ଜାତୀୟ

ପୁଣି କଂଗ୍ରେସକୁ ଫେରିଲେ ଜମ୍ମୁ-କଶ୍ମୀରର ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଜମ୍ମୁ-କଶ୍ମୀରର ଅନେକ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ପରେ ଅନେକ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ ଶୁକ୍ରବାର...

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପା-ଏଏପି କାଉନସିଲର ମୁହାଁମୁହିଁ

ନୂଆଦିଲ୍ଲୀ,୬।୧: ଶୁକ୍ରବାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ଭାଜପା ଏବଂ ଏଏପି କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ଭଳି ପରିସ୍ଥିତି ଦେଖାଦେଇଥିଲା। ଏପରିକି ସିଭିକ...

ଦିଲ୍ଲୀରେ ଖସୁଛି ପାରଦ

ନୂଆଦିଲ୍ଲୀ,୬।୧: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଥଣ୍ଡା ଜାରି ରହିଛି। ଏଥିସହିତ ସହିତ ଘନ କୁହୁଡି ପଡୁଛି, ଏହି କାରଣରୁ ଟ୍ରାଫିକ୍‌ ମଧ୍ୟ ପ୍ରଭାବିତ ହେଉଛି। ଦିଲ୍ଲୀର ଆୟା ନଗରରେ ସର୍ବନିମ୍ନ ତାପମାତ୍ରା ୧.୮ ଡିଗ୍ରୀ...

ଆଜି ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୬।୧(ପି.ଟି.): ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ମେୟର ନିର୍ବାଚନ ଶୁକ୍ରବାର ହେବାକୁ ଥିବାବେଳେ ଏହା ଦିନକ ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଅଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ବିବାଦ ତୀବ୍ର ହୋଇଛି। ଉପରାଜ୍ୟପାଳ...

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି ଉଦ୍ୟମ ଜୈନ ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେଇଥିବା ବିରୋଧୀ ଦଳ କହିଛି। ଜୈନ...

ମନ୍ଦିର ସହ ଧକ୍କା ହେଲା ବିମାନ,ପାଇଲଟ ମୃତ

ଭୋପାଳ,୬।୧: ମଧ୍ୟପ୍ରଦେଶର ରେୱା ଜିଲାରେ ଗୁରୁବାର ଏକ ବିମାନ ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କ୍ୟାପଟେନ ବିଶାଲ ଯାଦବ (୩୦)...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟାହ୍ନ ଭୋଜନରେ ଚିକେନ-ଫଳ ପରସିବାକୁ ନେଇ ରାଜନୀତି ସରଗରମ

କୋଲକାତା,୬ ।୧: ପଶ୍ଚିମବଙ୍ଗ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନରେ ଚିକେନ ଓ ମୌସୁମୀ ଫଳ ଦେବାକୁ ସ୍ଥିର କରିଛନ୍ତି । ଏଥିପାଇଁ ୩୭୧ କୋଟି...

ପାଞ୍ଚ ନୁହେଁ କାରରେ ଥିଲେ ଅଞ୍ଜଳିଙ୍କ ଚାରି ଜଣ ହତ୍ୟାକାରୀ

ନୂଆଦିଲ୍ଲୀ,୬ ।୧: ରାଜଧାନୀ ଦିଲ୍ଲୀର ସୁଲତାନପୁରୀ କାଂଞ୍ଝେୱଲା ଅଞ୍ଚଳରେ ୨୦ ବର୍ଷୀୟା ଅଞ୍ଜଳିଙ୍କ ସ୍କୁଟିକୁ ଧକ୍କା ଦେଇ ପରେ ତାଙ୍କ ଶରୀରକୁ ଘୋଡାଷି ନେବା ଘଟଣାରେ ଉକ୍ତ କାରରେ ୫ ନୁହେଁ ବରଂ ୪ ଜଣ ଥିବା ଜଣାପଡିଛି ।...

ଓଡ଼ିଶାରେ ୩ ରୁଷୀୟଙ୍କ ମୃତ୍ୟୁକୁ ଏକାଠି ଯୋଡ଼ା ନ ଯାଉ: କେନ୍ଦ୍ର

ନୂଆଦିଲ୍ଲୀ,୬ା୧: ୩ ଜଣ ରୁଷୀୟ ନାଗରିକଙ୍କର ଓଡ଼ିଶାରେ ମୃତ୍ୟୁ ଘଟିଛି। ଏ ନେଇ ଆବଶ୍ୟକ ତଦନ୍ତ ଜାରି ରହିଛି। ଏହି ମୃତ୍ୟୁକୁ ଏକାଠି ଯୋଡ଼ିବା ଆବଶ୍ୟକ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। ଦୁଇଦିନ ପୂର୍ବରୁ...

ଥରୁଛି ମାଉଣ୍ଟ ଆବୁ

ଜୟପୁର,୬ା୧: ରାଜସ୍ଥାନର ମାଉଣ୍ଟ ଆବୁ ସହ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ମାଉଣ୍ଟ ଆବୁରେ ସର୍ବନିମ୍ନ ତାପମାତ୍ରା ମାଇନସ ୬ ଡିଗ୍ରୀ ସେଲସିୟସ ରହିଛି। ଚୁରୁରେ ତାପମାତ୍ରା ୧.୫ ଥିବା ବେଳେ ଫତେପୁରରେ ୧.୮ ଏବଂ ଜୟପୁରରେ ତାପମାତ୍ରା...

ମହିଳାଙ୍କୁ ୩ କି.ମି. ଟାଣିନେଲା ଟ୍ରକ୍‌

ଲକ୍ଷ୍ନୌ,୬।୧: ଦିଲ୍ଲୀରେ ଜଣେ ଯୁବତୀଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହାର ପୁନରାବୃତ୍ତି ଘଟିଛି ଉତ୍ତରପ୍ରଦେଶରେ। ବନ୍ଦା ଜିଲାର ମାଓ୍ବାଇ ବୁଜୁର୍ଗ ଗ୍ରାମରେ ସ୍କୁଟିରେ...

ଏମ୍‌ପିରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ଆତଙ୍କ: ୭୦୦ ଘୁଷୁରିଙ୍କୁ ହତ୍ୟା

ଦାମୋହ,୬।୧: ମଧ୍ୟପ୍ରଦେଶର ଦାମୋହ ଜିଲାରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁରେ ଅନେକ ଘୁଷୁରି ଆକ୍ରାନ୍ତ ହେବା ପରେ ଗତ ୨ ଦିନ ମଧ୍ୟରେ ୭୦୦ ଘୁଷୁରିଙ୍କୁ ପ୍ରଶାସନ ପକ୍ଷରୁ ହତ୍ୟା କରାଯାଇଛି। ଜିଲାର ଅନେକ ଗ୍ରାମାଞ୍ଚଳରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ଆତଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri