ଜାତୀୟ

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ

ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା...

ପରମାଣୁ ବେସର ଲିଷ୍ଟ ଶେୟାର କଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୧ ।୧: ନୂଆବର୍ଷ ଅବସରରେ ଏସିଆ ମହାଦେଶର ଦୁଇଟି ଚୀର ପ୍ରତିଦ୍ୱନ୍ଦି ରାଷ୍ଟ୍ର ପରସ୍ପର ମଧ୍ୟରେ ପରମାଣୁ ବେସର ଲିଷ୍ଟ ଶେୟାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତ ଅନ୍ୟଟି ହେଉଛି ପାକିସ୍ତାନ । ଏହା ପୂର୍ବରୁ...

ବଏଲର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୪ ଆହତ

ନାସିକ୍‌,୧।୧: ମହାରାଷ୍ଟ୍ରର ନାସିକ୍‌ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ଜୟପୁର,୧।୧: ରାଜସ୍ଥାନର ହନୁମାଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାର ଏବଂ ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀମାନଙ୍କ ସୂଚନା ଉପରେ...

ନୂଆ ବର୍ଷ ପାଳନ କରି ଫେରୁଥିବା ବେଳେ ନିଶାରେ ଥିବା ଯୁବକ, ୮ କିଲୋମିଟର ପର୍ଯ୍ୟନ୍ତ ଟାଣିନେଲେ ଯୁବତୀଙ୍କୁ

ନୂଆଦିଲ୍ଲୀ,୧ ।୧: ରାଜଧାନୀ ଦିଲ୍ଲୀର କଂଝାୱାଲାରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି । ୩୧ ଡିସେମ୍ବର ଓ ୧ ଜାନୁୟାରୀ ରାତିରେ ଏକ ଦୁର୍ଘଟଣାରେ ଜଣେ ଯୁବତୀ ଗାଡି ତଳେ ପ୍ରାୟ ୭-୮ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି...

ଚଳିତ ବର୍ଷ ବିଏସଏଫର ଓଟ ଚଢୁଥିବା ମହିଳା ଦଳ ପ୍ରଥମ ଥର ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିବେ

ନୂଆଦିଲ୍ଲୀ,୧ ।୧: ସୀମା ସୁରକ୍ଷା ବଳ, ବିଏସଏଫର ପ୍ରସିଦ୍ଧ ଓଟ ଆରୋହୀ ଦଳ ୧୯୭୬ ମସିହାରୁ ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରି ଆସୁଛନ୍ତି । ତେବେ ଚଳିତ ବର୍ଷ ବିଏସଏଫର ପ୍ରଥମ ମହିଳା ଦଳ ପୁରୁଷ ସହକର୍ମୀଙ୍କ...

ଦ୍ରୁତ ଗାଡି ଚାଳନା ଯୋଗୁ ହୋଇନାହିଁ ପନ୍ତଙ୍କ ଦୁର୍ଘଟଣା: ଧାମି

ଡେରାଡୁନ,୧ ।୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ସଡ଼କ ଦୁର୍ଘଟଣା ହେବା ପରଠାରୁ ଏହି ଦୁର୍ଘଟଣାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଛି । ହେଲେ ଏବେ ଏହାର ଅସଲ କାରଣ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି...

୨୦୨୨ରେ ହୋଇନି ଗଣ୍ଡା ଶିକାର…

ଗୁଆହାଟୀ,୧।୧ : ନୂତନ ବର୍ଷର ପ୍ରଥମ ଦିନରେ ଆସାମରେ ଗଣ୍ଡା ଶିକାର ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ ମସିହାରେ ସମଗ୍ର ରାଜ୍ୟରେ ଗଣ୍ଡା ଶିକାରର କୌଣସି...

ଉର୍ଫିଙ୍କୁ ଗିରଫ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧:ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଅଜବ ଫ୍ୟାଶନ ପାଇଁ ଜଣାଶୁଣା। ସେ ତାଙ୍କ ଫ୍ୟାଶନକୁ ନେଇ ଅଧିକାଂଶ ସମୟରେ ଟ୍ରୋଲର ଶିକାର ହୋଇଥାନ୍ତି। ଏକାସାଙ୍ଗରେ, ଏବେ ପୁଣି ଥରେ ଉର୍ଫିଙ୍କୁ ତାଙ୍କ ବୋଲ୍ଡ ଲୁକ ପାଇଁ ଟାର୍ଗେଟ କରାଯାଇଛି। ଭାରତୀୟ...

ଦେଶରେ ଖୋଲିବ ୧୦ ହଜାର ଜନଔଷଧି କେନ୍ଦ୍ର, ୭୪୩ ଜିଲା ହେବ ସାମିଲ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଆୟୁଷ ବିଭାଗ ଦ୍ୱାରା ୨୦୧୭ରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦେଶରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦେଶର ୭୬୬ ଟି ଜିଲା ମଧ୍ୟରୁ...

କ୍ଷମା ମାଗିଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୧: ଭାରତର ଭୁଲ ମାନଚିତ୍ର ଶେୟାର ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ତାଗିଦ କରିବା ପରେ ହ୍ବାଟ୍‌ସଆପ୍‌ ଆପ କ୍ଷମା ମାଗିଛି। ଅଜାଣତରେ ଭୁଲ ପାଇଁ କ୍ଷମା ମାଗୁଛୁ ଏବଂ ଭବିଷ୍ୟତରେ ଏହାର ଯତ୍ନ ନେବ ବୋଲି ହ୍ବାଟ୍‌ସଆପ୍‌ ଆପ କହିଛି।...

ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…

ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ କରିବାକୁ ଆୟୋଗ ମିଶନ-୯୨୯ ଉପରେ କାର୍ଯ୍ୟ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri