ଜାତୀୟ

ଦେଶରେ ଆଜି ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନି ଅଖିଳେଶ,ମାୟାବତୀ!

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି। ହେଲେ ବିଧିବଦ୍ଧ ଭାବେ ଦଳ...

ଏତିକି ଟଙ୍କାରେ ମିଳିବ ନାଜାଲ ଟିକା

ନୂଆଦିଲ୍ଲୀ,୨୭।୧୨: କରୋନାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ଭାରତ ବାୟୋଟେକର ନାଜାଲ ଭାକ୍ସିନ ଇନକୋଭାକକୁ ଅନୁମୋଦନ କରିଥିଲେ। ଖୁବ ଶୀଘ୍ର ଏହି ଟିକା ବଜାରରେ ଉପଲବ୍ଧ ହେବ। ସୂଚନା ଅନୁଯାୟୀ ନାସାଲ ଭାକ୍ସିନ ମୂଲ୍ୟ...

ହସ୍ପିଟାଲଗୁଡ଼ିକରେ ମକ୍‌ ଡ୍ରିଲ୍‌ ଆରମ୍ଭ: ସ୍ବାସ୍ଥ୍ୟମନ୍ତ୍ରୀ ନିଜେ କରୁଛନ୍ତି ସମୀକ୍ଷା

ନୂଆଦିଲ୍ଲୀ,୨୭ା୧୨:ଚାଇନା ସମେତ ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାବେଳେ ଭାରତରେ ଏହାର ମୁକାବିଲା ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା...

ଔଷଧ କମ୍ପାନୀରେ ଲାଗିଲା ନିଆଁ: ଚାଲିଗଲା ୪ ଜୀବନ

ହାଇଦ୍ରାବାଦ୍‌,୧୭।୧୨: ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରରଓ୍ବାଡା ଲୌରସ ଫାର୍ମା ଲ୍ୟାବ ଲିମିଟେଡ କମ୍ପାନୀର ଲାବୋରେଟୋରୀରେ ଏହି ଅଗ୍ନିକାଣ୍ଡ ଘଟିଛି।...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ସଲମାନ ଖୁର୍ସିଦ, କଂଗ୍ରେସ କର୍ମୀଙ୍କ ତୁଳନା ଭରତଙ୍କ ସହ

ନୂଆଦିଲ୍ଲୀ,୨୭ ।୧୨: କଂଗ୍ରେସ ନେତା ସଲମାନ ଖୁର୍ସିଦ ଏମିତି ଏକ ବୟାନ ଦେଇଛନ୍ତି ଯାହାଫଳରେ ବିବାଦ ମୁଣ୍ଡ ଟେକିଛି । କଂଗ୍ରେସ ନେତା ସଲମାନ ଖୁର୍ସିଦ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି...

ବୋଧଗୟାରେ ୧୧, ଦିଲ୍ଲୀରେ ୪ କୋଲକାତାରେ ୨ ବିଦେଶୀ ନାଗରିକ କରୋନା ପଜିଟିଭ, ଜିନୋମ ସିକ୍ୱୋନସିଂ ପାଇଁ ପଠାଗଲା ସାମ୍ପଲ

ନୂଆଦିଲ୍ଲୀ,୨୭ ।୧୨: ବିଶ୍ୱର କିଛି ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନେଇ ଭାରତରେ ବି ସତର୍କତା ଜାରି ରହିଛି । ବିଶେଷ ଭାବେ ବିଦେଶରୁ ଫେରୁଥିବା ନାଗରିକମାନଙ୍କ ଉପରେ କଡା ନଜର ରଖାଯାଇଛି...

କର୍ନାଟକରେ ମାସ୍କ ବାଧ୍ୟତାମୂଳକ

ବେଙ୍ଗାଲୁରୁ, ୨୭।୧୨: ଦେଶରେ ଗୋଟିଏ ପରେ ଗୋଟିଏ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କର୍ନାଟକ ସରକାର ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ. ସୁଧାକର କୋଭିଡ୍‌-୧୯ର ନୂଆ ଗାଇଡ୍‌ ଲାଇନ୍‌ ଜାରି...

ଶ୍ରଦ୍ଧା ହତ୍ୟାକାଣ୍ଡ ବ୍ରେକ୍‌ଅପ୍‌ର କାରଣ

ମୁମ୍ବାଇ, ୨୭।୧୨: ସିରିଏଲ୍‌ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟା ଘଟଣାକୁ କେନ୍ଦ୍ର କରି ଶିଜାନ୍‌ ଖାନ୍‌ ପ୍ରେମିକା ତୁନିଶାଙ୍କଠାରୁ ବ୍ରେକ୍‌ଅପ୍‌ କରିଥିବା ସୋମବାର ଜେରାବେଳେ...

ଶିବାନ୍‌ଙ୍କ ପାଇଁ ପୋଲିସ ପାଲଟିଲା ସାନ୍ତା

ଗାଜିଆବାଦ୍‌, ୨୭।୧୨:ମା’ବାପା ସବୁବେଳେ ପିଲାଙ୍କ ଖୁସି ପାଇଁ ତାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କେବେ କେମିତି ଅଭିଭାବକମାନେ ପିଲାଙ୍କ ଜିଦ୍‌କୁ ପୂରା ନ କଲେ କିଛି ସମୟର କନ୍ଦାକଟା ପରେ ପିଲାମାନେ ବୁଝିଯାଆନ୍ତି। କିନ୍ତୁ...

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେନି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୨୭।୧୨: ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବାକୁ ମନା କରି ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ । ପୂର୍ବରୁ ସୂଚନା ମିଳିଥିଲା ଯେ, ଜୟନ୍ତ, ମାୟାବତୀ ଏବଂ ଅଖିଳେଶ ଯାଦବଙ୍କୁ ଏହି ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ...

ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା

ଅହମ୍ମଦାବାଦ୍‌,୨୭।୧୨: ଗୁଜରାଟର ନାଡିଆଦର ଚାକଲାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯବାନ ଜଣଙ୍କ ଭାନିପୁର ଗ୍ରାମରେ ଅନଲାଇନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri