ଜାତୀୟ

ରାମ ମନ୍ଦିର ନିର୍ମାଣ ସମୟ ସହିତ ନିଯୁକ୍ତି ସମୟର ସୀମା ଧାର୍ଯ୍ୟ କରନ୍ତୁ ଶାହା: ପ୍ରିୟାଙ୍କ ଖାର୍ଗେ…

ବେଙ୍ଗାଲୁରୁ,୮।୧ : ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା ପରେ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ...

ନାଗା ଶାନ୍ତି ବୁଝାମଣା ସମାଧାନ ବିଧାନସଭା ନିର୍ବାଚନ ପୂର୍ବରୁ ହେଉ: ଜେଡିୟୁ ଏମ୍‌ପିଙ୍କ ଦାବି…

କୋହିମା,୮।୧ : ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଜ୍ୟ ସଭା ଏମ୍‌ପି ଅନିଲ ପ୍ରସାଦ ହେଗଡେ ନାଗା ଶାନ୍ତି ବୁଝାମଣା ସମଧାନ ପରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଦଶନ୍ଧି ପୁରୁଣା...

ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗ: ପିଏମଓରେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ। ଏହି ବୈଠକରେ କ୍ୟାବିନେଟ ସଚିବ,...

କେଶରୀ ନାଥ ତ୍ରିପାଠୀଙ୍କ ରାଜନୈତିକ ଜୀବନର କେତେକ ରୋଚକ କାହାଣୀ…

ପ୍ରୟାଗରାଜ,୮।୧ : ଭାଜପାର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କର ରବିବାର ଦେହାନ୍ତ ହୋଇଛି। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀ ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ପ୍ରୟାଗରାଜସ୍ଥିତ ଏକ ଘରୋଇ...

ମାସେ ପରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ…

ଶିମଲା,୮।୧ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କ୍ୟାବିନେଟ ରବିବାର ସମ୍ପ୍ରସାରିତ ହୋଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ୭ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ, ସୋଲାନର ସର୍ବ...

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ...

ବାଘ ସଂରକ୍ଷଣ ପାଇଁ ସୃଷ୍ଟି ହେବ ଅଧିକ ଟାଇଗର କରିଡୋର…

ନୂଆଦିଲ୍ଲୀ,୮।୧ : ଦେଶରେ ବାଘଙ୍କର ସଂରକ୍ଷଣ ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟମାନଙ୍କ ସହିତ ଅଧିକ ଟାଇଗର କରିଡର ସୃଷ୍ଟି କରିବେ। ଗତ...

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିବେ। ଏହି ଦଳ ନାଗାଲାଣ୍ଡ ଏବଂ ମେଘାଳୟ...

ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ସଫଳତା: ୨ ଆତଙ୍କବାଦୀ ନିହତ

ବାଲାକୋଟ,୮।୧: ଜମ୍ମୁ-କଶ୍ମୀରର ମେହେନ୍ଦରର ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ନିହତ ଆତଙ୍କବାଦୀମାନେ ଧନଗରୀ ଗ୍ରାମରେ ଘଟିଥିବା ଦୁଇଟି...

ୟୁପି ବିଧାନସଭା ପୂର୍ବତନ ବାଚସ୍ପତିଙ୍କ ପରଲୋକ

ପ୍ରୟାଗରାଜ,୮।୧: ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ବେଳେ ଘରେ ତାଙ୍କର ଚିକିତ୍ସା କରାଯାଉଥିଲା। ସେଠାରେ ରବିବାର ସକାଳ...

ବଜେଟ ପ୍ରସ୍ତୁତିରେ ନବରତ୍ନ…

ନୂଆଦିଲ୍ଲୀ,୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୩ ରେ ଶେଷ ପୂର୍ଣ୍ଣ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଘରୋଇ ସ୍ତରରେ ଅନେକ ଖୁସି ଖବର ଏହି ବଜେଟ ନେଇ ଆସିବ...

ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷରେ ରେକର୍ଡ ନୈରାଶ୍ୟ ଜନକ ରହିଛି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷର ରେକର୍ଡ ନୈରାଶ୍ୟ ଜନକ ରହିଛି। ଏହି ସମୟ ମଧ୍ୟରେ ଶୀର୍ଷ କୋର୍ଟ ଅନୁଚ୍ଛେଦ ୩୭୦ ଏବଂ ଇଲୋକ୍ଟ୍ରାଲ ବଣ୍ଡ ପ୍ରସଙ୍ଗରେ କେତେକ ମାମଲାର ବିଚାର କରିବାକୁ ମନା କରିଥିଲେ। ୨୦୧୪ଠାରୁ ଏଭଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri