ଜାତୀୟ

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୋନିଆ

ନୂଆଦିଲ୍ଲୀ,୧୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ବୁଧବାର ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ଏହି ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସଂକ୍ରମଣ ହେତୁ ସୋନିଆଙ୍କୁ ଜାନୁଆରୀ ୪ରେ...

ଭିମ ୟୁପିଆଇ-ରୁପେ କାର୍ଡ ବ୍ୟବହାର କଲେ ମିଳିବ ପ୍ରୋତ୍ସାହନ : କ୍ୟାବିନେଟ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧ : କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିମ ୟୁପିଆଇ ଏବଂ ରୁପେ କାର୍ଡର ବ୍ୟବହାର ଉପରେ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଆର୍ଥିକ ପ୍ରସଙ୍ଗ ସହ ଜଡିତ...

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୧: ମୋଦି କ୍ୟାବିନେଟ ଅଳ୍ପ ପରିମାଣର ଡିଜିଟାଲ କାରବାର ପାଇଁ ୨୬୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଅନୁମୋଦନ କରିଛି। ଭିମ୍‌ ୟୁପିଆଇରୁ କାରବାର ଉପରେ ପ୍ରୋତ୍ସାହନ ଉପଲବ୍ଧ ହେବ। ଏହା ସହିତ ତିନୋଟି ମଲ୍ଟି ଲେବଲ କୋଅପରେଟିଭ୍‌ ସୋସାଇଟି...

ସିଏପିଏଫ୍‌ଙ୍କୁ ମିଳିବ ପୁରୁଣା ପେନସନ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ)ରେ ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶ୍ରୀନିବାସ ଶର୍ମା ବନାମ ୟୁନିଅନ ଅଫ ଇଣ୍ଡିଆରେ କୋର୍ଟ କେନ୍ଦ୍ରୀୟ ପାରାମିଲିଟାରୀ ବାହିନୀକୁ ଭାରତର ସଶସ୍ତ୍ର...

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି। ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଫିଲ୍ମର ଏହି ସଫଳତା ପାଇଁ ସମଗ୍ର ଦେଶ...

କର୍ନାଟକରେ କଂଗ୍ରେସର ନିର୍ବାଚନ ଅଭିଯାନ ଆରମ୍ଭ…

ବେଙ୍ଗାଲୁରୁ,୧୧।୧ : କଂଗ୍ରେସ ପକ୍ଷରୁ ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପାର୍ଟି ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଲାଗାଭିରୁ ଦଳର “ପିପୁଲ୍ସ ଭଏସ ଯାତ୍ରା” ଲଞ୍ଚ...

ଆଶିଷଙ୍କ ଜାମିନ ଆବେଦନର ବିଚାର ୨୦ ଜାନୁୟାରୀରେ…

ନୂଆଦିଲ୍ଲୀ,୧୧।୧ : ଲଖିମପୁର ଖେରୀରେ ଚାଷୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ଜାନୁଆରୀ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଲ୍ଲାହାବାଦ...

ଭାଜପାର ‘ୟୁଜ୍‌ ଆଣ୍ଡ ଥ୍ରୋ’ ନୀତି ଦାୟୀ: ଖାର୍ଗେ

ନୂଆଦିଲ୍ଲୀ,୧୧ା୧(ପି.ଟି.): କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଭାଜପାକୁ ସମାଲୋଚନା କରିଛନ୍ତି। ଗୈରିକ ଦଳର ‘ବ୍ୟବହାର କରି ଫିଙ୍ଗିଦିଅ ଓ ଧୋକା ଦିଅ’ ନୀତି କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ସମସ୍ୟାର କାରଣ ବୋଲି...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ...

ମହିଳାଙ୍କୁ ଝୁଣି ମାରିଦେଲେ କୁକୁର

ଧରଓ୍ବାଡ୍‌(କର୍ନାଟକ),୧୧ା୧: କର୍ନାଟକର ଧରଓ୍ବାଡ୍‌ ଜିଲାରେ ମଙ୍ଗଳବାର ଜଣେ ନିରାଶ୍ରୟା ମହିଳାଙ୍କୁ କୁକୁର ଝୁଣି ମାରିଦେଇଛନ୍ତି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ସେ ମଙ୍ଗଳବାର ସକାଳେ ଉପିନା ବେଟାଗେରି ଖବରସ୍ଥାନ ଗ୍ରାମରେ ଭିକ୍ଷା ମାଗିଥିଲେ। ପରେ ସେ ଗାଁର ଏକ ଘର...

ସେନା ଗାଡି ଦୁର୍ଘଟଣାଗ୍ରସ୍ତ : ୩ ଯବାନ ମୃତ

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରର କୁପୱାଡା ଜିଲାରେ ପାଟ୍ରୋଲିଂ କରୁଥିବା ବେଳେ ବୁଧବାର ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏତିରେ ତିନି ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ମାଛଲ ସେକ୍ଟରରେ ନିୟମିତ ଅପରେଶନ ଟାକ୍ସ ସମୟରେ ଏହି ଦୁର୍ଘଟଣା ଘଟିଛି।...

ଏୟାର ଇଣ୍ଡିଆ ଖାଦ୍ୟରେ ଗୋଡ଼ି

ନୂଆଦିଲ୍ଲୀ,୧୧ା୧: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ଏୟାର ଇଣ୍ଡିଆ ବଦ୍‌ନାମ ହୋଇଥିବାବେଳେ ଏବେ ବିମାନରେ ପରିବେଷଣ କରାଯାଉଥିବା ଖାଦ୍ୟରେ ଗୋଡ଼ି ବାହାରିଥିବା ଅଭିଯୋଗ ସାମ୍‌ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟର ଦୁଇଟି ଫଟୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri