ଜାତୀୟ

‘୫୦୦ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ୍‌ ସିଲିଣ୍ଡର’

ଜୟପୁର,୧୯।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବଡ଼ ଘୋଷଣା। ଏପ୍ରିଲ ପହିଲାରୁ ରାଜ୍ୟର ବିପିଏଲ୍‌ ଏବଂ ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ହିତାଧିକାରୀଙ୍କୁ ୫୦୦ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସୋମବାର ଅଲଓ୍ବାରର ମାଲାଖେଡ଼ାଠାରୁ...

ସଂସଦରେ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗୋୟଲ

ନୂଆଦିଲ୍ଲୀ,୧୯।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷକୁ ନେଇ ସଂସଦରେ ହଟ୍ଟଗୋଳ ପରିସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପଟେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଅନ୍ୟ ପଟେ ସରକାରଙ୍କ ମନ୍ତ୍ରୀମାନେ...

୨୦୨୪ରେ ଲୋକ ସଭା ନିର୍ବାଚନ ଆମେ ଜିତିବୁ: ଖାର୍ଗେ

ନୂଆଦିଲ୍ଲୀ,୧୯ ।୧୨: କଂଗ୍ରେର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଲୱରରେ ଖବରଦାତାଙ୍କ ସହ କଥା ହେବା ବେଳେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜନସମାଜ ଯୋଡି ହୋଇଛି । ରାହୁଲ ଗାନ୍ଧୀ ସବୁ ସମାଜକୁ ସାଙ୍ଗରେ ନେଇ...

ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋନ ସିଂଙ୍କ ପରଲୋକ

ନୁଆଦିଲ୍ଲୀ,୧୯ ।୧୨: ବଲିଉଡ ମୁଭି ‘ବର୍ଡର’ରେ ସୁନିଲ ସେଟ୍ଟି ଯେଉଁ ସୀମା ସୁରକ୍ଷା ବଳ(ବିଏସଏଫ୍‌) ଯବାନଙ୍କ ଭୂମିକାରେ ଅଭିନୟ କରିଥିଲେ ତାଙ୍କର ପରଲୋକ ହୋଇଛି । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଅସଲ ହିରୋ ଥିଲେ ଭୈରୋନ ସିଂହ । ତାଙ୍କ...

ତେଜୁଛି ବେଲାଗାଭି ବିବାଦ: ସୀମାରେ ୩୦୦ ଆନ୍ଦୋଳନକାରୀଙ୍କୁ ଅଟକାଇଲା ପୋଲିସ

ମୁମ୍ବାଇ,୧୯।୧୨: ମହାରାଷ୍ଟ୍ର-କର୍ନାଟକ ମଧ୍ୟରେ ବେଲାଗାଭିକୁ ନେଇ ବିବାଦ ସୋମବାର ତେଜିବାରେ ଲାଗିଛି। ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ସହ ଉତ୍ତେଜନା ଦେଖାଦେଇଛି। ଉଭୟ ରାଜ୍ୟ ବେଲାଗାଭିକୁ ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି। ଏଭଳି...

ଏହି ୪ ରାଜ୍ୟରେ ବୃଦ୍ଧି ପାଇବ ଶୀତ, ୟେଲୋ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୯ା୧୨: ଧିରେ ଧିରେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଥଣ୍ଡା ଏବଂ ଘନ କୁହୁଡ଼ିର ମାତ୍ରା ଏବେ ଦେଖାଯାଉଛି। ଘନ କୁହୁଡ଼ି ସମଗ୍ର ଉତ୍ତର ଭାରତକୁ ଘୋଡ଼ାଇ ଦେଉଛି। ରବିବାର ରାତିରୁ ଉତ୍ତରପ୍ରଦେଶ, ପଞ୍ଜାବ,...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ୫ ଗାଡି ଧକ୍କା, ୩ ମୃତ

ନୂଆଦିଲ୍ଲୀ,୨୯ ।୧୨: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ସୋମବାର ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । କୁହୁଡି ଯୋଗୁ ୫ଟି ଗାଡି ପରସ୍ପର ମଧ୍ୟରେ...

ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚାନ୍ନି ସୋମବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାନ୍ନି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ପ୍ରିୟଙ୍କା...

ନାବାଳିକାଙ୍କୁ ୧୫ ଘଣ୍ଟା ଗଣବଳାତ୍କାର: ପୁରୁଷ ବନ୍ଧୁଙ୍କ ସହ ଧରାପଡ଼ିଲେ ୮ ଅଭିଯୁକ୍ତ

ମୁମ୍ବାଇ,୧୯।୧୨: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଏକ ଜଜ୍ଜାଜନକ ଘଟଣା ଘଟିଛି। ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୮ ଜଣ ବ୍ୟକ୍ତି ୧୫ ଘଣ୍ଟା ଧରି ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ପୋଲିସ ପକ୍ଷରୁ ସୂଚନା ନିଆଯାଇଛି।...

୩ ମାସର ଶିଶୁଙ୍କୁ ଧରି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ନାଗପୁର,୧୯।୧୨: ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର ତିନି ମାସର ଶିଶୁ ସହିତ ବିଧାନସଭାରେ ପହଞ୍ଚିଥିଲେ ଏବଂ ଗୃହ ପ୍ରକ୍ରିୟାରେ ମଧ୍ୟ...

୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ,୧୯।୧୨: ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ। ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ...

୧୯୮୪ ଶିଖ ବିରୋଧୀ ଦଙ୍ଗାରେ ମୋ ବିରୋଧରେ କୌଣସି ମାମଲା ନାହିଁ: ଜଗଦୀଶ୍‌ ଟାଇଟଲର…

ନୂଆଦିଲ୍ଲୀ,୧୯।୧୨ : ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ’ଭାରତ ଯୋଡା ଯାତ୍ରା’ର ପ୍ରସ୍ତୁତି ସମ୍ପର୍କରେ ଦଳର ଏକ ବୈଠକ ଡକାଯାଇଥିଲା। ଏଥିରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗଦୀଶ ଟାଇଟଲର ମଧ୍ୟ ଯୋଗ ଦେଇଥିଲେ। ଭାରତ ଯୋଡୋ ଯାତ୍ରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri