ଜାତୀୟ

କ୍ରୀଡ଼ା ମନ୍ତ୍ରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା କୋଚ

ଚଣ୍ଡିଗଡ,୩୦।୧୨: ହରିୟାଣାର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂ ବିବାଦକୁ ଆସିଛନ୍ତି। ତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ମହିଳା କୋଚ। କ୍ରୀଡ଼ା ମନ୍ତ୍ରୀ ତାଙ୍କୁ ତାଙ୍କ ବାସଭବନକୁ ଡାକି ଅସଦାଚରଣ କରିଥିବା ସେ...

ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’

ଅହମ୍ମଦାବାଦ,୩୦।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏବେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଅସୁସ୍ଥତା ହେତୁ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ...

ଯାତ୍ରୀଙ୍କ ତଥ୍ୟ ଚୋରି ଅଭିଯୋଗକୁ ଖଣ୍ଡନ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୯ା୧୨: ଭାରତୀୟ ରେଳପଥର ୩ କୋଟି ଯାତ୍ରୀଙ୍କ ତଥ୍ୟ ଚୋରି କରାଯାଇ ଡାର୍କ ଓ୍ବେବ୍‌ରେ ବିକ୍ରି ପାଇଁ ରଖାଯାଇଥିବା ହକରମାନଙ୍କ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି। ତେବେ ଡାଟା ଚୋରି ଅଭିଯୋଗକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଇଣ୍ଡିଆନ ରେଲଓ୍ବେ...

‘ପଠାନ୍‌’ରେ ପରିବର୍ତ୍ତନ କରିବାକୁ ସେନ୍‌ସର ବୋର୍ଡର ନିର୍ଦ୍ଦେଶ

ମୁମ୍ବାଇ,୨୯ା୧୨: ଡିସେମ୍ବର ୧୨ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ଶାହରୁଖ୍‌ ଖାନ୍‌ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ପଠାନ୍‌’ର ବେସରମ୍‌ ରଙ୍ଗ୍‌ ଗୀତକୁ ନେଇ ବିବାଦ ଜୋର୍‌ ଧରିଛି। ଏଥିରେ କେତେକ ପରିବର୍ତ୍ତନ ଆଣିବାକୁ ସେନ୍‌ସର ବୋର୍ଡ ପକ୍ଷରୁ ପ୍ରଯୋଜକ...

ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଲା ୫ ବର୍ଷର ଛାତ୍ରୀଙ୍କ ହାତ

ଭୋପାଳ,୨୯ା୧୨: ବନାନ ଭୁଲ୍‌ ପାଇଁ ଏକ ଘରୋଇ ଟ୍ୟୁଶନ ଶିକ୍ଷକଙ୍କ ମାଡ଼ରେ ଜଣେ ୫ବର୍ଷର ଛାତ୍ରୀଙ୍କ ହାତ ଭାଙ୍ଗିଯାଇଛି। ଏନେଇ ପୋଲିସରେ ଅଭିଯୋଗ ପରେ ୨୨ ବର୍ଷୀୟ ଶିକ୍ଷକ ପ୍ରୟାଗ ବିଶ୍ୱକର୍ମାଙ୍କୁ ଗିରଫ କରାଯାଇଛି। ଶିଶୁଟି ‘ପ୍ୟାରୋଟ’ ଶବ୍ଦ ଠିକ୍‌...

ଜେଲ ଗଲେ କୋଚ୍ଚର ଦମ୍ପତି, ଭିଡିଓକନ୍‌ର ସିଇଓ

ନୂଆଦିଲ୍ଲୀ,୨୯ା୧୨: ଆଇସିଆଇସିଆଇ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପ୍‌ର ସିଇଓ ବେଣୁଗୋପାଳ ଧୂତ୍‌ଙ୍କୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବିଚାର...

ପରଲୋକରେ ମନ୍ତ୍ରୀ ସୁବ୍ରତ ଶାହା

କୋଲକାତା,୨୯ା୧୨: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସି ନେତା ସୁବ୍ରତ ଶାହାଙ୍କର ମୁର୍ସିଦାବାଦ ଜିଲାରେ ଗୁରୁବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସୁବ୍ରତଙ୍କ...

କରୋନା ବିପଦ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଫାର୍ମା କମ୍ପାନୀ ସହିତ ବୈଠକ

ନୂଆଦିଲ୍ଲୀ,୨୯।୧୨: ସାରା ଦେଶରେ ବଢ଼ୁଥିବା କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଲଗାତର ଭାବେ ପ୍ରସ୍ତୁତି ଚଳାଇଛି। ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜାନୁଆରୀରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ।...

ସିଟ୍‌ ବେଲ୍ଟ ନ ବାନ୍ଧି ଦୁର୍ଘଟଣାରେ ୧୬,୩୯୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୧୨: ୨୦୨୧ ବର୍ଷରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସିଟ୍‌ ବେଲ୍ଟ ନ ବାନ୍ଧିବା କାରଣରୁ ୧୬,୩୯୭ ଜଣଙ୍କ ଜୀବନ ଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ୮,୪୩୮ ଜଣ ଡ୍ରାଇଭର ହୋଇଥିବାବେଳେ ଅବଶିଷ୍ଟ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ: ଅଖିଳେଶ

ନୂଆଦିଲ୍ଲୀ,୨୯୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାନୁୟାରୀରେ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି। ଏଥିସହ ଦଳ ପକ୍ଷରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ଆର୍‌ଏଲଡି ମୁଖ୍ୟ ଜୟନ୍ତ...

ଚାଇନାର ଗୁପ୍ତଚର ମହିଳା ଗିରଫ

ଗୟା,୨୯।୧୨: ଭାରତରେ ଅନୁପ୍ରବେଶ କରିବାକୁ ଚାଇନା ଅନେକ ଅସଫଳ ଉଦ୍ୟମ କରିସାରିଛି। ନିଜର ମନ୍ଦ କାର୍ଯ୍ୟକଳାପରେ ବିଫଳ ହେବା ପରେ ଏବେ ଚାଇନାର ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ବର୍ତ୍ତମାନ ସୁରକ୍ଷା ଏଜେନ୍ସି ପକ୍ଷରୁ ଦାବି କରାଯାଇଛି ଯେ, ଏବେ...

ବ୍ରହ୍ମୋସ୍‌ର ନୂଆ ଅବତାରର ସଫଳ ପରୀକ୍ଷଣ

କୋଲକାତା,୨୯।୧୨: ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ସଫଳତାର ସହ ବ୍ରହ୍ମୋସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri