ଜାତୀୟ

ଗୁଜରାଟରେ ଲଗାତାର ୭ମ ଥର ପାଇଁ କ୍ଷମତା ହାତେଇବ ଭାଜପା…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୩୨ରେ ଭାଜପା ଆଗୁଆ ରହିଛି। ସେହିପରି ୪୧ ରେ କଂଗ୍ରେସ ଏବଂ...

‘ରାମପୁରରେ ହୋଇନାହିଁ ନିର୍ବାଚନ, ଦ୍ୱିତୀୟଥର ଭୋଟିଂ ଜରୁରୀ’: ଫଳାଫଳ ଆସିବା ପୂର୍ବରୁ ଆସିମ ରାଜାଙ୍କ ବୟାନ

ଲକ୍ଷ୍ନୌ,୮ ।୧୨: ଉତ୍ତର ପ୍ରଦେଶର ରାମପୁର ଉପନିର୍ବାଚନକୁ ନେଇ ଭୋଟ ଗଣିତି ଗୁରୁବାର ସକାଳୁ ଆରମ୍ଭ ହୋଇଛି । ଏହା ପୂର୍ବରୁ ରାମପୁରର ସମାଜବାଦୀ ପାର୍ଟି ପ୍ରାର୍ଥୀ ଆସିମ ରାଜା ପ୍ରଶାସନ ଉପରେ ବଡ ଅଭିଯୋଗ ଆଣିଛନ୍ତି । ସେ...

୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…

ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍‌ଡର ଏକ ରିପୋର୍ଟ ଅନୁଯାୟୀ, ଆମାଜନ ଆସନ୍ତା ମାସରେ ପ୍ରାୟ ୨୦,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା...

ଫଳାଫଳ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଦାବି, ଆମେ ଜିତିବୁ ୧୨୦ ଆସନ, ଫେଲ ମାରିବ ଏକଜିଟ ପୋଲ

ଅହମଦାବାଦ,୮ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଅର୍ଥାତ୍ ୮ ଡିସେମ୍ବରରେ ଆସିବ । ଏଥିପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟରୁ ଗଣତି ଆରମ୍ଭ ହେବା ସହ ଏହାପରେ...

ଗୁଜରାଟରେ ଭାଜପା ଆଗୁଆ, ହିମାଚଳପ୍ରଦେଶରେ କଂଗ୍ରେସ-ଭାଜପା କଡ଼ା ଟକ୍କର…

ଅମହଦାବାଦ/ଶିମଲା,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୦୦ରେ ଭାଜପା ଆଗୁଆ ରହିଛି। ସେହିପରି ୨୪ରେ କଂଗ୍ରେସ ଏବଂ ଏଏପି...

ଚାଷୀଙ୍କୁ ଫସଲ ବୀମା ଅର୍ଥ ଦିଅ: ସଙ୍ଗୀତା

ନୂଆଦିଲ୍ଲୀ,୮।୧୨ : ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ)ରେ ସେମାନଙ୍କ ପ୍ରାପ୍ୟ ରାଶି ପ୍ରଦାନ ସକାଶେ ରାଜ୍ୟର ବିଜେଡି ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଉ ବୋଲି ଲୋକ ସଭାରେ ଭାଜପା ସଦସ୍ୟ ସଙ୍ଗୀତା କୁମାରୀ ସିଂଦେଓ ଦାବି...

ଆୟୁର୍ବେଦ କଂଗ୍ରେସରେ ପ୍ରଥମଥର ଡବ୍ଲୁଏଚଓ, ବିଶ୍ୱରେ ହେବ ପରିଚିତ

ନୂଆଦିଲ୍ଲୀ,୮ ।୧୨: ଭାରତରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିବା ପରେ ପାରମ୍ପରିକ ଔଷଧ ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ଆଗ୍ରହ ବୃଦ୍ଧି ପାଇଛି । ତେବେ ବିଶ୍ୱ ଆୟୁର୍ବେଦ କଂଗ୍ରେସରେ ପ୍ରଥମଥର ଲାଗି ଡବ୍ଲୁଏଚଓ ଅଂଶଗ୍ରହଣ କରୁଥିବାରୁ ଏଭଳି...

ଗଛରେ ବାଘର ଝୁଲନ୍ତା ମୃତଦେହ

ଭୋପାଳ, ୮।୧୨: ମଧ୍ୟପ୍ରଦେଶ ବିକ୍ରମପୁରର ପାନ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଝୁଲନ୍ତା ଅବସ୍ଥାରେ ଏକ ବାଘର ମୃତଦେହ ମିଳିଛି। ଅଣ୍ଡିରା ବାଘର ବୟସ ୨ ବର୍ଷ ହୋଇଥିବାବେଳେ ପାନ୍ନାରେ ଏଭଳି ପ୍ରଥମ ଘଟଣା ଘଟିଥିବା କୁହାଯାଉଛି। ବନ ବିଭାଗ ପକ୍ଷରୁ...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୭୪ କି.ମି. ନିର୍ମାଣ ବାକି

ନୂଆଦିଲ୍ଲୀ,୮।୧୨: ୨୮୯ କି.ମି. ବିିଶିଷ୍ଠ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୫ କି.ମି. ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୭୪ କି.ମି. ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାକୁ...

ଚାଇନାର ଏକଚାଟିଆ ଗୁଣକୁ ବରଦାସ୍ତ କରାଯିବ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ,୮।୧୨: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯେ ପର୍ଯ୍ୟନ୍ତ ଚାଇନା ନିଜର ବେଆଇନ ନିର୍ମାଣ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବ ନାହିଁ। ଭାରତର ବୈଦେଶିକ ନୀତି ସମ୍ପର୍କରେ ପାର୍ଲାମେଣ୍ଟ...

ଯୋଗୀଙ୍କୁ ଭେଟିଲେ ମେଲିଣ୍ଡା

ଶ୍ରୀନଗର,୮।୧୨: ବିଲ୍‌ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ର ସହ-ସଂସ୍ଥାପିକା ମେଲିଣ୍ଡା ଗେଟ୍ସ ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ଅବସରରେ ମେଲିଣ୍ଡା ଉତ୍ତର ପ୍ରଦେଶ ମଡେଲ୍‌କୁ ପ୍ରଶଂସା କରିବା ସହ ଏହା କେବଳ ଭାରତ ପାଇଁ...

ଭଣ୍ଡବାବାଙ୍କ ୨୦ ସ୍ତ୍ରୀଙ୍କ ମଧ୍ୟରେ ନିଜ ଝିଅ

ନ୍ୟୁୟର୍କ,୮।୧୨: କେତେଜଣ ଅନ୍ଧ ଅନୁଗାମୀଙ୍କୁ ନେଇ ନିଜକୁ ନିଜେ ବାବା ବୋଲାଉଥିଲେ। ଯୌନ ପିପାସା ମେଣ୍ଟାଇବା ପାଇଁ ବହୁ ବିବାହ କଲେ। ତାଙ୍କ ୨୦ ସ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଣ୍ଡବାବାଙ୍କ ନିଜ ନାବାଳିକା ଝିଅ। ଏହି ୪୬ ବର୍ଷୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri