ଜାତୀୟ

ଭାରତ ଯୋଡୋ ଯାତ୍ରା କଂଗ୍ରେସକର୍ମୀଙ୍କୁ ଦେଇଛି ସଞ୍ଜିବନୀ: ଖାର୍ଗେ…

ନୂଆଦିଲ୍ଲୀ,୨୮।୧୨ : ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ବୁଧବାର ଏହାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦିଲ୍ଲୀର ଅଲ ଇଣ୍ଡିଆ କଂଗ୍ରେସର ମୁଖ୍ୟାଳୟ ଆକର୍ଷଣୀୟ ଭାବରେ ସଜାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏଆଇସିସି...

୪ ଦିନରେ ୪୧ ବିଦେଶ ଫେରନ୍ତା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥି ସହିତ ଡିସେମ୍ବର ୨୪ଠାରୁ ଗତ ୪ ଦିନ ମଧ୍ୟରେ...

ମତେ କହୁଛନ୍ତି ପପୁ, ମୋ ବୁଢ଼ୀମାଙ୍କୁ ମଧ୍ୟ କହୁଥିଲେ ଗୁଙ୍ଗି ଗୁଡ଼ିଆ: ରାହୁଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁ ଦଳର ରାଜନେତା ’ପପୁ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ନାମରେ ମୋର କୌଣସି ଅସୁବିଧା ନାହିଁ। ଏହାପୂର୍ବରୁ ମୋର ବୁଢ଼ୀମାଙ୍କ...

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଏହା ବଢ଼ି...

ୟୁଏଇ ଯାତ୍ରୀଙ୍କ ପାଇଁ କୋଭିଡ ଗାଇଡ୍‌ଲାଇନ୍‌ ଜାରି କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୮।୧୨: ଚାଇନାରେ କରୋନାର ନୂଆ ସଂକ୍ରମଣ ବଢୁଥିବା ନେଇ ଭାରତରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଧିକାଂଶ ରାଜ୍ୟରେ କରୋନା କଟକଣା ଲାଗୁ କରାଯାଇଥିବା ବେଳେ ଏବେ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଙ୍ଗଳବାର ୟୁଏଇ ଯାତ୍ରୀଙ୍କ ପାଇଁ...

ଫିଟ୍‌ ର଼୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୮ା୧୨: ସିଡ୍‌ବିର ମେଣ୍ଟରଶିପ୍‌ ଓ ଅନ୍‌ଲାଇନ ପିଏସ୍‌ବି ଲୋନ୍‌ସ ଲିମିଟେଡ୍‌ (ଓପିଏଲ୍‌) ସହଭାଗିତାରେ ଟ୍ରାନ୍ସ ୟୁନିୟନ ସିବିଲ୍‌ ପକ୍ଷରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଫିଟ୍‌ (ଏଫ୍‌ଆଇଟି) ର଼୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଜିଏସ୍‌ଟି,...

ସୁରକ୍ଷାକର୍ମୀଙ୍କୁ ସଫଳତା: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୧୨: ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ବୁଧବାର ସିଧରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ...

ସିଜେଆଇ ଥିବାବେଳେ ୪୦ ପିଅନ ରଖିଥିଲେ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ତାଙ୍କର ୭୪ ଦିନିଆ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସରକାରୀ ବାସଭବନରେ ସର୍ବାଧିକ ୪୦ ଜଣ ପିଅନ ଓ ସହାୟକ କର୍ମଚାରୀ ରଖିଥିଲେ। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ...

ଉତ୍ତର ଭାରତରେ ଶୀତ ଲହରି

ନୂଆଦିଲ୍ଲୀ/ଶ୍ରୀନଗର,୨୮ା୧୨: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ଜମ୍ମୁ-କଶ୍ମୀରରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଥିବାବେଳେ ଦିଲ୍ଲୀରେ ନୈନିତାଲଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଏଭଳି ଶୀତ ଲହରି ୩୧ ତାରିଖ ପର୍ଯ୍ୟନ୍ତ...

ଯୁବତୀଙ୍କୁ ୫୧ ଥର ସ୍କ୍ରୁ ଡ୍ରାଇଭର ଭୁସି ହତ୍ୟା

କୋର୍ବା,୨୮ା୧୨: ଛତିଶଗଡ଼ର କୋର୍ବା ଜିଲାରେ ଜଣେ ଯୁବତୀ କଥା ହେବାକୁ ମନା କରିଦେବାରୁ ତାଙ୍କୁ ଜଣେ ଯୁବକ ସ୍କ୍ରୁ ଡ୍ରାଇଭରରେ ୫୧ ଥର ଭୁସି ହତ୍ୟା କରିଛନ୍ତି। ସାଉଥଇଷ୍ଟର୍ନ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ର ପମ୍ପହାଉସ କଲୋନିରେ ଶନିବାର ଏହି ହତ୍ୟାକାଣ୍ଡ ଘଟିଛି।...

ସୋସିଆଲ ମିଡିଆ ଷ୍ଟାର୍‌ ଲୀନାଙ୍କ ଆତ୍ମହତ୍ୟା

ରାୟପୁର, ୨୮ା୧୨: ଛତିଶଗଡ଼ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ମଙ୍ଗଳବାର ରାୟଗଡ଼ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଲୀନାଙ୍କ ଘରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ୍‌ ପାଇଁ ୨୨...

ଟ୍ରେନ୍‌ ଧକ୍କାରେ ବର୍ଷକୁ ମରୁଛନ୍ତି ୧୬,୦୦୦ ପ୍ରାଣୀ

ଲକ୍ଷ୍ନୌ,୨୮ା୧୨: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧକ୍କାରେ ବାରମ୍ବାର ଜୀବଜନ୍ତୁଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଥିବାବେଳେ ବୁଧବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି। ଭାରତୀୟ ରେଳପଥ ଦ୍ୱାରା ପରିଚାଳିତ ଟ୍ରେନ୍‌ଗୁଡ଼ିକର ଧକ୍କାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri