ଜାତୀୟ

ଉଦ୍ଧବଙ୍କ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି ବାଇଡେନ-ପୁଟିନ-ଚାଲର୍ସ: ସଞ୍ଜୟ ରାଉତ…

ମୁମ୍ବାଇ,୨୯।୧୨ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତଙ୍କ ଏକ ଭାଷଣ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ କିଙ୍ଗ ଚାଲର୍‌ସ ମହାରାଷ୍ଟ୍ରର ପୂର୍ବତନ...

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମୁକ୍ତ ବାଣିଜ୍ୟ, ୬ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଶୁଳ୍କ ମୁକ୍ତ…

ନୂଆଦିଲ୍ଲୀ,୨୯।୧୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମଧ୍ୟବର୍ତ୍ତୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଗୁରୁବାର ଠାରୁ କାର୍ଯ୍ୟକାରୀ ହେଉଛି। ଏହା ପରେ ଅଷ୍ଟ୍ରେଲିଆକୁ ଭାରତର ଛଅ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଉପରେ କୌଣସି ଶୁଳ୍କ ରହିବ ନାହିଁ।...

‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣାଭାବରେ କଂଗ୍ରେସ ଅନ୍ଧ ହୋଇଯାଇଛି’

ନୂଆଦିଲ୍ଲୀ,୨୯।୧୨: ଉଜବେକିସ୍ତାନରେ ସିରପ୍‌ ଯୋଗୁ ୧୮ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ବର୍ତ୍ତମାନ ଭାଜପା ନେତା ଅମିତ ମାଲବ୍ୟ ଏହାର କଡ଼ା...

ମେଡ ଇନ ଇଣ୍ଡିଆ କଫ୍‌ ଶିରପ ମାରାତ୍ମକ: ଜୟରାମ ରମେଶ

ନୂଆଦିଲ୍ଲୀ,୨୯।୧୨: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରରେ ଏକ ଭାରତୀୟ କଫ୍‌ ସିରପ୍‌ ପିଇ ୧୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି, ଏହା ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କାଶ ସିରପ ଡକ -୧ ମ୍ୟାକ୍ସ...

୨ କୋଟି କୋଭିଶିଲ୍ଡ ଟିକା ମାଗଣାରେ ଦେବ ସେରମ୍‌

ନୂଆଦିଲ୍ଲୀ, ୨୯।୧୨: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍‌ ମାଗଣାରେ ଯୋଗାଇ ଦେବା ନେଇ ବୁଧବାର କହିଛି। ଦେଶରେ କରୋନାର ସ୍ଥିତିକୁ ନଜରରେ ରଖି କମ୍ପାନୀ ପକ୍ଷରୁ ଏ...

ପ୍ରଜ୍ଞାଙ୍କ ନାଁରେ ମାମଲା

ବେଙ୍ଗାଲୁରୁ, ୨୯।୧୨: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ମଧ୍ୟପ୍ରଦେଶର ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁରେ ବୁଧବାର କର୍ନାଟକର ଶିବମୋଗା ଜିଲାରେ ମାମଲା ରୁଜୁ ହୋଇଛି। ଜିଲା କଂଗ୍ରେସ କମିଟିର ଏଚ୍‌.ଏସ୍‌. ସୁନ୍ଦରେଶଙ୍କ ଏତଲାକ୍ରମେ ଆଇପିସି ଦଫା...

ଚନ୍ଦ୍ରାବାବୁଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା, ୮ ମୃତ

ନେଲ୍ଲୋର,୨୯ା୧୨: ଆନ୍ଧ୍ର ପ୍ରଦେଶର କନ୍ଦୁକୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା ହୋଇଛି। ବହୁ ଲୋକ ଏକ ଡ୍ରେନ୍‌କୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା...

୨୦୨୩ର ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ,୨୮ା୧୨:କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଭାରତ ସରକାରଙ୍କ ଅଫିସିଆଲ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନୁରାଗ କହିଛନ୍ତି, ସରକାରୀ କ୍ୟାଲେଣ୍ଡର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ, ସବ୍‌କା...

କାର୍ଯ୍ୟକାରୀ ସିଭିସି ଭାବେ ପ୍ରବୀଣ ଶ୍ରୀବାସ୍ତବ ନିଯୁକ୍ତ

ନୂଆଦିଲ୍ଲୀ,୨୮ା୧୨: ଭିଜିଲାନ୍ସ କମିଶନର ପ୍ରବୀଣ କୁମାର ଶ୍ରୀବାସ୍ତବଙ୍କୁ ବୁଧବାର କାର୍ଯ୍ୟକାରୀ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ନିଯୁକ୍ତ କରାଯାଇଛି। ଦୁର୍ନୀତି ନିରୋଧୀ ଜଗୁଆଳି ସଂସ୍ଥାର ମୁଖ୍ୟ ସୁରେଶ ଏନ୍‌. ପଟେଲଙ୍କ କାର୍ଯ୍ୟକାଳ ଗତ ୨୪ରେ ଶେଷ ହେବା ପରେ...

୨ ଦିନ ମଧ୍ୟରେ ମୋଦିଙ୍କ ଘରେ ୨ ଅଘଟଣ

ନୂଆଦିଲ୍ଲୀ,୨୮।୧୨: ଗତ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ଦୁଇଟି ବଡ଼ ଅଘଟଣ ଘଟିଛି। ପ୍ରଥମେ ତାଙ୍କ ଭାଇ ପ୍ରହ୍ଲାଦ ମୋଦି କର୍ନାଟକର ମହୀଶୂରରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥି ସହିତ ବୁଧବାର ତାଙ୍କ...

ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ: କୃଷକ ନେତା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କୃଷକ ସଂଘ (ବି.କେ.ୟୁ) ନେତା ରାକେଶ ଟିକାଏତ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। ବଠିଣ୍ଡାରେ ଏକ ସମାବେଶରେ ରାକେଶ ଟିକାଏତ କହିଛନ୍ତି,...

ଏମିତି ସ୍ତ୍ରୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୧୨:ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ‘ପପୁ’ ଡକାଯିବାକୁ ନେଇ ସେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ‘ପପୁ’ ଡକାଯିବାକୁ ନେଇ କୌଣସି ଆପତ୍ତି ନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri