ଜାତୀୟ

ବଜେଟ ପ୍ରସ୍ତୁତିରେ ନବରତ୍ନ…

ନୂଆଦିଲ୍ଲୀ,୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୩ ରେ ଶେଷ ପୂର୍ଣ୍ଣ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଘରୋଇ ସ୍ତରରେ ଅନେକ ଖୁସି ଖବର ଏହି ବଜେଟ ନେଇ ଆସିବ...

ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷରେ ରେକର୍ଡ ନୈରାଶ୍ୟ ଜନକ ରହିଛି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷର ରେକର୍ଡ ନୈରାଶ୍ୟ ଜନକ ରହିଛି। ଏହି ସମୟ ମଧ୍ୟରେ ଶୀର୍ଷ କୋର୍ଟ ଅନୁଚ୍ଛେଦ ୩୭୦ ଏବଂ ଇଲୋକ୍ଟ୍ରାଲ ବଣ୍ଡ ପ୍ରସଙ୍ଗରେ କେତେକ ମାମଲାର ବିଚାର କରିବାକୁ ମନା କରିଥିଲେ। ୨୦୧୪ଠାରୁ ଏଭଳି...

କେଜ୍‌ରିଓ୍ବାଲ-ସାକ୍ସେନା ଚିଠିରେ ଚିଠିରେ ମୁହାଁମୁହିଁ

ନୂଆଦିଲ୍ଲୀ,୭ା୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି)ର ମେୟର ନିର୍ବାଚନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଲ୍‌ଜି ଭି.କେ ସାକ୍ସେନାଙ୍କ ମଧ୍ୟରେ ଏକ ଲେଟର ଓ୍ବାର ବା ଚିଠିରେ ଚିଠିରେ ମୁହାଁମୁହିଁ ହୋଇଛନ୍ତି। କେଜ୍‌ରିଓ୍ବାଲ ଶନିବାର ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର...

‘ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ, କେବଳ ଦୁଃଖ’

ମୁମ୍ବାଇ,୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ ବରଂ ଏହି ପଦବୀରେ ରହିବାରେ ବହୁତ ଦୁଃଖ ଅଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ରାଜଭବନରେ...

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଶିନ୍ଦେ ସରକାର: ସଞ୍ଜୟ ରାଉତଙ୍କ କଟାକ୍ଷ…

ମୁମ୍ବାଇ,୭।୧ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରକୁ ଶିସେନା ଉଦ୍ଧବ ଠାକରେ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଶିନ୍ଦେ ସରକାର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ସରକାର...

ସ୍କୁଲ ଛାତ୍ରୀଛାତ୍ରମାନଙ୍କଠାରୁ ମୋବାଇଲ ତଲାସୀ କରିବା ଦ୍ୱାରା ସ୍ବାଭିମାନକୁ ଲାଗୁଛି ଆଘାତ: ଶିଶୁ ଅଧିକାର ପ୍ୟାନେଲ…

ଥିରୁଭାନନ୍ତପୁରମ,୭।୧ : ଅଧିକାଂଶ ବିଦ୍ୟାଳୟ ପ୍ରଶାସନର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ସ୍କୁଲ କ୍ୟାମ୍ପସରେ ମୋବାଇଲ ଆଣିବା କଡା ନିଷେଧ। କିନ୍ତୁ ଛାତ୍ରୀଛାତ୍ରମାନେ ନିର୍ଦ୍ଦେଶକୁ ନ ମାନି ବିଦ୍ୟାଳୟକୁ ମୋବାଇଲ ଆଣିଥାନ୍ତି। ଏଥିପାଇଁ ବିଦ୍ୟାଳୟ ପ୍ରଶାସନ କାହା ପାଖରେ ମୋବାଇଲ...

ବିଏସଏଫ ଟିମ୍‌ ଉପରେ ଚୋରା ଚାଲାଣକାରୀଙ୍କ ଆକ୍ରମଣ: ୪ ଯବାନ ଆହତ…

ମାମାଭଗିନା ,୭।୧ : ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣକାରୀଙ୍କ ଦ୍ୱାରା ବିଏସଏଫ ଯବାନଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳା ପ୍ରହରୀଙ୍କ ସମେତ ଚାରି ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ଲାଗି...

ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନୀତ ହେବେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନିତ କରାଯିବ। ଦେଶବ୍ୟାପୀ ତଥା ବିଶ୍ୱସ୍ତରରେ ଆଇନ ବୃତ୍ତିରେ ଆଜୀବନ ସେବା ପାଇଁ ତାଙ୍କୁ ହାର୍ଭାର୍ଡ ଆଇନ ବିଦ୍ୟାଳୟ କେନ୍ଦ୍ର ଦ୍ୱାରା ଏହି ସମ୍ମାନ ପ୍ରଦାନ...

ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ନେଇ ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟୀକରଣ…

ନୂଆଦିଲ୍ଲୀ,୭।୧ : ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତିଙ୍କ ପଦବୀ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋଟିଏ କୋର୍ଟରୁ ଅନ୍ୟ କୋର୍ଟକୁ ଯାଉଥିବା ଜଣେ ବିଚାରପତି ବାର କିମ୍ବା ସର୍ଭିସ ବିଚାରପତିଙ୍କ ଲେବଲ ନେଇ...

ପିଏଏଫଏଫ ଆତଙ୍କବାଦୀ ସଂଗଠନ ଘୋଷିତ…

ନୂଆଦିଲ୍ଲୀ,୭।୧ : କେନ୍ଦ୍ର ସରକାର ଜୈଶ-ଇ-ମହମ୍ମଦ ସହ ଜଡିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ଏବଂ ଏହାର ସମସ୍ତ ଅନୁବନ୍ଧିତ ଗୋଷ୍ଠୀକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ୧୯୬୭ ଅନୁଯାୟୀ ସ୍ବରାଷ୍ଟ୍ର...

କୂଅରେ ପଡ଼ି ସିଂହୀ-ସିଂହ ମୃତ…

ଅହମଦାବାଦ,୭।୧ : ଗୁଜରାଟର ଆମରେଲି ଜିଲାର ଗିର ଜଙ୍ଗଲ ବିଭାଗରେ ଏକ କୂଅରେ ଖସି ପଡ଼ିବା ପରେ ସିଂହୀ-ସିଂହଙ୍କର ମୃତ୍ୟୁ ହୋଇଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପାଣିରେ ବୁଡିଯିବା କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଛି। ଉପ ବନ...

ଭାରତ-ଜାପାନ ବାୟୁସେନା ସମରାଭ୍ୟାସ: ରବିବାର ବାୟୁସେନାର ଯାତ୍ରା…

ନୂଆଦିଲ୍ଲୀ,୭।୧ : ଭାରତୀୟ ବାୟୁସେନାର ଏକ ଦଳ ରବିବାର ୧୨ ରୁ ୨୬ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଜାପାନର ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ ସହିତ ପ୍ରଥମ ବାୟୁସେନା ସମରାଭ୍ୟାସ ବୀର ଗାର୍ଡିଆନ ୨୦୨୩ ପାଇଁ ଜାପାନର ହୟାକୁରି ଏୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri