ଜାତୀୟ

‘ଭାରତୀୟ ଯବାନମାନେ ବାହାର ଶତ୍ରୁମାନଙ୍କୁ ସମ୍ଭାଳନ୍ତୁ, ଦେଶ ଭିତରେ ଥିବା ଶତ୍ରୁଙ୍କ କଥା ଆମେ ବୁଝିବୁ’

ଚଣ୍ଡିଗଡ଼,୧୭।୧୨: ଭାରତୀୟ ଯବାନଙ୍କର ତାଓ୍ବାଙ୍ଗରେ ଚାଇନା ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀଦଳର ନେତାଙ୍କ ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ। ଘଟଣାକୁ ନେଇ ଏଯାବତ ଚାଇନା ପକ୍ଷରୁ ଗୋଟିଏ ବି ବୟାନ...

‘ନୀତୀଶ ବିଳମ୍ବ କରନ୍ତୁ ନାହିଁ, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ’

ନୂଆଦିଲ୍ଲୀ,୧୭।୧୨: ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ବିହାରରେ ଯେଉଁ ଗଠବନ୍ଧନ ଅଛି ସେଥିରେ ଆର୍‌ଜେଡି ହେଉଛି ସବୁଠାରୁ ବଡ଼ ଦଳ। ଏଣୁ ନୀତୀଶ କୁମାର ତେଜସ୍ବୀ ଯାଦବଙ୍କୁ ଏବେଠାରୁ ମୁଖ୍ୟମନ୍ତ୍ରୀ କରିଦେବା ଉଚିତ। ଫଳରେ ତେଜସ୍ବୀଙ୍କ ପାଖରେ...

ବିଦେଶ ଗସ୍ତ ସଫଳ ରହିଛି, ବହୁ ଦେଶଙ୍କ ସହିତ ହୋଇଛି ଦ୍ୱିପାକ୍ଷିକ ବୈଠକ: ଜୟଶଙ୍କର…

ନୂଆଦିଲ୍ଲୀ,୧୭।୧୨ : ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ତାଙ୍କର ନ୍ୟୁୟର୍କ ଗସ୍ତ ଫଳପ୍ରଦ ହୋଇଛି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦ ମୁକାବିଲା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମନ୍ତ୍ରୀସ୍ତରୀୟ ବୈଠକରେ ବେଶ୍‌ ସଫଳ...

ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ: ସିଡିଏସ ଅନୀଲ ଚୌହ୍ବାନ…

ନୂଆଦିଲ୍ଲୀ,୧୭।୧୨ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ନେଇ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି ଯେ ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ ରହିଛି। ଲିପୁଲେଖ, ବାଦାହୋତି ଏବଂ ଅରୁଣାଚଳ ପ୍ରଦେଶରେ ଚାଇନା...

ରାହୁଲ ଚାଇନା-ପାକିସ୍ତାନକୁ କରୁଛନ୍ତି ସମର୍ଥନ: ନଡ୍ଡା…

ନୂଆଦିଲ୍ଲୀ,୧୭।୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଚାଇନା ଏବଂ ପାକିସ୍ତାନର ଭାଷା କହୁଛନ୍ତି। ଏହା ଚାଇନା ପାକିସ୍ତାନକୁ ସମର୍ଥନ କରିବା ଭଳି...

ଅନୀଲ ଦେଶମୁଖ ଜାମିନ ମାମଲା, ସୁପ୍ରିମ୍‌କୋର୍ଟରେ ସିବିଆଇ…

ନୂଆଦିଲ୍ଲୀ,୧୭।୧୨ : ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଡିସେମ୍ବର ୧୨ରେ ବମ୍ବେ ହାଇକୋର୍ଟ ୭୩...

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୧୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ...

ବିଲକିସ ବାନୋଙ୍କର ଗୋଟିଏ ଆବେଦନ ଖାରଜ…

ନୂଆଦିଲ୍ଲୀ,୧୭।୧୨ : ବିଲକିସ ବାନୋଙ୍କ ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ବିଲକିସ ବାନୋ ୨୦୦୨ ଗୁଜରାଟ ସାମ୍ପ୍ରଦାୟିକ ହିଂସା ସମୟରେ ତାଙ୍କୁ ଗଣ ବଳାତ୍କାର କରିଥିବା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ...

ଯବାନଙ୍କୁ କ୍ଷମା ମାଗନ୍ତୁ ରାହୁଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୭ ।୧୨: ଅରୁଣାଚଳ ପ୍ରଦେଶର ତୱାଂଗ ସେକ୍ଟରରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ...

ଡିସେମ୍ବର ୨୨ରେ ଆଫ୍‌ତାବଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ଜାମିନ ଆବେଦନ ଉପରେ ସାକେତ କୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଡିସେମ୍ବର ୨୨ରେ ପରବର୍ତ୍ତୀ...

ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ ଅଥବା...

ତୱାଙ୍ଗରେ ଚାଇନା ସହ ଉତ୍ତେଜନା ମଧ୍ୟରେ ଉତ୍ତର-ପୂର୍ବ ଗସ୍ତ କରିବେ ମୋଦି: ଶାହା ବି ହେବେ ସାମିଲ

ନୂଆଦିଲ୍ଲୀ,୧୭।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ଗସ୍ତ କରିବାକୁ ଯାଉଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦି ମେଘାଳୟର ଶିଲଂକୁ ଗସ୍ତ କରିବେ। ଶିଲଂରେ ଆୟୋଜିତ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri