ଜାତୀୟ

ୟୁପି ପୌର ନିର୍ବାଚନ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯୋଗୀଙ୍କ ଚ୍ୟାଲେଞ୍ଜ

ଲକ୍ଷ୍ନୌ,୨୮ା୧୨: ଉତ୍ତରପ୍ରଦେଶ ପୌର ନିର୍ବାଚନ ଲାଗି ସରକାରଙ୍କ ଚିଠା ବିଜ୍ଞପ୍ତିକୁ ମଙ୍ଗଳବାର ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଖାରଜ କରିଦେଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ନ ରଖି ନିର୍ବାଚନ କରାଇବାକୁ ଜଷ୍ଟିସ ଡି.କେ. ଉପାଧ୍ୟାୟ ଏବଂ...

ପ୍ରଧାନମନ୍ତ୍ରୀଙ୍କ ଭାଇ ଦୁର୍ଘଟଣାରେ ଆହତ

ମହୀଶୂର,୨୮ା୧୨: ଏକ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି, ତାଙ୍କ ପୁଅବୋହୂଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ସେମାନେ ଏକ କାର୍‌ରେ ଯାଉଥିବାବେଳେ ତାହା ମହୀଶୂର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କୁ...

ଏନ୍‌ଜିଟି ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୮ା୧୨: ଗୋବରୀ ନଦୀକୁ ଛଡ଼ାଯାଉଥିବା ବର୍ଜ୍ୟଜଳ ନିୟନ୍ତ୍ରଣରେ ବିଫଳତା ପାଇଁ କେନ୍ଦ୍ରାପଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ୨୪ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ। ମ୍ୟୁନିସିପାଲିଟି ପକ୍ଷରୁ ଏନ୍‌ଜିଟି ରାୟକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଏହା...

ମହିଳାଙ୍କୁ ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଏକ ଘରୋଇ ହିଂସା: ହାଇକୋର୍ଟ…

କୋଲକାତା,୨୭।୧୨ : ସ୍ବାମୀଙ୍କ ମୃତ୍ୟୁ ପରେ ଜଣେ ମହିଳାଙ୍କୁ ସ୍ତ୍ରୀଧନ କିମ୍ବା ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଏକ ଘରୋଇ ହିଂସା ବୋଲି ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ମହିଳାଙ୍କ ଅଭିଯୋଗ ଶୁଣାଣି ବେଳେ କୋର୍ଟ ଏହି...

ମଦ୍ୟପାନ କରି-ଗୁଟଖା ଖାଇ ସ୍ବାମୀଙ୍କୁ ହଇରାଣ କରିବା ଏକ କ୍ରୁରତା: ହାଇକୋର୍ଟଙ୍କ ରାୟ…

ରାୟପୁର,୨୭।୧୨ : ଏକ ଛାଡପତ୍ର ମାମଲାର ଶୁଣାଣି ବେଳେ ଛତିିଶଗଡ଼ ହାଇକୋର୍ଟ ଏହାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯଦି ସ୍ତ୍ରୀ ପାନ ମସାଲା, ଗୁଟଖା ଏବଂ ମଦ୍ୟପାନ କରି ଆମିଷ ଖାଇ ସ୍ବାମୀଙ୍କୁ ହଇରାଣ କରନ୍ତି ତେବେ ଏହା...

ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି: ବୋମ୍ମାଇ…

ବେଙ୍ଗାଲୁରୁ,୨୭।୧୨ : ପଡୋଶୀ ମହାରାଷ୍ଟ୍ରର ବିଧାନସଭାରେ ଅଣାଯାଇଥିବା ପ୍ରସ୍ତାବ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି ଏବଂ ଆମକୁ...

ଆସାମରେ କୁଆପଥର ମାଡ: ୧୩୨ ଗାଁର ୧୮ ହଜାର ଲୋକେ ପ୍ରଭାବିତ…

ଗୁଆହାଟୀ,୨୭।୧୨ : ଉପର ଆସାମର ତିନସୁକିଆ ଏବଂ ଦିବ୍ରୁଗଡ ଜିଲାର ଅନେକ ସ୍ଥାନରେ ପ୍ରବଳ କୁଆପଥର ମାଡରେ ୨୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଏକର ଫସଲର ନଷ୍ଟ ବିଷୟରେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଧିକାରୀମାନେ...

ବହି ପଢ଼, ଏହା ବ୍ୟକ୍ତିତ୍ୱର ବିକାଶ କରିବ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାମାନଙ୍କୁ ଭଲ ନାଗରିକ କରିବା ପାଇଁ ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଉପରେ ମଙ୍ଗଳବାର ଗୁରୁତ୍ୱାରୋପ କରିଛନ୍ତି। ଆତ୍ମ ବିକାଶ ପାଇଁ ପଢ଼ିିବାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ବୁଝାମଣାରେ...

୨୦୨୪ରେ ମହାମେଣ୍ଟର ନେତୃତ୍ୱ ନେବ ଏଆଇଏଡିଏମ୍‌କେ: ପଲାନିସ୍ବାମୀ…

ଚେନ୍ନାଇ,୨୭।୧୨ : ଏଆଇଏଡିଏମ୍‌କେର ମଧ୍ୟବର୍ତ୍ତୀକାଳୀନ ମହାସଚିବ ଇ.କେ ପଲାନିସ୍ବାମୀ ମଙ୍ଗଳବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିବାକୁ ନିଶ୍ଚିତ କରିବାକୁ ସେ ଦଳର କର୍ମୀ ଏବଂ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି...

ଜେଡୟୁଏଫ ଉଗ୍ରବାଦୀ ସଂଗଠନ ସହିତ ଶାନ୍ତି ବୁଝାମଣା…

ନୂଆଦିଲ୍ଲୀ/ଇମ୍ଫାଲ,୨୭।୧୨ : ଭାରତ ସରକାର ଏବଂ ମଣିପୁର ସରକାର ୧୦ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଥିବା ଜେଲିଆଙ୍ଗ୍ରୋଙ୍ଗ ୟୁନାଇଟେଡ ଫ୍ରଣ୍ଟ (ଜେଡୟୁଏଫ) ଉଗ୍ରବାହୀ ସଂଗଠନ ସହିତ ନୂଆଦିଲ୍ଲୀଠାରେ ଶାନ୍ତି ବୁଝାମଣା ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ...

ବିବାଦ ବଢ଼ିଲା: କର୍ନାଟକରୁ ୮୬୫ ଗାଁ ନେବା ପ୍ରସ୍ତାବ ମହାରାଷ୍ଟ୍ର ବିଧାନସଭାରେ ପାରିତ…

ମୁମ୍ବାଇ,୨୭।୧୨ : ମହାରାଷ୍ଟ୍ର ବିଧାନସଭାରେ କର୍ନାଟକର ବେଲଗାଭି ଜିଲାର ୮୬୫ ଗାଁକୁ ମହାରାଷ୍ଟ୍ରରେ ସାମିଲ କରିବାର ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହାକୁ ବିଧାନସଭାର ସମସ୍ତ ଦଳର ସଦସ୍ୟମାନେ ସମର୍ଥନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ...

ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…

ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ ରେଲଓ୍ବେ ଜମି, ଅଫିସ କିମ୍ବା ଷ୍ଟେଶନରେ ଏକ ଟାୱାର ସ୍ଥାପନ କରିପାରିବେ। ଏହାଦ୍ୱାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri