ଜାତୀୟ

ଆରବିଆଇକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ ମିଳିଛି। ଗୁରୁବାର ଅପରାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ଇମେଲ ରୁଷୀୟ ଭାଷାରେ ପଠାଯାଇଥିଲା। ଏହି ମାମଲାରେ ମାତା ରମାବାଇ ମାର୍ଗ (MRA...

ଧର୍ମାନୁଷ୍ଠାନ ଉପରେ ରାୟ ଦିଅନାହିଁ: କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩ା୧୨:ଭାରତରେ ମଠ, ମନ୍ଦିର, ମସ୍‌ଜିଦ ଓ ଗିର୍ଜା ଭଳି ଉପାସନା ସ୍ଥଳଗୁଡ଼ିକର ଧର୍ମୀୟ ଚରିତ୍ରକୁ ବଜାୟ ରଖିବା ପାଇଁ ୧୯୯୧ରେ ଉପାସନା ସ୍ଥଳ (ସ୍ବତନ୍ତ୍ର ନିୟମ) ଆଇନ ପ୍ରଣୟନ କରାଯାଇଥିଲା। ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ନିର୍ମିତ ଧର୍ମାନୁଷ୍ଠାନଗୁଡ଼ିକରେ ସ୍ଥିତାବସ୍ଥା...

ହସ୍ପିଟାଲରେ ଭୟାଭୟ ଅଗ୍ନିକାଣ୍ଡ, ୭ ମୃତ ଆଶଙ୍କା

ଚେନ୍ନାଇ, ୧୨।୧୨: ଗୁରୁବାର ଦକ୍ଷିଣ ତାମିଲନାଡୁ ଡିଣ୍ଡିଗୁଲ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ଚାରି ମହଲା ବିଶିଷ୍ଟ ଡାକ୍ତରଖାନା ଲିଫ୍ଟରେ...

ନେପାଳ ସେନା ମୁଖ୍ୟଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ

ନୂଆଦିଲ୍ଲୀ,୧୨।୧୨: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେପାଳ ସେନା ମୁଖ୍ୟ ଅଶୋକ ରାଜ୍‌ ସିଗଦେଲଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ ପ୍ରଦାନ କରିଛନ୍ତି। ଭାରତ ଓ ନେପାଳ ମଧ୍ୟରେ ରହିଥିବା ଦୀର୍ଘ...

‘ସିଇ୨୦’ କ୍ରାୟୋଜେନିକ୍‌ ଇଞ୍ଜିନର ସଫଳ ପରୀକ୍ଷଣ

ଚେନ୍ନାଇ, ୧୨।୧୨:ମଣଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ)କୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତାମିଲନାଡ଼ୁର ମହେନ୍ଦ୍ରଗିରୀସ୍ଥିତ ପ୍ରପଲ୍‌ସନ କମ୍ପଲେକ୍ସରୁ ଇସ୍ରୋ ବହୁ ପ୍ରତୀକ୍ଷିତ ସ୍ବେଦେଶୀ ‘ସିଇ୨୦’ କ୍ରାୟୋଜେନିକ୍‌ ଇଞ୍ଜିନର ସଫଳ ସି ଲେଭଲ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ସମୟରେ...

ଆମେ ମୁଣ୍ଡ ନୁଆଁଇବୁ ନାହିଁ: ଧନକରଙ୍କୁ ଖୋଲାଖୋଲି ଶୁଣାଇଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଉତ୍ତେଜନା ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ସର୍ବଦା ଦୁଇଟି ଚକ ଉପରେ ଚାଲିଥାଏ। ଗୋଟିଏ ଚକ ଶାସକ ଦଳ ଏବଂ ଅନ୍ୟଟି ହେଉଛି...

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଳୀ,୧୨।୧୨: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ବୁଧବାର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ‘ଗୋଟିଏ ଦେଶ,...

ଗୁରୁବାରରେ ମହିଳାଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ସରକାର: ଏଣିକି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୧୨।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ ଏଏପି ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପୂରଣ ହୋଇଛି। କେଜ୍‌ରିୱାଲ ଗୁରୁବାରରେ ‘ମହିଳା ସମ୍ମାନ...

ସଂସଦରେ କଲେଜ୍‌ ଛାତ୍ରଙ୍କ ଭଳି ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧୀ: ଜେପି ନଡା

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ମୁଖ୍ୟ ଜେପି ନଡା ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍‌ କରିଛନ୍ତି। ସଂସଦରେ ଉପରାଷ୍ଟ୍ରପତିଙ୍କ ନକଲ କରିବାକୁ ସାଂସଦମାନଙ୍କୁ ପ୍ରବର୍ତ୍ତାଇବା ଦେଖି ନଡା ରାହୁଲ...

ଏନକାଉଣ୍ଟରରେ ଟଳିପଡ଼ିଲେ ୭ ମାଓବାଦୀ

ରାୟପୁର,୧୨।୧୨: ଛତିଶଗଡର ଦାନ୍ତେୱାଡା ଜିଲା ସୀମାରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। କୁହାଯାଉଛି ଯେ,...

ସଡ଼କ ଦୁର୍ଘଟଣାକୁ ନେଇ ସଂସଦରେ ରିପୋର୍ଟ ଉପସ୍ଥାପନ ବେଳେ କାହିଁକି ଭାବୁକ ହେଲେ ଗଡ଼କରୀ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଲୋକ ସଭାରେ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଭାରତର ରେକର୍ଡ ଏତେ ଖରାପ ଯେ ଏହାକୁ ବିଶ୍ୱ ସମ୍ମିଳନୀରେ ଲୁଚାଇବାକୁ ପଡୁଛି। ଗୃହରେ ପ୍ରଶ୍ନ କାଳ ସମୟରେ...

ସଂସଦ ପରିସରରେ ସୋନିଆଙ୍କ ପୋଷ୍ଟର ନେଇ ଗର୍ଜିଲେ ଗିରିରାଜ

ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତକାଳୀନ ଅଧିବେଶନରେ ହଙ୍ଗାମା ଚାଲିଛି। ଅନେକ ପ୍ରସଙ୍ଗରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଜାରି ରହିଛି। ଗୃହ ଆରମ୍ଭରୁ ଗୌତମ ଆଦାନୀ ଏବଂ ଜର୍ଜ ସୋରୋସଙ୍କ ପ୍ରସଙ୍ଗ ଛରଇ ରହିଛି। ଏହି ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri