ଜାତୀୟ

ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୯ ମୃତ, ୨୮ ଆହତ: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ,୩୧।୧୨: ଗୁଜରାଟର ନାଭସାରି ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଏବଂ ଏସ୍‌ୟୁଭି କାର ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ଏସ୍‌ୟୁଭି କାର ଡ୍ରାଇଭରଙ୍କ...

୨୦୨୪ରେ ରାହୁଲ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କମଲ ନାଥ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି। କଂଗ୍ରେସର ଦେଶବ୍ୟାପୀ ଭାରତ...

ଘରବାହୁଡ଼ା ଯୋଜନା ନାହିଁ: ଆଜାଦ

ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ପୁରୁଣା ଦଳକୁ ଫେରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କୁ ଦଳକୁ ଫେରାଇ ଆଣିବା ଲାଗି କେତେଜଣ କଂଗ୍ରେସ ନେତା ପରଦା ଆଢ଼ୁଆଳରେ...

୧୪ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ନୂଆଦିଲ୍ଲୀ,୩୧ା୧୨: ଆସନ୍ତା ମକର ସଂକ୍ରାନ୍ତି (ଜାନୁୟାରୀ ୧୪) ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ବୋଲି ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀସ୍ତରରେ ଅଦଳବଦଳ ହୋଇପାରେ। ଏଥିସହିତ ନିର୍ବାଚନ...

‘ଆତଙ୍କବାଦକୁ ଅସ୍ତ୍ର କରି ଭାରତ ସହ କଥାବାର୍ତ୍ତା ଅସମ୍ଭବ’: ଏସ ଜୟଶଙ୍କର

ନୂଆଦିଲ୍ଲୀ,୩୧ ।୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ଉପରେ ଆକ୍ରମଣ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର କହିଛନ୍ତି ଯେ, ଭାରତକୁ ଆଲୋଚନା ଟେବୁଲକୁ...

ଦଲାଇ ଲାମାଙ୍କୁ ଭେଟିଲେ ନୀତୀଶ

ପାଟନା, ୩୧ା୧୨: ଦୁଇବର୍ଷ ପରେ ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଶୁକ୍ରବାର ବିହାରର ମହାବୋଧି ମନ୍ଦିର ଦର୍ଶନ କରିଛନ୍ତି। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସେ ସାକ୍ଷାତ୍‌ କରିଛନ୍ତି। ଅପରାହ୍ନ ପ୍ରାୟ ୧୨ଟା...

୧୧ ଜଣଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ତେଲଙ୍ଗାନାରେ ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପାଇଁ ଆତଙ୍କବାଦ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନରେ ସମ୍ପୃକ୍ତ ୧୧ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଚାର୍ଜଶିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୦ ଜଣ...

ମଞ୍ଚକୁ ଗଲେନି ମମତା

କୋଲକାତା,୩୧ା୧୨: ପଶ୍ଚିମବଙ୍ଗର ହାଓଡ଼ା ଷ୍ଟେଶନରେ ଶୁକ୍ରବାର ସକାଳେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ସେଠାରୁ ନ୍ୟୁ ଜଲପାଇଗୁଡ଼ିକୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲି ଶୁଭାରମ୍ଭ କରିଛନ୍ତି। ରେଳଷ୍ଟେଶନଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେତେଜଣ...

ଆମେରିକା ଫେରନ୍ତା ମହିଳାଙ୍କୁ କରୋନା

ଜବଲପୁର,୩୧ା୧୨: ଆମେରିକାରୁ ମଧ୍ୟପ୍ରଦେଶର ଜବଲପୁରକୁ ଫେରିଥିବା ଜଣେ ୩୮ ବର୍ଷୀୟ ମହିଳା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୩ ତାରିଖରେ ମହିଳା ଜଣକ ତାଙ୍କ ସ୍ବାମୀ ଓ ଝିଅଙ୍କ ନୂଆଦିଲ୍ଲୀ ଓ ଆଗ୍ରା ଦେଇ ଜବଲପୁରରେ ପହଞ୍ଚତ୍ଥିଲେ। ତାଙ୍କୁ...

ତୁଷାରପାତ: ଅଟଳ ଟନେଲରେ ଅଟକିଲେ ୨ ହଜାର ପର୍ଯ୍ୟଟକ

ମାନାଲି, ୩୧ା୧୨: ପ୍ରବଳ ତୁଷାରପାତ ଯୋଗୁ ହିମାଚଳପ୍ରଦେଶର ରେହତଙ୍ଗ ପାସ୍‌ରେ ଥିବା ଅଟଳ ଟନେଲରେ ପ୍ରାୟ ୫୦୦ ଗାଡ଼ିରେ ୨,୦୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଦୀର୍ଘ ସମୟ ଅଟକି ରହିଥିଲେ। ଦୀର୍ଘ ୮ ଘଣ୍ଟାର ଉଦ୍ୟମ ପରେ ଗୁରୁବାର ବିଳମ୍ବିତ ରାତିରେ...

ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧ା୧୨: ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ମାର୍ଚ୍ଚ ମାସରେ ଉଦ୍‌ଘାଟନ ହେବାକୁ ଥିବାବେଳେ ଆଗାମୀ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସେଠାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ବିଲ୍ଡିଂ କାର୍ଯ୍ୟ ପୂରା ଦମ୍‌ରେ ଚାଲିଛି ଏବଂ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା...

ରାଜଧାନୀରେ ଜିମ ମାଲିକଙ୍କୁ ଅଫିସରେ ପଶି ହତ୍ୟା

ନୂଆଦିଲ୍ଲୀ,୩୧ ।୧୨: ରାଜଧାନୀ ଦିଲ୍ଲୀରେ ଜଣେ ଜିମ ମାଲିକଙ୍କୁ ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଇଷ୍ଟ ଦିଲ୍ଲୀରେ ଥିବା ଏନର୍ଜିି ଜିମର ମାଲିକ ମହେନ୍ଦ୍ର ଅଗ୍ରୱାଲଙ୍କୁ ତାଙ୍କ ଅଫିସରେ ପଶି ୩ ଜଣ ଦୁର୍ବୁତ୍ତ ଶୁକ୍ରବାର ଗୁଳିକରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri