ଜାତୀୟ

ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ

ମୁମ୍ବାଇ,୨୯।୧୨: ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମାରୋହ ରାଜସ୍ଥାନର...

୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯।୧୨: ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧ରୁ ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ...

ଟିଡିପି କାର୍ଯ୍ୟକ୍ରମରେ ଦଳାଚକଟା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ହାଇଦ୍ରାବାଦ୍‌,୨୯।୧୨:ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କାଣ୍ଡୁକୁର ଠାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବିରୋଧୀ ଦଳର ନେତା ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ରୋଡ ଶୋ’କୁ...

ବେଆଇନ ଗୋରୁ ଚାଲାଣ ମାମଲାରେ ପ୍ରାଣୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ଗାଡ଼ି ମାଲିକ : ହାଇକୋର୍ଟ…

ମୁମ୍ବାଇ,୨୯।୧୨ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ବେଆଇନ ଗୋରୁ ଚାଲାଣ ମାମଲାରେ ବିଚାର ଶେଷ ନହେବା ପର୍ଯ୍ୟନ୍ତ ପ୍ରାଣୀଙ୍କର ପରିବହନ, ଚିକିତ୍ସା ତଥା ଯତ୍ନ ନେବା ପାଇଁ ହେଉଥିବା ଖର୍ଚ୍ଚ ଗାଡ଼ି ମାଲିକ ବହନ କରିବେ। ପ୍ରାଣୀ କ୍ରୁରତା...

ଭାବପ୍ରବଣ ଆଘାତ-ଖରାପ ଶବ୍ଦ କହିବା ମଧ୍ୟ ଘରୋଇ ହିଂସା: ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ଦେବାକୁ ସମଲିଙ୍ଗୀ ପୁରୁଷଙ୍କୁ ନିର୍ଦ୍ଦେଶ…

ମୁମ୍ବାଇ,୨୯।୧୨ : ମୁମ୍ବାଇର ସେସନ କୋଟ ର୍‌ ଜଣେ ସମଲିଙ୍ଗୀ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅନ୍ୟ ପୁରୁଷଙ୍କ ସହ ଜଡିତ ଥିବାରୁ ସମଲିଙ୍ଗୀ ସ୍ବାମୀ ସେମାନଙ୍କ ବିବାହ ସମ୍ପର୍କକୁ ପରିପୂର୍ଣ୍ଣ...

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି, ସାଇପ୍ରସ ଗସ୍ତରେ ଜୟଶଙ୍କର…

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି ଏକ ଦୃଢ଼ ବାର୍ତ୍ତା ଦେବାକୁ ଯାଉଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ସାଇପ୍ରସ ଗସ୍ତ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ରାହୁଲଙ୍କ ସୁରକ୍ଷା ନେଇ ସିଆରପିଏଫର ଜବାବ, ସେ ନିଜେ କରୁଛନ୍ତି ବ୍ୟବସ୍ଥାର ଉଲ୍ଲଂଘନ,୨୦୨୦ ଠାରୁ ୧୧୩ ଥର…

ନୂଆଦିଲ୍ଲୀ,୨୯।୧୨ : ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ପ୍ରସଙ୍ଗ ଉଠାଇଛି। ଗୋଟିଏ ଦିନ ପୂର୍ବରୁ ଦଳର ନେତା କେସି ଭେନୁଗୋପାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ଅଭାବ...

ମତଦାନ ପାଇଁ ଆଉ ପ୍ରବାସୀଙ୍କୁ ଘରକୁ ଫେରିବାକୁ ପଡ଼ିବ ନାହିଁ, ରିମୋର୍ଟ ଇଭିଏମ୍‌ର ପ୍ରୋଟୋଟାଇପ ବିକଶିତ କଲେ ଇସି…

ନୂଆଦିଲ୍ଲୀ,୨୯।୧୨ : ମତଦାନ ପ୍ରତ୍ୟେକ ବୟସ୍କଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ଅନେକ ଲୋକ ଘରୁ ଦୂରରେ ଥିବାରୁ ଭୋଟ ଦେବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଏପରି ଏକ ସମାଧାନ ବାହାର କରିଛନ୍ତି ଯେ ଘରଠାରୁ ଦୂରରେ...

ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ଅହମ୍ମଦାଦାବାଦ୍‌,୨୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାକ୍ତରୀ ଟିମ୍‌ ନିରନ୍ତର ତାଙ୍କ ଉପରେ ନଜର ରଖିଛନ୍ତି। ସବିଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି। ତାଙ୍କୁ ଶୀଘ୍ର...

ଏବେ ଅଲମାଟି ଡ୍ୟାମ ନେଇ ବିବାଦ ଘନେଇଲା, ସୁପ୍ରିମ୍‌କୋର୍ଟ ଯିବାକୁ ଫଡ଼ନାଭିସଙ୍କ ଧମକ…

ମୁମ୍ବାଇ/ବେଙ୍ଗାଲୁରୁ,୨୯।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ପରେ ବର୍ତ୍ତମାନ ଆଲମାଟି ଡ୍ୟାମ ବିବାଦର ଏକ ନୂଆପ୍ରସଙ୍ଗରେ ପରିଣତ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ବନ୍ୟା ପରିସ୍ଥିତି ଶେଷ ନହେବା ପର୍ଯ୍ୟନ୍ତ ସେ...

ଭାରତ ପାଲଟିବ ବିଶ୍ୱସ୍ତରୀୟ ଗେମିଂ ହବ…

ନୂଆଦିଲ୍ଲୀ,୨୯।୧୨ : ଭାରତକୁ ଏକ ବିଶ୍ୱ ଗେମିଂ ହବ କରିବା ପାଇଁ ସହଜ ବ୍ୟବସ୍ଥା ଉପରେ ଯୋଜନା ଜାରି ରହିଛି। ଖେଳ କାର୍ଯ୍ୟକଳାପରୁ ହୋଇଥିବା ଆୟରୁ ଖର୍ଚ୍ଚ ଏବଂ କ୍ଷତି ଅଫସେଟ କରିବା ବ୍ୟବସ୍ଥା ବନ୍ଦ କରାଯିବା ନେଇ ଚର୍ଚ୍ଚା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri