ଜାତୀୟ

୩ ମାସର ଶିଶୁଙ୍କୁ ଧରି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ନାଗପୁର,୧୯।୧୨: ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର ତିନି ମାସର ଶିଶୁ ସହିତ ବିଧାନସଭାରେ ପହଞ୍ଚିଥିଲେ ଏବଂ ଗୃହ ପ୍ରକ୍ରିୟାରେ ମଧ୍ୟ...

୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ,୧୯।୧୨: ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ। ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ...

୧୯୮୪ ଶିଖ ବିରୋଧୀ ଦଙ୍ଗାରେ ମୋ ବିରୋଧରେ କୌଣସି ମାମଲା ନାହିଁ: ଜଗଦୀଶ୍‌ ଟାଇଟଲର…

ନୂଆଦିଲ୍ଲୀ,୧୯।୧୨ : ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ’ଭାରତ ଯୋଡା ଯାତ୍ରା’ର ପ୍ରସ୍ତୁତି ସମ୍ପର୍କରେ ଦଳର ଏକ ବୈଠକ ଡକାଯାଇଥିଲା। ଏଥିରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗଦୀଶ ଟାଇଟଲର ମଧ୍ୟ ଯୋଗ ଦେଇଥିଲେ। ଭାରତ ଯୋଡୋ ଯାତ୍ରା...

କଂଗ୍ରେସକୁ ବଡ଼ ଝଟ୍‌କା

ଶିଲଂ,୧୯।୧୨: ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍‌ କରି କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଘୋଷଣା କରିଛନ୍ତି। ସୋମବାର ସେ ଇସ୍ତଫା ପତ୍ର ଟୁଇଟ୍‌ କରି କଂଗ୍ରେସ...

୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାଙ୍ଗିଲା ଗୁଗଲର ରେକର୍ଡ, ପୃଥିବୀ ସାରା ଲୋକେ ସର୍ଚ୍ଚ କଲେ ଫିଫା ବିଶ୍ୱକପ…

ନୂଆଦିଲ୍ଲୀ,୧୯।୧୨ : ଛୋଟ ଏବଂ ବଡ ସୂଚନା ପାଇବା ପାଇଁ ପୃଥିବୀର ଲକ୍ଷ ଲକ୍ଷ ଲୋକ ଗୁଗଲ ସର୍ଚ୍ଚ କରନ୍ତି। ଅବଶ୍ୟ, ପ୍ରତିବର୍ଷ କମ୍ପାନୀ ଏହାର ପ୍ଲାଟଫର୍ମରେ ବହୁ ଖୋଜା ଯାଇଥିବା ବିଷୟ, ଅଭିନେତା, ଚଳଚ୍ଚିତ୍ର ଇତ୍ୟାଦିର ଏକ ତାଲିକା...

ଚାଇନାର ପ୍ରସଙ୍ଗରେ ରାଜ୍ୟ ସଭାରେ ହଟ୍ଟଗୋଳ, ବିରୋଧୀ ଦଳଙ୍କ ଗୃହତ୍ୟାଗ…

ନୂଆଦିଲ୍ଲୀ,୧୯।୧୨ : ଚାଇନା ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ରାଜ୍ୟ ସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରିଛନ୍ତି। ସୋମବାର ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପାଟି ତୁଣ୍ଡ କରିଥିଲେ। ଏଥି ସହିତ, କଂଗ୍ରେସ ପକ୍ଷରୁ...

ଚାଇନା ପ୍ରସଙ୍ଗରେ ରାହୁଲଙ୍କୁ ଜବାବ ଦେଲେ ଜୟଶଙ୍କର…

ନୂଆଦିଲ୍ଲୀ,୧୯।୧୨ :ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସୈନିକ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ପରେ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏନେଇ କେନ୍ଦ୍ର ବହିର୍ବ୍ୟାପାର...

କର୍ନାଟକ ବିଧାନସଭାରେ ସାବରକରଙ୍କ ଫଟୋକୁ ନେଇ ବିବାଦ: ଧାରଣାରେ ବସିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୨ : କର୍ନାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ସ୍ଥାପନକୁ ନେଇ ଏକ ଅଡୁଆ ସୃଷ୍ଟି ହୋଇଛି। ଏହା ବିରୋଧରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତାମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତାମାନେ...

ସୁଖବିନ୍ଦର ସୁଖୁ କରୋନା ପଜିଟିଭ, କ୍ୟାବିନେଟ ସମ୍ପ୍ରସାରଣ ହେବ ବିଳମ୍ବ…

ଶିମଲା,୧୯।୧୨ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନା ପଜିଟିଭ ହୋଇଛନ୍ତି। ସୁଖୁଙ୍କ ନମୁନା ପରୀକ୍ଷା ରିପୋର୍ଟ ରବିବାର ସନ୍ଧ୍ୟାରେ ଆସିଛି। ସେ କରୋନା ପଜିଟିଭ ଥିବା ଜଣାପଡିଛି। ସୁଖୁ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ତାଙ୍କୁ...

ଭୂସୀମା ଉପରେ ନଜର ରଖିବା ପାଇଁ ନୌସେନାର ସହାୟତା ନେଉଛି ସ୍ଥଳସେନା…

ନୂଆଦିଲ୍ଲୀ,୧୯।୧୨ : ଚାଇନା ସହିତ ଲାଗି ରହିଥିବା ସୀମା ବିବାଦକୁ ନେଇ ଭାରତ ଏବେ ନିରନ୍ତର ନଜର ରଖିବା ପ୍ରଣାଳୀରେ ବୃଦ୍ଧି କରୁଛି। ଏଥିପାଇଁ ସେନା ମଧ୍ୟ ନିଜର ସାମର୍ଥ୍ୟ ବୃଦ୍ଧି କରିଛି। ବିଶେଷ କରି ସମ୍ବେଦନଶୀଳ ଭୂମି ସୀମାରେ...

ଦେଶରେ ୭.୨୦ ପ୍ରତିଶତ ଲୋକଙ୍କ ପାଖରେ ପାସପୋର୍ଟ, ଶୀଘ୍ର ଛୁଇଁବ ୧୦ କୋଟି…

ନୂଆଦିଲ୍ଲୀ,୧୯।୧୨ : ଦେଶର ୭.୨୦ ପ୍ରତିଶତ ନାଗରିକଙ୍କ ପାଖରେ ପାସପୋର୍ଟ ଅଛି। ଡିସେମ୍ବର ମଧ୍ୟଭାଗ ସୁଦ୍ଧା ୯.୬ କୋଟି ଲୋକଙ୍କ ପାସପୋର୍ଟ ତିଆରି ହୋଇସାରିଛି। ଏହି ପାସପୋର୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଗତ ଦଶନ୍ଧିରେ ତିଆରି କରାଯାଇଛି। ଆସନ୍ତା କିଛି ମାସ...

ପେଟେଣ୍ଟ ଅନୁମୋଦନ ସମୟ ସୀମା କମ କରିବାକୁ ଯୋଜନା କରୁଛନ୍ତି ସରକାର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପେଟେଣ୍ଟ ପାଇଁ ଦାଖଲ ହୋଇଥିବା ଆବେଦନଗୁଡିକର ଅନୁମୋଦନ ସମୟକୁ ଆହୁରି ହ୍ରାସ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହାକୁ ୭୨ମାସରୁ ୧୨ ରୁ ୨୪ ମାସକୁ ହ୍ରାସ କରାଯାଇସାରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri