ଜାତୀୟ

କାହିଁକି ଧସୁଛି ଜୋଷୀମଠ

ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍‌ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍‌ ଟାଉନ୍‌ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ...

୪୮%ଙ୍କ ମତ ବିମାନରେ ମଦ୍ୟପାନ ସେବା ବନ୍ଦହେଉ

ନୂଆଦିଲ୍ଲୀ, ୯।୧: ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ନିୟନ୍ତ୍ରଣ ହରାଇ ପୁରୁଷ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବାର ୨ଟି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ବିମାନରେ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି...

ଜୋଷୀମଠ ଭୂସ୍ଖଳନପ୍ରବଣ

ଡେରାଡୁନ୍‌/ନୂଆଦିଲ୍ଲୀ,୯ା୧: ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଛୋଟ ସହର ଜୋଷୀମଠ ଉପରେ ବଡ଼ ବିପଦ ଦେଖାଦେଇଛି। ଚମୋଲି ଜିଲାର ଏହି ଅଞ୍ଚଳରେ ଲଗାତର ଭାବେ ଘର କାନ୍ଥ ଭାଙ୍ଗିବା ସହ ରାସ୍ତା ଧସିବାରେ ଲାଗିଥିବାରୁ ରବିବାର ଏହାକୁ ‘ଭୂସ୍ଖଳନ ପ୍ରବଣ...

ଜୋଷୀମଠ ଯିବ ଏନ୍‌ଡିଏମ୍‌ଏ ଟିମ୍‌

ନୂଆଦିଲ୍ଲୀ,୮ା୧: ଉତ୍ତରାଖଣ୍ଡ ଜୋଷୀମଠରେ ଦେଖାଦେଇଥିବା ସଙ୍କଟର ମୁକାବିଲା ପାଇଁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରଣୟନ କରି...

ଜୋଷୀମଠ ଘଟଣାକୁ ନେଇ ରିପୋର୍ଟ ଦାଖଲ କଲେ ଉତ୍ତରାଖଣ୍ଡ ସରକାରଙ୍କ କମିଟି

ଡେରାଡୁନ,୮ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ମାଟି ଧସିବା ଯୋଗୁଁ ବହୁଘରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣାର ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ସରକାର ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ । ରବିବାର ଏହି...

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି ଲୋକ ସଭା ଆସନରେ ଭାଜପା ଏକେଲା ଲଢିବ । ଏହା କହିଛନ୍ତି ଭାଜପାର...

କ୍ଷମା ମାଗନ୍ତୁ ନୀତୀଶ

ପାଟନା,୮।୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ନୀତୀଶ ମହିଳାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ କ୍ଷମା...

ଭାଜପା ମୋଦିଙ୍କୁ ଭଗବାନ ବୋଲି କହୁଛି, ଏହା ଏକଛତ୍ରବାଦୀ ଶାସନ ବ୍ୟତୀତ ଆଉ କିଛି ନୁହେଁ: ଖର୍ଗେ

ଚିତ୍ରଦୁର୍ଗ,୮ ।୧: କର୍ନାଟକର ଚିତ୍ରଦୁର୍ଗରେ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସରକାରୀ ପଦବି ଖାଲି ରଖିଥିବା ଅଭିଯୋଗ କରି ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି, ୩୦ ଲକ୍ଷ ସରକାରୀ ପଦବୀ ଖାଲି...

ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, ବାମପନ୍ଥୀମାନେ କରିଛନ୍ତି ଏପଟ ସେପଟ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ

ଗୁଆହାଟି,୮ ।୧: ‘ଦେଶରେ ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, କାରଣ ବାମପନ୍ଥୀମାନେ ସବୁବେଳେ ଆମ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରିଛନ୍ତି ।’ ଏହି ବୟାନ ଦେଇଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା । ଯେଉଁଠାରେ ଭାରତୀୟ...

୬୦୩ ଘରେ ଫାଟ ସୃଷ୍ଟି

ଡେରାଡୁନ,୮।୧: ଉତ୍ତରାଖଣ୍ଡର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲୋକେ ଶୀତ...

୧୫ ଜାନୁୟାରୀ ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ସ୍କୁଲ ବନ୍ଦ, ପ୍ରାଇଭେଟ ସ୍କୁଲକୁ କେଜରିୱାଲ ସରକାରଙ୍କ ଆଡଭାଇଜରୀ

ନୂଆଦିଲ୍ଲୀ,୮ ।୧: ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାଇଭେଟ ବା ଘରୋଇ ସ୍କୁଲ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଆଡଭାଇଜରୀରେ ଥଣ୍ଡାକୁ ଦେଖି ସ୍କୁଲ ଗୁଡିକୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି । ରାଜଧାନୀ...

‘ଭାଜପା ଗଙ୍ଗା ଭଳି, ପାପରୁ ମୁକ୍ତି ପାଇଁ ଏଥିରେ ବୁଡ ପକାନ୍ତୁ’: ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବିରୋଧିଙ୍କୁ ଅଫର

କାକରାବାନ,୮ ।୧: ବାମପନ୍ଥୀ ନେତାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବା ପାଇଁ ଅପିଲ କରି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ରବିବାର ଭାଜପାକୁ ଗଙ୍ଗା ନଦୀ ସହ ତୁଳନା କରିଛନ୍ତି । ମାଣିକ ଶାହା ବିରୋଧି ଦଳ ନେତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri