ଜାତୀୟ

୨୦୨୩ରେ ଦେଶର ପ୍ରତି ସହରରେ ଖୋଲିବ ପ୍ରେମର ଦୋକାନ: ରାହୁଲ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ଭାରତ ଯୋଡୋ ଯାତ୍ରା ସହ ଜଡିତ କିଛି ଫଟୋ ଏବଂ ଭିଡିଓ ଶେୟାର କରି ରାହୁଲ ଟୁଇଟ କରି କହିଛନ୍ତି...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ। ଏହା ଆଶା, ସୁଖ ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ...

ନୂଆବର୍ଷରେ ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦାମ ବଢ଼ିଲା…

ନୂଆଦିଲ୍ଲୀ,୧।୧ : ୨୦୨୩ ମସିହାରେ ନୂତନ ବର୍ଷ ପାଳନ କରୁଥିବା ଲୋକମାନେ ସକାଳୁ ମୁଦ୍ରାସ୍ଫୀତିର ଝଟକା ଲାଗିଛି। ବାସ୍ତବରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର...

ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି ନେବା ଜରୁରୀ: ସିଜେଆଇ…

ନୂଆଦିଲ୍ଲୀ,୩୧।୧୨ : ବିଚାରଧୀନ ମାମଲା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି ନେବା ଜରୁରୀ। ଦେଶରେ କୋର୍ଟ ପ୍ରାୟ ୧୪ ଲକ୍ଷ ମାମଲାର ବିଭିନ୍ନ ତଥ୍ୟ...

ଭାଇ ରାହୁଲଙ୍କ ସହିତ ପାଦ ମିଳାଇ ଚାଲିବେ କି ବରୁଣ: ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୩୧।୧୨ : ମୁଁ କଂଗ୍ରେସ କିମ୍ବା ପଣ୍ଡିତ ନେହେରୁଙ୍କ ବିପକ୍ଷରେ ନୁହେଁ। ଆମ ଦେଶର ରାଜନୀତି ଦେଶକୁ ଏକଜୁଟ କରିବା ଏବଂ ଗୃହଯୁଦ୍ଧ ସୃଷ୍ଟି କରିବା ଉଚିତ ନୁହେଁ। ଆଜି ଯେଉଁମାନେ କେବଳ ଧର୍ମ ଏବଂ ଜାତି ନାମରେ ଭୋଟ...

ବର୍ଷକରେ ୧୭୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୩୧।୧୨ : ଜମ୍ମୁ-କଶ୍ମୀରରେ ୨୦୨୨ ବର୍ଷରେ ୯୦ରୁ ଅଧିକ ସର୍ଚ୍ଚ ଅପରେଶନରେ ୧୭୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେଥିମଧ୍ୟରେ ୪୨ ବିଦେଶୀ ଆତଙ୍କବାଦୀ ରହିଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶନିବାର ଏହି ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀଙ୍କ ସଂଖ୍ୟା କମିବା...

ଜମ୍ମୁ-କଶ୍ମୀର ଜନସାଧାରଣ ମୌଳିକ ଅଧିକାରରୁ ହେଉଛନ୍ତି ବଞ୍ଚିତ: ସିଜେଆଇଙ୍କୁ ମେହବୁବାଙ୍କ ଚିଠି…

ଶ୍ରୀନଗର,୩୧।୧୨ : ଜମ୍ମୁ-କଶ୍ମୀରରେ ଜନସାଧାରଣଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହେଉଛି। ନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି।ଏନେଇ ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଦେଶରେ ଏବେ ସାମ୍ବିଧାନିକ ବ୍ୟବସ୍ଥାରେ...

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କୁ ସମର୍ଥନ କଲେ ନୀତିଶ…

ପାଟନା,୩୧।୧୨ : ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ବିବହାର ମୁଖ୍ୟନ୍ତ୍ରୀ ନୀତିଶ କୁମାର ସମର୍ଥନ କରିଛନ୍ତି। ଏଭଳି କହି ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ସ୍ପଷ୍ଟ କରିଛନ୍ତି। ଶନିବାର ସେ କହିଛନ୍ତି...

ନୂଆବର୍ଷ ପୂର୍ବରୁ ଦୁର୍ଘଟଣା, ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ିଲା, ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା…

ମୋହାଲି,୩୧।୧୨ : ନୂଆବର୍ଷ ପୂର୍ବରୁ ପଞ୍ଜାବର ମୋହାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହାଯୋଗୁ ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା ପ୍ରକାଶ ପାଇଛି। ଖରଡ଼ର ସେକ୍ଟର...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧।୧୨ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି । ରାଷ୍ଟ୍ରପତି...

ମୁଁ ଲେଖିକି ଦେଉଛି, ମଧ୍ୟପ୍ରଦେଶରେ ଭାଜପାକୁ କେଉଁଠି ଦେଖିବାକୁ ମିଳିବିନି: ରାହୁଲ

ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ନେତା ରହୁଲ ଗାନ୍ଧୀ ଶନିବାର ଦୃଢତାର ସହ କହିଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କଥା ଲେଖିକି ଦେଉଛି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ କଂଗ୍ରେସ ପୋଛିନେବ। ଭାଜପାକୁ କେଉଁଠି ହେଲେ ଦେଖିବାକୁ ମିଳିବନି। ଏନେଇ ମୁଁ ଗ୍ୟାରେଣ୍ଟି ଦେଉଛି।...

ଆଇନଜୀବୀଙ୍କ କୋର୍ଟରେ ହାଜର ହେବା ସହଜ ହେବ: ଜାନୁୟାରୀ ୨ରୁ ଅନଲାଇନ ମଡ୍ୟୁଲ…

ନୂଆଦିଲ୍ଲୀ,୩୧।୧୨ : ଆଇନଜୀବୀମାନଙ୍କ ପାଇଁ କୋର୍ଟରେ ହାଜର ହେବା ପ୍ରକ୍ରିୟାକୁ ସହଜ କରିବା ପାଇଁ ସୁପ୍ରିମକୋର୍ଟ ଏକ ଅନଲାଇନ ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି। ୨୦୨୩ ଜାନୁଆରୀ ୨ ରୁ ଏହି ମଡ୍ୟୁଲ କାର୍ଯ୍ୟକାରୀ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri