ଜାତୀୟ

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କଲେ ଶିକ୍ଷକ

ବେଙ୍ଗାଲୁରୁ,୧୯।୧୨: କର୍ନାଟକର ହଗଲି ଗ୍ରାମର ଆଦର୍ଶ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୁଥାପ୍ପା ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କରିଛନ୍ତି। ପ୍ରଥମେ ମୁଥାପ୍ପା ୧୦ ବର୍ଷ ବୟସର ଭରତଙ୍କୁ ବେଲଚାରେ ପିଟିଥିଲେ।ଏହାପରେ ତାଙ୍କୁ ବାଲକୋନୀରୁ ତଳକୁ ଠେଲି...

ପ୍ରମୋଶନ ସମୟରେ କନ୍ନଡ ଅଭିନେତାଙ୍କୁ ଚପଲ ମାଡ଼

ବେଙ୍ଗାଲୁରୁ,୧୯।୧୨: ଫିଲ୍ମର ପ୍ରମୋଶନ ସମୟରେ ଜଣେ କନ୍ନଡ ଅଭିନେତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଛି। ସୂଚନା ମୁତାବକ, କର୍ନାଟକର ହୋସପେଟରେ କନ୍ନଡ ଅଭିନେତା...

ତେଲଙ୍ଗାନା କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ୧୨ନେତା

ହାଇଦ୍ରାବାଦ,୧୯।୧୨: ତେଲଙ୍ଗାନା କଂଗ୍ରେସରେ ଗୋଷ୍ଠୀବିବାଦ ସୋମବାର ତୀବ୍ର ରୂପ ଧାରଣ କରିଛି। ନିଜକୁ ମୂଳ କଂଗ୍ରେସ ବୋଲି ଦାବି କରୁଥିବା କେତେଜଣ ନେତା ୫ ବର୍ଷ ପୂର୍ବେ ଟିଡିପି ଛାଡ଼ି ଏହି ଦଳରେ ସାମିଲ ହୋଇଥିବା ନେତାଙ୍କୁ ବହିରାଗତ କହି...

ଜାରି ହେଲା ସିଭିଲ୍‌-୨୦ର ଲୋଗୋ: ଟାଗ୍‌ଲାଇନ୍‌ ରହିଛି, ‘ୟୁ ଆର୍‌ ଦ ଲାଇଟ୍‌’

ନୂଆଦିଲ୍ଲୀ,୧୯।୧୨: ‘ୟୁ ଆର୍‌ ଦ ଲାଇଟ୍‌’ର ଟାଗ୍‌ଲାଇନ୍‌ ସହିତ ସୋମବାର ସିଭିଲ୍‌-୨୦ର ଲୋଗୋ ଜାରି ହୋଇଛି। ସିଭିଲ୍‌-୨୦ ହେଉଛି ଜି-୨୦ର ଏକ ଏନ୍‌ଗେଜ୍‌ମେଣ୍ଟ ଗ୍ରୁପ୍‌। ଯାହା ନାଗରିକ ସମାଜ ସଂଗଠନ ଏବଂ ବିକାଶ ସହ ଜଡିତ ଥିବା ପ୍ରସଙ୍ଗକୁ ଉଠାଇଥାଏ।...

ଖାଦ୍ୟରୁ ମିଳିଲା ଅସରପା, ରେଲଓ୍ବେ ଖାଦ୍ୟ ସେବା ପ୍ରଦାନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯।୧୨: ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଭାରତୀୟ ରେଳବାଇ ପକ୍ଷରୁ ଦିଆଯିବା ଖାଦ୍ୟରେ ଏକ ଅସରପା ମିଳିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତେଜିତ ହୋଇ ଯାତ୍ରୀ ଜଣଙ୍କ ଖାଇବା ପ୍ଲେଟ୍‌ର ଏକ ଫଟୋ ଟୁଇଟ୍‌ରରେ ପୋଷ୍ଟ...

ପରିବାରର ୬ ଜୀବନ୍ତ ଦଗ୍ଧ ଘଟଣା: ଘରେ ନିଆଁ ଲଗାଇବାକୁ ଦିଆଯାଇଥିଲା ସୁପାରି

ହାଇଦ୍ରାବାଦ ,୧୯।୧୨ : ତେଲଙ୍ଗାନାର ମଞ୍ଚେରିଆଲ ଜିଲାରେ ଗତ ଶନିବାର ଭୋର ସମୟରେ ଏକ ଘରେ ନିଆଁ ଲାଗି ପରିବାରର ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଜିଲାର ଭେଙ୍କଟପୁରରେ ଗ୍ରାମ ରାଜସ୍ବ ସହାୟକ (ଭିଆର୍‌ଏ)ଙ୍କ ଘରେ ନିଆଁ ଲଗାଇବା...

ପଦ୍ମଭୂଷଣ ମିଳିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଗଲ ସିଇଓ

ନୂଆଦିଲ୍ଲୀ,୧୯।୧୨: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୋଦିଙ୍କୁ ଭେଟିବା ପରେ ସୁନ୍ଦର ପିଚାଇ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ...

ମଙ୍ଗଳବାର ବସିବ ଭାଜପା ସଂସଦୀୟ ଦଳର ବୈଠକ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସଂସଦୀୟ ଦଳର ବୈଠକ ଡିସେମ୍ବର ୨୦ ଅର୍ଥାତ ମଙ୍ଗଳବାର ସକାଳ ୯.୩୦ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗଦେବେ। ଏହାପୂର୍ବରୁ ଡିସେମ୍ବର ୧୪ରେ ଭାଜପାର...

ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲୁଛି: ରାହୁଲ ଗାନ୍ଧୀ

ଜୟପୁର,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ସୋମବାର ଅଲଓ୍ବାର ଜିଲାରେ ପ୍ରବେଶ କରିଥିଲା। ଏହି ଅବସରରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଭାଜପାକୁ କଟାକ୍ଷ କରିଛନ୍ତି ରାହୁଲ।...

୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବ୍ରିଜ୍‌: ଉଦ୍‌ଘାଟନ ପୂର୍ବରୁ ଭୁଶୁଡିଲା

ପାଟନା,୧୯।୧୨: ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିବା ବିହାରର ଏକ ବ୍ରିଜ୍‌ ରବିବାର ଭୁଶୁଡି ପଡିଛି। ଘଟଣା ସମୟରେ ବ୍ରିଜ୍‌ ଉପରେ କେହି ନ ଥିବାରୁ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ୧୩ କୋଟି ଟଙ୍କା...

ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଛାତ୍ର-ସୁରକ୍ଷାକର୍ମୀ ମୁହାଁମୁହିଁ

ପ୍ରୟାଗରାଜ,୧୯।୧୨: ଉତ୍ତରପ୍ରଦେଶ ପ୍ରୟାଗରାଜର ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଛାତ୍ର ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ କ୍ୟାମ୍ପସ୍‌ରେ ଫାୟାରିଂ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା ବେଳେ କାହାରିକୁ ଗୁଳି ବାଜି ନାହିଁ।...

ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ: ରାହୁଲ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ଏହି ଯାତ୍ରା ସୋମବାର ଦୌସାର ଅଲୱାର ଜିଲାରେ ପହଞ୍ଚିଛି। ଅଲୱାରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସୋମବାର କଡ଼ା ସମାଲୋଚନା କରିଛନ୍ତି। ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri