ଜାତୀୟ

ଶାସକ ମେଣ୍ଟରେ ସଙ୍କଟ ଆଶଙ୍କା, ସୀମା ବିବାଦ ନେଇ ଶିନ୍ଦେ-ଫଡନାଭିସଙ୍କ ମଧ୍ୟରେ ବଢ଼ିଲା ଦୂରତା…

ମୁମ୍ବାଇ,୨୬।୧୨ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାରରେ ବିଭାଜନ ହେବାର ଖବର ଆସିବା ଆରମ୍ଭ କରିଛି। ସର୍ବଶେଷ ମାମଲା କର୍ନାଟକରେ ପଡୁଥିବା...

ଗୁଜରାଟ ବିଜୟ ୨୦୨୪ ନିର୍ବାଚନ ଉପରେ ପକାଇବ ସକରାତ୍ମକ ପ୍ରଭାବ: ଶାହା

ନୂଆଦିଲ୍ଲୀ,୨୬ ।୧୨: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଉପରେ ସକରାତ୍ମ ପ୍ରଭାକ ପକାଇବ । ଏହା ଦାବି କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ।...

କରୋନା ଆକ୍ରାନ୍ତଙ୍କଠାରେ ମିଶ୍ରିତ ସ୍ବରୂପରେ ବୃଦ୍ଧି, ୩ ମାସରେ ୭.୫ରୁ ୫୮ ପ୍ରତିଶତ ଛୁଇଁଛି…

ନୂଆଦିଲ୍ଲୀ,୨୬।୧୨ : ବିଭିନ୍ନ କରୋନା ଭାରିଆଣ୍ଟ ଏବଂ ଏହାର ଚିକିତ୍ସା ପ୍ରଭାବ ବିଷୟରେ ଇନସାକଗ୍‌ର ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ ଭାରତୀୟ କରୋନା ଆକ୍ରାନ୍ତଙ୍କଠାରେ ବିଭିନ୍ନ ପ୍ରକାରର ମିଶ୍ରିତ ସ୍ବରୂପ ପ୍ରକାଶିତ ହୋଇଛି। ସମ୍ପ୍ରତି, ଜେନୋମ କ୍ରମର ରିପୋର୍ଟ...

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି…

ନୂଆଦିଲ୍ଲୀ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ ବଢୁୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଦେଶରେ କୋଭିଡର ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁଣି ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର...

ଦିଲ୍ଲୀରେ ୪ ଡିଗ୍ରୀ ପହଞ୍ଚିଲା ତାପମାତ୍ରା

ନୂଆଦିଲ୍ଲୀ,୨୬ ।୧୨: ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି କି ଆସନ୍ତା ୫ ଦିନ ଥରିବ ଉତ୍ତର ଭାରତ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହରିୟାଣା ଓ ଚଣ୍ଡିଗଡ଼ର କିଛି ଅଞ୍ଚଳରେ ଘନ କୁହୁଡି...

ନୂଆ ଦଳ ଗଢ଼ିଲେ ଜନାର୍ଦ୍ଦନ ରେଡ୍ଡୀ

ବେଙ୍ଗାଲୁରୁ,୨୬ା୧୨ : କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଗଲି ଜନାର୍ଦ୍ଦନ ରେଡ୍ଡୀ ରବିବାର ନିଜର ନୂଆ ଦଳ ଗଢ଼ିଛନ୍ତି। ତାଙ୍କ ଦଳର ନାଁ ରହିଛି କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ (କେଆର୍‌ପିପି)। ରେଡ୍ଡୀ ଆଗାମୀ ନିର୍ବାଚନରେ କୋପ୍ପାଲର ଗଙ୍ଗାବତୀ ଆସନରୁ...

ରାହୁଲଙ୍କ ଭାଷଣ କମ୍ପାଉଛି: ଷ୍ଟାଲିନ୍‌

ଚେନ୍ନାଇ,୨୬।୧୨: ଭାରତ ଯୋଡ଼ୋ ଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ କମ୍ପନ ସୃଷ୍ଟି କରୁଛି ବୋଲି ରବିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି। କଂଗ୍ରେସ ନେତା ଏ. ଗୋପାନ୍ନାଙ୍କ ଦ୍ୱାରା ଲିଖିତ ‘ଜବାହାରଲାଲ ନେହେରୁ, ଆନ୍‌ ଇଲଷ୍ଟ୍ରେଟେଡ୍‌...

‘ଛାତ୍ରଙ୍କୁ ଉଠାଇବା ପାଇଁ ଆଲାର୍ମ ବଜାଉ ମନ୍ଦିର-ମସଜିଦ’, ବୋର୍ଡ ପରୀକ୍ଷା ପୂର୍ବରୁ ଖଟ୍ଟର ସରକାରଙ୍କ ଭିନ୍ନ ଏକ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୬ ।୧୨; ହରିୟାଣାର ମନୋହର ଲାଲ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଶିକ୍ଷାର ସ୍ତରକୁ ସୁଧାରିବା ପାଇଁ ସରକାର ମନ୍ଦିର, ମସଜିଦ ଓ ଗୁରୁଦ୍ୱାରକୁ ଅପିଲ କରିଛନ୍ତି କି ସକାଳୁ ସକାଳୁ ଛାତ୍ରୀଛାତ୍ରଙ୍କୁ ଉଠାଇବା ପାଇଁ...

ବିମାନବନ୍ଦର ନିକଟରେ ରହୁଥିଲେ ମିଳିବନି ୫ଜି ସେବା

ନୂଆଦିଲ୍ଲୀ,୨୬ା୧୨ : ଭାରତରେ ୫ଜି ଟେଲିକମ୍‌ ସେବା ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଛି। ୩ଜି ଏବଂ ୪ଜି ତୁଳନାରେ ଏହା ଅଧିକ ଉନ୍ନତ ଓ ଦ୍ରୁତ ସେବା ଯୋଗାଇଦେବ। ଖୁବ୍‌ଶୀଘ୍ର ଦେଶର କୋଟି କୋଟି ଲୋକ ସେମାନଙ୍କ ମୋବାଇଲ...

ଚାଇନା ଫେରନ୍ତା କୋଭିଡ୍‌ ପଜିଟିଭ୍‌

ଆଗ୍ରା, ୨୬।୧୨: ଚାଇନାରୁ ଉତ୍ତର ପ୍ରଦେଶ ଫେରିଥିବା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଆକ୍ରାନ୍ତ ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ସଙ୍ଗରୋଧରେ ରଖାଯାଇଥିବା ମୁଖ୍ୟ ମେଡିକାଲ ଅଫିସର ଅରୁଣ ଶ୍ରୀବାସ୍ତବ କହିଛନ୍ତି। ଜିନୋମ ସିକ୍ୱେନ୍ସିଙ୍ଗ୍‌ ପାଇଁ ତାଙ୍କ...

୬୬ ଦିନ ପରେ ଚପଲ ପିନ୍ଧିଲେ ଶକ୍ତି ମନ୍ତ୍ରୀ

ଗ୍ବାଲିଅର,୨୬।୧୨: ଗ୍ବାଲିଅରରେ ରାସ୍ତା ମରାମତି ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରି ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମର ଚପଲ ଏବଂ ଜୋତା ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

ପ୍ରେମିକାଙ୍କୁ ପିଟିଥିବା ପ୍ରେମିକଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୨୫।୧୨: ମଧ୍ୟପ୍ରଦେଶର ରେୱା ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡକୁ ଅତି ନିର୍ମମ ଭାବେ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri