ଜାତୀୟ

ମଞ୍ଚରେ ପ୍ରିୟଙ୍କାଙ୍କୁ ଗେଲ କଲେ ରାହୁଲ

ଲକ୍ଷ୍ନୌ,୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ କଂଗ୍ରେସ ଯୋଡୋ ଯାତ୍ରା ମଙ୍ଗଳବାର ଉତ୍ତରପ୍ରଦେଶ ଦେଇ ଅତିକ୍ରମ କରିଛି। ଏହାପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଇତିମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

କାଞ୍ଝାଓ୍ବାଲା ପୀଡ଼ିତାଙ୍କ ମା’ଙ୍କ ସହ କଥା ହେଲେ କେଜ୍‌ରିଓ୍ବାଲ: ୧୦ଲକ୍ଷ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୩।୧: ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରୀ କାଞ୍ଝାଓ୍ବାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ଏଥିସହ ମୃତ ଝିଅର ମା’ଙ୍କ...

ଭାଜପା ଛାଡିଲେ ଗାୟତ୍ରୀ ରଘୁରାମ, କହିଲେ ତାମିଲନାଡୁ ଭାଜପାରେ ମହିଳା ନୁହନ୍ତି ସୁରକ୍ଷିତ…

ଚେନ୍ନାଇ,୩।୧ : ତାମିଲନାଡୁର ନିଲମ୍ବିତ ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଗାୟତ୍ରୀ ରଘୁରାମ ମଙ୍ଗଳବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସେ ତାମିଲନାଡୁ ଭାଜପା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ। ଦଳରୁ ଇସ୍ତଫା ଘୋଷଣା...

ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ। ‘ପରୀକ୍ଷା ପେ ଚର୍ଚ୍ଚାର ଆଗାମୀ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମୋଦି ଅଭିଭାବକ ଏବଂ...

ପକ୍ଷୀ ସହ ଧକ୍କା ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ…

ପାଟନା,୩।୧ : ବିହାରର ପାଟନା ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଠାରେ ଗୋଏୟାରର ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ ରହି ପାରିଛନ୍ତି। ସୂଚନାନୁସାରେ,...

ସିନେମା ହଲରେ ମାଲିକଙ୍କ ଆଇନ ଚାଲିବ, ଜିମ ଭଳି ମିଳିବନି ପୁଷ୍ଟିକର ଖାଦ୍ୟ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ମାଲିକଙ୍କର ଆଇନ ସିନେମା ହଲରେ ଚାଲିବ। ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର...

ସକ୍ରିୟ ମାମଲା ୦.୦୧ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସରକାର ସତର୍କ…

ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ: ଘରୋଇକରଣ ବିରୋଧରେ ବିଦ୍ୟୁତ କମ୍ପାନୀ କର୍ମଚାରୀ,ବୁଧବାରଠାରୁ ୭୨ ଘଣ୍ଟିଆ ଧର୍ମଘଟ…

ମୁମ୍ବାଇ,୩।୧ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଘରୋଇକରଣ ବିରୋଧରେ ବୁଧବାର ଠାରୁ ୭୨ଘଣ୍ଟିଆ ଧର୍ମଘଟ ସମ୍ପର୍କରେ ରାଜ୍ୟର ତିନୋଟି ବିଦ୍ୟୁତ ଶକ୍ତି କମ୍ପାନୀର ୟୁନିଅନ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଫାରୁକ ଅବଦୁଲ୍ଲା

ଲକ୍ଷ୍ନୌ,୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର ସାମିଲ ହୋଇଛନ୍ତି। କଂଗ୍ରେସର ଭାରତ ଯୋଡୋ ମଙ୍ଗଳବାର ସକାଳେ ଦିଲ୍ଲୀରୁ ଉତ୍ତରପ୍ରଦେଶରେ ପହଞ୍ଚିଥିଲା। ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସହ ଦଳର...

କରୋନା ଭାକ୍ସିନ୍‌ର ଦ୍ୱିତୀୟ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୩।୧: ଚାଇନାରେ କରୋନା ତାଣ୍ଡବ ରଚିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକ ଜୀବନ ହାରୁଛନ୍ତି। ଭାରତରେ ମଧ୍ୟ କଂରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ...

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ ସମୀକ୍ଷା କରିବେ। ଏଥିପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏକ ଧର୍ମ ସେନ୍ସର ବୋର୍ଡ...

‘ରାହୁଲ ଚାହୁଁଛନ୍ତି ଚାଇନା ସାମ୍ନାରେ ଆତ୍ମ ସମର୍ପଣ କରୁ ଭାରତ’: ଭାଜପା ନେତା

ନୂଆଦିଲ୍ଲୀ,୩ ।୧: ଚାଇନା ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର ଏହାର ଜବାବ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଭାଜପା ପ୍ରବକ୍ତା ସୁଘାଂଶୁ ତ୍ରିବେଦୀ ରାହୁଲଙ୍କୁ ସବୁବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri