ଜାତୀୟ

ଗେମ୍‌ ଖେଳୁଥିବାବେଳେ ମା’ ମୋବାଇଲ୍‌ ଛଡାଇ ନେବାରୁ ଆତ୍ମହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୨୬।୧୨: ଆଜିକାଲି ଅନଲାଇନ ଗେମ ଖେଳିବା ଅନେକ ପିଲାଙ୍କ ଅଭ୍ୟାସରେ ପରିଣତ ହୋଇଛି। ଗେମ୍‌ ଖେଳିବାରେ ପିଲାମାନେ ଏତେ ମଜ୍ଜି ଯାନ୍ତି ଯେ,ସେମାନେ ଅନ୍ୟ କିଛି ବୁଝନ୍ତି ନାହିଁ। ଉତ୍ତରପ୍ରଦେଶର ଲକ୍ଷ୍ନୌର ହୁସେନାଞ୍ଜ ପୋଲିସ ଷ୍ଟେଶନର ଚିଟୱାପୁର ଅଞ୍ଚଳରେ ଏଭଳି...

ଅର୍ଥମନ୍ତ୍ରୀ ଏମ୍ସରେ ଭର୍ତ୍ତି…

ନୂଆଦିଲ୍ଲୀ,୨୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଇଛି ଯେ ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ ୱାର୍ଡରେ ରଖାଯାଇଛି। ୬୩ ବର୍ଷ ବୟସ୍କା ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ହସ୍ପିଟାଲ...

ଜୀବନ ସାଥୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣିବା କ୍ରୁରତା: ହାଇକୋର୍ଟ…

ଅହମଦାବାଦ,୨୬।୧୨ : ଗୁଜରାଟ ହାଇକୋର୍ଟ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଥିବା ବନାସକାଣ୍ଠାର ଜଣେ ବ୍ୟକ୍ତ ତାଙ୍କ ସ୍ତ୍ରୀଙ୍କ ନିର୍ଯାତନାରେ ଅସନ୍ତୁଷ୍ଟ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।...

ବିହାରରେ ୪ ବିଦେଶୀ ପର୍ଯ୍ୟଟକ କରୋନା ଚିହ୍ନଟ

ପାଟନା,୨୬।୧୨: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ଗୟାରେ ଏକାଠି ହୋଇଥିବା ଭକ୍ତଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଡିସେମ୍ବର ୨୩ରେ, ଗୟାକୁ ଆସିଥିବା ବିଦେଶୀ ନାଗରିକଙ୍କ କରୋନା ଟେଷ୍ଟ କରାଯାଇଥିଲା, ସେଥିମଧ୍ୟରୁ ଚାରିଜଣଙ୍କ ରିପୋର୍ଟ...

ରେଲୱେ ଭ୍ରଷ୍ଟାଚାର ମାମଲାରେ ଲାଲୁଙ୍କ ବିରୋଧରେ ସିବିଆଇ କରିବ ଯାଞ୍ଚ

ନୂଆଦିଲ୍ଲୀ,୨୬ ।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିପାରେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାର ପୁନଃ ଯାଞ୍ଚ ଆରମ୍ଭ କରି ଦେଇଛି । ଏହା ହେଉଛି ରେଲୱେ ପରିଯୋଜନାରେ ଭ୍ରଷ୍ଟାଚାର...

ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ

ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି। ଭିଡିଓକନ ଋଣ ମାମଲାରେ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା...

ସୀମା ବିବାଦର ସମାଧାନ କର, ନହେଲେ ଗାଦି ଛାଡ, ବିରୋଧୀଙ୍କ ପ୍ରଦର୍ଶନ…

ନାଗପୁର,୨୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏନେଇ ବିରୋଧୀ ଦଳର ନେତାମାନେ ସୋମବାର ନାଗପୁରରେ ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରର ବିରୋଧୀ ଦଳର ନେତାମାନେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ରାଜ୍ୟ ସରକାର ଏବଂ କର୍ନାଟକ...

ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ…

ନୂଆଦିଲ୍ଲୀ,୨୬।୧୨ : ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ତ୍ତମାନ ଦେଶରେ ରହିବା କଷ୍ଟସାଧ୍ୟ ହୋଇପଡିଛି ବୋଲି ଆରଜେଡି ନେତା ଅବଦୁଲ ବାରି ସିଦ୍ଦିକିଙ୍କ ଅଭିଯୋଗକୁ...

ଦୈନିକ ସଂକ୍ରମଣ ୧୯୬, ସ୍ଥିତି ଉପରେ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଏହା କମି...

କେନ୍ଦ୍ର ସରକାରଙ୍କ ପାଇଁ ସତର୍କ ଘଣ୍ଟି, ହସ୍ପିଟାଲରେ ଶ୍ୱାସ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି…

ନୂଆଦିଲ୍ଲୀ,୨୬।୧୨ : ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଦେଶରେ ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁନର୍ବାର ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ...

ପ୍ରଳୟ କ୍ଷେପଣାସ୍ତ୍ର କିଣିବାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୬।୧୨ : ଚାଇନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଅନୁମୋଦନ କରୁଛି। ଏହା ୧୫୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ସକ୍ଷମ...

ଶାସକ ମେଣ୍ଟରେ ସଙ୍କଟ ଆଶଙ୍କା, ସୀମା ବିବାଦ ନେଇ ଶିନ୍ଦେ-ଫଡନାଭିସଙ୍କ ମଧ୍ୟରେ ବଢ଼ିଲା ଦୂରତା…

ମୁମ୍ବାଇ,୨୬।୧୨ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାରରେ ବିଭାଜନ ହେବାର ଖବର ଆସିବା ଆରମ୍ଭ କରିଛି। ସର୍ବଶେଷ ମାମଲା କର୍ନାଟକରେ ପଡୁଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri