ଜାତୀୟ

ବିଦେଶରୁ ଆସୁଥିବା ୧୨ ବର୍ଷରୁ କମ ବୟସର ପିଲାଙ୍କର ବିମାନ ବନ୍ଦରରେ କରୋନା ଟେଷ୍ଟ ଅନିର୍ବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ,୩୧ ।୧୨: ଚାଇନାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶ ସଜାଗ ହୋଇଯାଇଛନ୍ତି । ଆମ ଦେଶରେ ମଧ୍ୟ କରୋନାକୁ ନେଇ ଗାଇଡଲାଇନ ଜାରି କରାଗଲାଣି । କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରଣାଳୟ ପକ୍ଷରୁ...

ଆଦାନୀଙ୍କ ନିୟନ୍ତ୍ରଣକୁ ଗଲା ଏନ୍‌ଡିଟିଭି

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଏସିଆ ମହାଦେଶର ସବୁଠୁ ଧନୀ ଭାବେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ୍‌ ଶୁକ୍ରବାର ନିଉଦିଲ୍ଲୀ ଟେଲିଭିଜନ ଲିମିଟେଡ (ଏନ୍‌ଡିଟିଭି)କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି। ଏନ୍‌ଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରାୟ ଓ ରାଧିକା ରାୟଙ୍କ...

୨୦୨୪ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଚେହେରା: କମଲନାଥ

ଭୋପାଳ,୩୧ ।୧୨: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି । ଏହାସହ ଶୁକ୍ରବାର କମଲନାଥ କହିଛନ୍ତି ୨୦୨୪ ଲୋକ ସଭା...

ଅଗ୍ନିବୀର ବାୟୁର ପ୍ରଥମ ବ୍ୟାଚ ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ,୩୧ ।୧୨: ଭାରତୀୟ ବାୟୁସେନାରେ ଶୁକ୍ରବାର ଅଗ୍ନିପଥ ଯୋଜନାରେ ଅଗ୍ନିବୀର ବାୟୁଙ୍କ ପ୍ରଥମ ବ୍ୟାଚ ବଡ ଯୋଶ ଓ ଉତ୍ସାହର ସହ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଜରିଆରେ ଏହି...

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ବର୍ଷ ଭେଟି: ଏନ୍‌ଏସ୍‌ସି, ଡାକଘର ସଞ୍ଚୟ ସୁଧହାର ବଢ଼ିଲା

ନୂଆଦିଲ୍ଲୀ,୩୦ା୧୨: କେନ୍ଦ୍ର ସରକାର ଶୁକ୍ରବାର ଦେଶବାସୀଙ୍କୁ ନୂଆ ବର୍ଷର ଉପହାର ଦେଇଛନ୍ତି। ସରକାର ଜାନୁୟାରୀ ୧ରୁ ଡାକଘର ସଞ୍ଚୟ ଯୋଜନା, ଏନ୍‌ଏସ୍‌ସି ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସୁଧହାର ୧.୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ପବ୍ଲିକ୍‌...

ପନ୍ତଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ଫୋନ୍‌ ବାର୍ତ୍ତାଳାପରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ...

ଚର୍ଚ୍ଚରୁ ମିଳିଲା ଲଶ୍କର-ଇ-ତୋଏବାର ଧମକପୂର୍ଣ୍ଣ ଚିଠି: ପୋଲିସର ତଦନ୍ତ ଜାରି

ମୁମ୍ବାଇ,୩୦।୧୨: ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚକୁ ଗୁରୁବାର ଏକ ଧମକପୂର୍ଣ୍ଣ ଇମେଲ ମିଳିଛି। ଏଥିରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଆକ୍ରମଣ କରିବ ବୋଲି ଚେତାବନୀ ଦିଆଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୫୦୫ (୩) ଅନୁଯାୟୀ ପୋଲିସ...

ପୂର୍ବତନ ବିଧାୟକଙ୍କ ଉପରେ ଭାଜପାର ବଡ଼ କାର୍ଯ୍ୟାନୁଷ୍ଠାନ

ପାଟନା,୩୦।୧୨: ବିହାରରେ ଦଳର ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ରାଜୀବ ରଞ୍ଜନଙ୍କ ବିରୋଧରେ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଜପା ରାଜ୍ୟ ଅଧ୍ୟକ୍ଷ ଡା.ସଞ୍ଜୟ ଜୟସ୍ବାଲ ରାଜୀବଙ୍କୁ ପ୍ରାଥମିକ ସଦସ୍ୟତାରୁ ୬ବର୍ଷ ପାଇଁ ନିଲମ୍ବିତ କରିଛନ୍ତି।  ଦଳ ବିରୋଧୀ...

ବିହାରରେ ବଡ଼ ଦୁର୍ଘଟଣା: ବୁଡ଼ିଗଲା ୧୫ଜଣଙ୍କୁ ନେଇଯାଉଥିବା ଡଙ୍ଗା

ପାଟନା,୩୦।୧୨: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପାଟନାର ମନେର ମହାବୀର ଟୋଲା ଗଙ୍ଗା ନଦୀ ଘାଟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଏଥିରେ ମୋଟ ୧୫ଜଣ ଯାତ୍ରୀ ଥିବା...

ହୀରାବେନ ମୋଦିଙ୍କୁ ମିଳୁ ରାଷ୍ଟ୍ରମାତା ସମ୍ମାନ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ନିଧନ ପରେ ସାରାଦେଶରୁ ଶୋକର ବାର୍ତ୍ତା ଛୁଟୁଛି। ଇତିମଧ୍ୟରେ ଅଖିଳ ଭାରତ ହିନ୍ଦୁ ମହାସଭା ଏବଂ ସନ୍ଥ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ରାଷ୍ଟ୍ରମାତା...

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ଶୁକ୍ରବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ହରିଦ୍ୱାରା ଜିଲାର ମଙ୍ଗଲୋରରେ ଘଟିଛି। ଶୁକ୍ରବାର ସକାଳେ ଦିଲ୍ଲୀ-ଡେରାଡୁନ ରାଜମାର୍ଗରେ ଥିବା ଏକ ଡିଭାଇଡରରେ ତାଙ୍କ କାର୍‌ ପିଟି ହୋଇ...

ଇସ୍ତଫା ଦେଲେ ଭାଜପାର ଏହି ବଡ଼ ନେତା

ପାଟନା,୩୦।୧୨: ବିହାରରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ରାଜୀବ ବିହାର ଭାଜପାର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲଙ୍କୁ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri