ଜାତୀୟ

କର୍ନାଟକରେ ଭାଜପା ଏକୁଟିଆ ନିର୍ବାଚନ ଲଢ଼ିବ: ଶାହା…

ବେଙ୍ଗାଲୁରୁ,୩୧।୧୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ଯେ କର୍ନାଟକରେ ଭାଜପା ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୨୩ ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ସମ୍ପର୍କରେ ସେ କର୍ନାଟକରେ ଅସମ୍ପୂର୍ଣ୍ଣ ସରକାର ଗଠନ ନକରିବାକୁ,...

୨୦୨୪ ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି: ହିମନ୍ତ ବିଶ୍ବ ସରମା…

ଗୁଆହାଟୀ,୩୧।୧୨ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବେ। ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଏଭଳି କହିଛନ୍ତି। ସେ କହିଛନ୍ତି ଯେ ୨୦୨୪...

‘ଇଞ୍ଚେ ଜାଗା ବି ନେଇପାରିବନି ଚାଇନା’

ନୂଆଦିଲ୍ଲୀ,୩୧ା୧୨ :ହିମବୀର ଥାଉ ଥାଉ ଚିନ୍ତା କରିବାର କିଛି ନାହିଁ। ଇଞ୍ଚେ ଜାଗା ବି ନେଇପାରିବ ନାହିଁ ଚାଇନା। ବେଙ୍ଗାଲୁରୁରେ ଶନିବାର ଆଇଟିବିପିର ଏକ ନୂଆ କାର୍ଯ୍ୟାଳୟ ଏବଂ ଆବାସିକ ଭବନକୁ ଉଦ୍‌ଘାଟନ କରିବା ସମୟରେ  କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ...

୩୬୫ ଦିନରେ ୭୩ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌, ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୨ : ଜାତୀୟ ଅନୁସନ୍ଧାନ ଏଜେନ୍ସି ’ଏନଆଇଏ’ ୨୦୨୨ ମସିହାରେ ଜିହାଦି ଆତଙ୍କବାଦକୁ ଏକ ବଡ ଝଟକା ଦେଇଛି। ଗତ କିଛି ବର୍ଷ ତୁଳନାରେ, ଚଳିତ ବର୍ଷ ଏନଆଇଏ ଆତଙ୍କବାଦ ସହ ଜଡିତ ସର୍ବାଧିକ ମାମଲା ଅନୁସନ୍ଧାନ କରିଛି। ୨୦୨୨ମସିହାରେ...

ଭାଜପା-ଆରଏସଏସ ମତେ ଟାର୍ଗେଟ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇ ଗୁରୁ ଭାବେ ସ୍ବୀକାର କରୁଛି: ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନୁଭୂତି ଗଣମାଧ୍ୟମକୁ ଜଣାଇଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ରାହୁଲ କହିଛନ୍ତି ଯେ ଏହି ଯାତ୍ରା ହିଂସା ବିରୁଦ୍ଧରେ।...

୧୪ ଦିନିଆ ନ୍ୟାୟିକ ହେପାଜତରେ ଶିଜାନ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କର କୋ-ଷ୍ଟାର ଶିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ...

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୩୧ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ଚର୍ଚ୍ଚାରେ । ଏହାକୁ ନେଇ ସେ ଲଗାତାର ଜନସଭା କରିବା ସହ ଗଣମାଧ୍ୟମକୁ ସମ୍ବୋଦନ କରୁଛନ୍ତି । ଏବେ ରାହୁଲ ଖୁବ୍ ସାଦାସିଧା...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧...

ଭାଜପା ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛପଟୁ ମିଳିଲା ମହିଳାଙ୍କ ମୃତଦେହ

ମୁମ୍ବାଇ,୩୧ା୧୨: ମହାରାଷ୍ଟ୍ରର ସତାରରେ ଥିବା ଭାଜପା ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛପଟୁ ଜଣେ ମହିଳାଙ୍କ ଅଧାପୋତା ହୋଇଥିବା ମୃତଦେହ ମିଳିଛି। ମହିଳାଙ୍କୁ କେହି ହତ୍ୟା କରି ବଙ୍ଗଳା ପଛପଟେ ପୋତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତଦେହ ପଚି ଯାଇଥିବାରୁ...

ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୯ ମୃତ, ୨୮ ଆହତ: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ,୩୧।୧୨: ଗୁଜରାଟର ନାଭସାରି ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଏବଂ ଏସ୍‌ୟୁଭି କାର ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ଏସ୍‌ୟୁଭି କାର ଡ୍ରାଇଭରଙ୍କ...

୨୦୨୪ରେ ରାହୁଲ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କମଲ ନାଥ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି। କଂଗ୍ରେସର ଦେଶବ୍ୟାପୀ ଭାରତ...

ଘରବାହୁଡ଼ା ଯୋଜନା ନାହିଁ: ଆଜାଦ

ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ପୁରୁଣା ଦଳକୁ ଫେରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କୁ ଦଳକୁ ଫେରାଇ ଆଣିବା ଲାଗି କେତେଜଣ କଂଗ୍ରେସ ନେତା ପରଦା ଆଢ଼ୁଆଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri