ ସନ ଫାର୍ମାକୁ...

୨୦୨୪ ଲୋକସଭା ନିର୍ବାଚନରେ ଆଞ୍ଚଳିକ ଦଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ, ମମତାଙ୍କର ରହିଛି ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା:…

ନୂଆଦିଲ୍ଲୀ,୧୪।୧ : ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଅନେକ ଆଞ୍ଚଳିକ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି ଯେ ୨୦୨୪ ମସିହାରେ ଭାଜପା ଏକପାଖିଆ ଭାବେ ଜିତିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri