ଜାତୀୟ

ଟୁଇନ୍ସ ବେବିଙ୍କୁ ଧରି ମୁମ୍ବାଇରେ ପହଞ୍ଚିଲେ ଇଶା ଅମ୍ବାନୀ: ଗ୍ରାଣ୍ଡ ଓ୍ବେଲକମ୍‌ ପାଇଁ ଏୟାରପୋର୍ଟରେ ପହଞ୍ଚିଲେ ପୁରା ପରିବାର

ମୁମ୍ବାଇ,୨୪।୧୨: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଇ ଇଶା ଅମ୍ବାନୀ ନିକଟରେ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଇଶା ତାଙ୍କ ଯାଆଁଳା ପିଲାଙ୍କ ସହ ପ୍ରଥମ ଥର...

ଦିଲ୍ଲୀ ବିମାନବନ୍ଦରରେ ଟେଷ୍ଟିଂ ଆରମ୍ଭ

ନୂଆଦିଲ୍ଲୀ,୨୪।୧୨: ନୂଆ ଭାରିଆଣ୍ଟ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ଏପରିକି ଶନିବାରଠାରୁ ଦିଲ୍ଲୀ ଏୟାରପୋର୍ଟରେ ବିଦେଶ ଯାତ୍ରୀଙ୍କ ର଼୍ୟାଣ୍ଡମ...

ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ: ଟାର୍ଗେଟରେ ଆତଙ୍କବାଦୀଙ୍କ ସାହାଯ୍ୟକାରୀ

ଶ୍ରୀନଗର,୨୪।୧୨: ଆତଙ୍କବାଦୀଙ୍କ ନେଟୱାର୍କକୁ ଭାଙ୍ଗିବା ପାଇଁ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜମ୍ମୁର କଠୁୁଆ ଜିଲାରେ ନାର୍କୋ ଟେରିରିଜମ୍‌ ଏବଂ ଟେରର ଫଣ୍ଡିଂ ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।...

ଭୁଶୁଡିଲା ଖଣି: ଜଣେ ଶ୍ରମିକ ମୃତ, ଫସିଛନ୍ତି ୩

ଅହମ୍ମଦାବାଦ,୨୪।୧୨: ଗୁଜୁରାଟର କୁଚ ଜିଲା ଖାଭଡା ଗ୍ରାମ ନିକଟରେ ଖଣି ଭୁଶୁଡି ପଡିଛି। ଫଳରେ ଗୁରୁବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଫସିରହିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ-ପ୍ରିୟଙ୍କା-ରବର୍ଟ ଭଦ୍ରା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ବଦରପୁର ସୀମା ଦେଇ ଏହି ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ପଦଯାତ୍ରାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ,...

ରାଜଧାନୀରେ ଏଣ୍ଟ୍ରି କଲା ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ,୨୪ ।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଲଗାତାର ଜାରି ରହିଛି । ଏହି କ୍ରମରେ ଶନିବାର ୨୪ ଡିସେମ୍ବରରେ ଏହା ୧୦୮ ଦିନରେ ପହଞ୍ଚିଛି । ଶନିବାର ରାଜଧାନୀ ଦିଲ୍ଲୀରେ ଏଣ୍ଟ୍ରି କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ...

ଚନ୍ଦା କୋଚର ଗିରଫ

ନୂଆଦିଲ୍ଲୀ,୨୪।୧୨: ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଥିବାବେଳେ ୨୦୧୨ରେ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦...

ଜାଭେଦ ଅଖତର, ନସିରୁଦ୍ଦିନ ଶାହାଙ୍କ ସମେତ ୫୦ରୁ ଅଧିକ କଲେ ତାଲିବାନ ନିଷ୍ପତ୍ତିର ନିନ୍ଦା

ମୁମ୍ବାଇ,୨୪ ।୧୨: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ଯିବାକୁ ବାରଣ କରାଯାଉଥିବା ନିଷ୍ପତ୍ତିକୁ ସାରା ବିଶ୍ୱରେ ବିରୋଧ କରାଯିବା ସହ ନିନ୍ଦା କରାଯାଉଛି । ଏହାକୁ ନେଇ ଭାରତରେ ବି ସ୍ୱର ଉତ୍ତୋଳନ କରାଗଲାଣି । ଏହି...

ତେଲ୍‌ଗୀଙ୍କ ଉପରେ ଓ୍ବେବ୍‌ସିରିଜ୍‌ ବନ୍ଦ ଆବେଦନ ଖାରଜ

ମୁମ୍ବାଇ,୨୪।୧୨: ଅବଦୁଲ୍‌ କରିମ୍‌ ଲାଲା ତେଲ୍‌ଗୀଙ୍କ ମାମଲା ଉପରେ ହଂସଲ ମେହେଟ୍ଟାଙ୍କ ସ୍କାମ୍‌ ୨୦୦୩ ଓ୍ବେବ୍‌ସିରିଜ୍‌ ମୁକ୍ତିଲାଭ ଉପରେ ସାମୟିକ ନିଷେଧାଜ୍ଞା ଜାରି ନିମନ୍ତେ ହୋଇଥିବା ଆବେଦନକୁ ମୁମ୍ବାଇର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହି ଓ୍ବେବ୍‌ସିରିଜ୍‌ ସୋନିଲିଭ୍‌ରେ...

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ୧୩ ଦିନର...

ଶେଲି ଓବେରୟ ଏଏପିର ମେୟର ପ୍ରାର୍ଥୀ

ନୂଆଦିଲ୍ଲୀ,୨୪।୧୨: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ସଫଳତା ହାସଲ ପରେ ଶୁକ୍ରବାର ଶେଲି ଓବେରୟଙ୍କୁ ମେୟର ପ୍ରାର୍ଥୀ କରିଛି। ଏମ୍‌ସିଡି ନିର୍ବାଚନ ଜିତିଲେ ଜଣେ ମହିଳାଙ୍କୁ ମେୟର କରାଯିବ ବୋଲି ଦିଲ୍ଲୀର...

ଇଣ୍ଡିଆ ଗେଟ ହୋଇ ଲାଲକିଲା ଯିବ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ,୨୪ ।୧୨: ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିବା ଭାରତ ଯୋଡୋ ଯାତ୍ରା ଶନିବାର ଦିଲ୍ଲୀରେ ଜନତାଙ୍କୁ ଏକାଠି କରାଇବାକୁ ଚେଷ୍ଟା କରିବ । ଏହି ଯାତ୍ରା ଇଣ୍ଡିଆ ଗେଟ ହୋଇ ଲାଲକିଲା ଯିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri