ଜାତୀୟ

ଏମ୍ସ ସର୍ଭର ହ୍ୟାକରେ ଚାଇନା ହାତ, ଇଣ୍ଟରପୋଲର ସହାୟତା ନେବ ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ,୧୮।୧୨ : ଦିଲ୍ଲୀର ଏମ୍ଦ ହସ୍ପିଟାଲରେ ସାଇବର ଆକ୍ରମଣରେ ଚାଇନାର ହାତ ଥିବା ଜଣାପଡ଼ିବା ପରେ ଏବେ ଦିଲ୍ଲୀ ପୋଲିସ ସିବିଆଇକୁ ଚିଠି ଲେଖିଛି। ଇଣ୍ଟରପୋଲ ସହାୟତାରେ ଚାଇନା ହ୍ୟାକରଙ୍କ ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ଲୋଡିଛି। ଏକ ଏଫଆଇଆର୍‌...

ଦରକାର ନାହିଁ ମେଡ ଇନ ଚାଇନା: ତଓ୍ବାଙ୍ଗ ବିବାଦ ପରେ ଗ୍ରାହକ-ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ…

ନୂଆଦିଲ୍ଲୀ,୧୮।୧୨ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସହିତ ଚାଇନା ସୈନିକଙ୍କ ସଂଘର୍ଷ ପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି ଏବଂ ଚାଇନାରୁ ଆସୁଥିବା ଉତ୍ପାଦ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବାସ୍ତବରେ ସୀମା...

ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେରେ ଦୁଇଟି ବସ ମଧ୍ୟରେ ଧକ୍କା, ୩ ମୃତ ଅନେକେ ଆହତ

ନଏଡା.୧୮ ।୧୨: ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେରେ ରବିବାର ସକାଳେ ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨...

ମଦ ମାଫିଆ ଅନିଲ ସିଂ ଗିରଫ, ଅପରେଶନ କ୍ଲିନରେ ୨୭୧ ଆରେଷ୍ଟ

ପାଟନା,୧୮ ।୧୨: ଛତରା, ଶିୱାନ ଓ ବେଗୁସରାଇରେ ବିଶାକ୍ତ ମଦ ଯୋଗୁ ହେଉଥିବା ମୃତ୍ୟୁ ପରେ ଏବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଛତାର ପୋଲିସ ଦ୍ୱାରା ବିଶାକ୍ତ ମଦ କାରବାର ମାମଲାରେ ଜଣଙ୍କୁ ଗିରଫ କରାଯାଇଛି...

ଏକକ ଦେଓ୍ବାନୀ ସଂହିତା ପାଇଁ ଆଇନ ପ୍ରଣୟନ କରିପାରିବେ ରାଜ୍ୟ: ରିଜିଜୁ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିଷ୍ଠା ହେବା ପରଠୁ ରାମମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏକକ ଦେଓ୍ବାନୀ ସଂହିତା (ୟୁସିସି) ଆଣିବା ଏହାର ମୁଖ୍ୟ ନିର୍ବାଚନୀ କାର୍ଯ୍ୟସୂଚୀ ରହିଆସିଛି। ପ୍ରଥମ ଦୁଇଟି ପ୍ରତିଶ୍ରୁତି ପାଳନ ହୋଇସାରିଥିବାବେଳେ...

ଆଚାର ସଂହିତା ଉଲ୍ଲଂଘନର ଦୁଇଟି ମାମଲାରେ ରାଜ୍ୟମନ୍ତ୍ରୀ ସଞ୍ଜୟ ଗଙ୍ଗୱାର ଦଣ୍ଡିତ

ଲକ୍ଷ୍ନୌ,୧୮ ।୧୨: ଉତ୍ତର ପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ଥିବା ସଞ୍ଜୟ ସିଂ ଗଙ୍ଗୱାରଙ୍କୁ ଆଚାର ସଂହିତା ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଶନିବାର ତାଙ୍କୁ ଦୁଇଟି ମାମଲାରେ ୩-୩ ମାସର କାରାଦଣ୍ଡ ସହ ୨-୨ ହଜାର...

ପ୍ରତିରକ୍ଷା ମନ୍ତ୍ରଣାଳୟର ସମୀକ୍ଷା ରିପୋର୍ଟ-ଏଲଏସି. ଏଲଓସି ଉପରେ ସେନାର କଡା ନଜର, ପ୍ରସ୍ତୁତି ବି ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୮ ।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ଚାଇନା ଓ ଏହାର ସହଯୋଗୀ ପାକିସ୍ତାନର ସ୍ପଷ୍ଟ ସନ୍ଦର୍ଭ ଦେଇ କହିଛି ଭାରତୀୟ ସେନା ଆଧୁନିକିକରଣ ଓ ଶତ୍ରୁଙ୍କ ଆକ୍ରମଣକୁ ନେଇ ଉପୁଜିବାକୁ ଥିବା ସବୁ ସମସ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି । ସେନା...

ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା: ଆଇନ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୭।୧୨ : ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା ପଡ଼ି ରହିଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟରେ ନିର୍ବାଚନ ସମ୍ପର୍କିତ ୫୦୦ ମାମଲାର ବିଚାରାଧିନ ରହିଛି। ୨୦୨୦ରେ ଶୀର୍ଷକୋର୍ଟ ୧୩୦ ମାମଲାର...

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୪ କୋଟିରୁ ଅଧିକ ନାଗରିକଙ୍କ ତଥ୍ୟ ସାମିଲ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ବାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ସ୍ବାସ୍ଥ୍ୟ ହବ...

କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ଭାରତ ପାଖରେ ରହିଛି ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର…

ନୂଆଦିଲ୍ଲୀ,୧୭।୧୨ : ଦେଶର ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି ରହିଛି । କେନ୍ଦ୍ର ସରକାର ଶନିବାର ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ...

ତଓ୍ବାଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ୭ ପ୍ରଶ୍ନ: କେବେ କରିବେ ମନ୍‌ କି ବାତ୍‌…

ନୂଆଦିଲ୍ଲୀ,୧୭।୧୨ : ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଘେରିବା ଆରମ୍ଭ କରିଛି। କଂଗ୍ରେସ ପ୍ରବକ୍ତା ଜୟରାମ ରମେଶ ଶନିବାର ମୋଦିଙ୍କୁ ୭ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ମନ୍‌ କି...

ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ଭରସା ରଖନ୍ତୁ: ସିଜେଆଇ…

ନୂଆଦିଲ୍ଲୀ,୧୭।୧୨ : ଦେଶର ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ସମସ୍ତ ଜନସାଧାରଣ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ପୂର୍ବତନ ଆଡଭୋକେଟ ଜେନେରାଲ ସ୍ବର୍ଗୀୟ ଆଶୋକ ଦେଶାଇଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri