ଜାତୀୟ

୧୫ ଦିନ ପର୍ଯ୍ୟନ୍ତ କାହାକୁ ଭେଟି ପାରିବେନି ସତ୍ୟେନ୍ଦ୍ର ଜୈନ…

ନୂଆଦିଲ୍ଲୀ,୨୫।୧୨ : ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ଟେବୁଲ ଏବଂ ଚେୟାର ପରି ସୁବିଧା ଜେଲରେ ଥିବା ତାଙ୍କ କୋଠରୀରୁ ହଟାଇ ଦିଆଯାଇଛି। ରବିବାର...

ସିଏଜି ରିପୋର୍ଟ: ଆସାମରେ ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ…

ଗୁଆହାଟୀ,୨୫।୧୨ : ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି।...

ଏହି ରାଜ୍ୟରେ ମୁସଲମାନ ବିବାହରେ ଆଧାର କାର୍ଡ ଜରୁରୀ…

ହାଇଦ୍ରାବାଦ,୨୫।୧୨ : ନାବାଳିକା ମୁସଲମାନ ଝିଅମାନଙ୍କ ବିବାହ କରୁଥିବା କାଜୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ୱାକଫ ବୋର୍ଡକୁ ମଧ୍ୟ ସମସ୍ତ ବିବାହର ବିବରଣୀ ଅନଲାଇନରେ ରେକର୍ଡ କରିବାକୁ ନିର୍ଦ୍ଦେଶ...

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ ଏହା ସକ୍ରିୟ ଭାବେ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରିବ ଏବଂ ସେମାନଙ୍କୁ କୌଣସି...

ଚାଇନାରୁ ଫେରିଥିବା ଯୁବକ କରୋନା ଚିହ୍ନଟ: ଘରେ ପହଞ୍ଚିଲେ ସ୍ବାସ୍ଥ୍ୟ ବିଭାଗ ଟିମ

ଆଗ୍ରା,୨୫।୧୨: ଆଗ୍ରାରେ ଚାଇନାରୁ ଫେରିଥିବା ଜଣେ ଯୁବକ କରୋନା ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ ସେ ଚାଇନାରୁ ଫେରିଥିଲେ। ଏକ ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରାଯାଇଥିଲା। କରୋନା ରିପୋର୍ଟ ପଜିଟିଭ୍‌ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ...

ସତର୍କ-ସୁରକ୍ଷିତ-ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ନେଇ ରବିବାର ଦେଶବାସୀଙ୍କୁ ସତର୍କ-ସୁରକ୍ଷିତ-ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଅନେକ ଲୋକ ଛୁଟିରେ...

ମୋଦିଙ୍କୁ ଜାତିର ପିତା କହିବା ତାଙ୍କ ପ୍ରତି ଅପମାନ ଜନକ: ସଞ୍ଜୟ ରାଉତ…

ମୁମ୍ବାଇ,୨୫।୧୨ : ମହାରାଷ୍ଟ୍ରର ଉପମୁଖ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆ ଭାରତର ଜାତିର ପିତା ବୋଲି କହିବା ପ୍ରସଙ୍ଗ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିବସେନା ନେତା ତଥା...

କୃତ୍ରିମ ହାର୍ଟ ବିକଶିତ କଲା ଆଇଆଇଟି କାନପୁର…

କାନପୁର,୨୫।୧୨ : ପରିବର୍ତ୍ତିତ ଜୀବନଶୈଳୀ ଏବଂ କରୋନା ପରି ସଂକ୍ରାମକ ରୋଗ ପରେ ହାର୍ଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ହଠାତ ହାର୍ଟ ଆଟାକ୍‌ ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଛି। ତେବେ ଏକ୍ଷେତ୍ରରେ ଆଇଆଇଟି କାନପୁରର ବୈଜ୍ଞାନିକ ଏବଂ ହୃଦରୋଗ...

କେରଳରେ ବାର୍ଡ ଫ୍ଲୁ: ୬ ହଜାରରୁ ଅଧିକ ପକ୍ଷୀ ମୃତ…

ଥିରୁଭାନନ୍ତପୁରମ୍‌,୨୫।୧୨ : ଦେଶରେ ଥଣ୍ଡାର ପ୍ରକୋପ ବଢ଼ିବା ସହିତ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। କେରଳର କୋଟ୍ଟାୟାମ ଜିଲାର ତିନୋଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬ ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଶନିବାର ଜିଲାର ଭେଚୁର,...

ସକ୍ରିୟ ମାମଲା କମୁଛି,ଦୈନିକ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଦେଶରେ ଗତ ଦୁଇଦିନ ଧରି ଲଗାତାର ସକ୍ରିୟ ମାମଲା କମୁଥିବାବେଳେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି।...

୨୦୨୨ରେ ଦେଶ ଗତିଶୀଳ ହୋଇ ରଚିଲା ଇତିହାସ: ବର୍ଷର ଶେଷ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୯୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କର କହିଛନ୍ତି ଯେ, ୨୦୨୨ରେ ଦେଶ ଗତିଶୀଳ ହୋଇଛି। ଦେଶର ବହୁ ଲୋକ ଇତିହାସ ରଚିଛନ୍ତି। ଭାରତର ଅଗ୍ରଗତି ହେବା...

ଭାଜପା ବିଧାୟକଙ୍କ ସମେତ ୧୦ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ…

ଭୋପାଳ,୨୫।୧୨ : ମଧ୍ୟପ୍ରଦେଶର ଖଣ୍ଡୱା ଚର୍ଚ୍ଚିତ ମୁହଁରେ କଳା ବୋଳିବା ମାମଲାରେ ସ୍ବତନ୍ତ୍ର କୋର୍ଟ ଭାଜପା ବିଧାୟକ ରାମ ଡାଙ୍ଗୋରଙ୍କ ସମେତ ୧୦ ଜଣ ନେତାଙ୍କୁ ବର୍ଷେ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅପରାଧୀମାନେ ଛାତ୍ର ସଂଗଠନ ଏବିଭିପିରେ ଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri