ଜାତୀୟ

କର୍ନାଟକରେ କୋଭିଡ ଗାଇଡ୍‌ଲାଇନ୍‌ ଜାରି :ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବେଙ୍ଗାଲୁରୁ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ତତ୍ପରତା ପ୍ରକାଶ ପାଇଛି। ଏହିକ୍ରମରେ କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟରେ କୋଭିଡ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ ଅନୁଯାୟୀ,...

ଦୁଇଦିନ ପରେ ଦିଲ୍ଲୀରେ ହେବ ଭାରତ ଯୋଡୋ ଯାତ୍ରା, ଏବେ ରାଜନୀତି ବାତାବରଣ ହେବ ଆହୁରି ଉଷ୍ମ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କୋଭିଡ-୧୯ର ସଂକ୍ରମଣ ଓ ପାର୍ଲାମେଣ୍ଟର ଉଷ୍ମ ବାତାବରଣ ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କ ପତ୍ର ରାଜନୀତିର ପାରାକୁ ଆହୁରି ବଢାଇ ଦେଇଛି । ସୂଚନା ଓ ପ୍ରସାରଣ...

ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନୁମତି ଦେବାକୁ ମନା...

ଉତ୍ତେଜନା ମଧ୍ୟରେ ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨ ।୧୨: ଭାରତ-ଚାଇନା କୋର କମାଣ୍ଡର ସ୍ତରର ୧୭ ତମ ବୈଠକ ୨୦ ଡିସେମ୍ବରରେ ଚୁଶୁଲ ମୋଲ୍‌ଡୋ(ଲଦ୍ଦାଖ)ରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷରୁ ପଶ୍ଚିମ ଅଞ୍ଚଳରେ ଏଲଏସି ସହ ବିଚାରର ଆଦାନ ପ୍ରଦାନ କରାଯାଇଛି । ଏହାହସ ଶେଷ...

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସରକାର କରୁଛନ୍ତି ବାହାନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୧୨: ହରିୟାଣାରେ ଭାରତ ଯୋଡୋ ଯାତ୍ରା ଚାଲିଥିବାବେଳେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହରିୟାଣାର ନୁହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ଚିଠି ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାତ୍ରାକୁ...

କରୋନାକୁ ନେଇ କେନ୍ଦ୍ର ପ୍ରସ୍ତୁତ, ଉତ୍ସବ ସମୟରେ ରାଜ୍ୟ ପ୍ରସ୍ତୁତ ରହିବାକୁ କେନ୍ଦ୍ରର ପରାମର୍ଶ, ବିମାନ ବନ୍ଦରରେ ଆରଟି-ପିସିଆର ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କରୋନା ମହାମାରୀ ପୁଣିଥରେ ଅଣାୟତ୍ତ ହେବା ପରେ ଏବେ ଏହା ସାରା ବିଶ୍ୱର ଚିନ୍ତାକ ବଢାଇ ଦେଇଛି । ଚାଇନ ସହ ଆଉ କିଛି ଦେଶରେ ମଧ୍ୟ ଏବେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କଲାଣି...

କରୋନାକୁ ନେଇ ସରକାର ତତ୍ପର: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨।୧୨: ଚାଇନା-ଆମେରିକା ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂତନ ମାମଲା ବୃଦ୍ଧି ସହିତ ଭାରତରେ ମଧ୍ୟ ମହାମାରୀ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ...

କରୋନାକୁ ନେଇ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚାଇନାରେ ଆତଙ୍କ ଖେଳାଇଥିବା ଓମିକ୍ରନର ସବ୍‌ଭାରିଆଣ୍ଟ ବିଏଫ.୭ ଚିହ୍ନଟ ହେବା ପରେ ଆକ୍ସନ ମୋଡ୍‌ରେ ଆସିଛନ୍ତି ସରକାର। ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏହାପୂର୍ବରୁ ଲୋକ ସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

କରୋନାକୁ ନେଇ ଚିନ୍ତା: ଏପ୍ରିଲ୍‌ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ ଚିନ୍ତା କରୁଥିବା ସରକାରଙ୍କ କୋଭିଡ ନ୍ୟାଶନାଲ ଟାସ୍କଫୋର୍ସର ବୈଠକ ଏପ୍ରିଲଠାରୁ ଅନୁଷ୍ଠିତ ହୋଇନାହିଁ।...

କରୋନା ମାର୍ଗଦର୍ଶିକା ଜାରି କଲେ ଯୋଗୀ

ଲକ୍ଷ୍ନୌ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କରୋନା ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଜନଗହଳି...

ଭାରତ-ଆମେରିକା ସୈନ୍ୟ ପ୍ରମୁଖଙ୍କ ମଧ୍ୟରେ ଫୋନରେ ଆଲୋଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୧୨ : ସୀମାରେ ଭାରତ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ସମୟରେ ଆମେରିକାର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମାର୍କ ଏ ମାଇଲି ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ଭାରତୀୟ ପ୍ରତିରକ୍ଷା ବାହିନୀର ମୁଖ୍ୟ...

ମୋରବି ଝୁଲାପୋଲ ମାମଲା: ଯାଞ୍ଚ ଅଗ୍ରଗତି ରିପୋର୍ଟ ଲୋଡିଲେ ହାଇକୋର୍ଟ…

ଅହମଦାବାଦ,୨୨।୧୨ : ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ କ’ଣ କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri