ଜାତୀୟ

ବିହାରରେ ଥମୁନି ବିଷାକ୍ତ ମଦ ପ୍ରକୋପ: ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି

ପାଟନା,୧୭।୧୨: ବିହାରରେ ବିଷାକ୍ତ ମଦର ପ୍ରକୋପ ଥମିବାର ନା ନେଉନି। ଛପରା ଜିଲାରେ ବିଷାକ୍ତ ମଦ ପିଇ ମୃତ୍ୟୁସଂଖ୍ୟା ଏବେ ୭୦କୁ ବୃଦ୍ଧି ପାଇଛି। ଛପରା ବ୍ୟତୀତ ସାରନ, ସିଓ୍ବାନ ଏବଂ ବେଗୁସରାୟରେ ମଧ୍ୟ ମଦ ପିଇ ଅନେକ ଲୋକଙ୍କ...

ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ: ଅଧ୍ୟକ୍ଷତା କରିବେ ଶାହା

କୋଲକାତା,୧୭।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପୂର୍ବାଞ୍ଚଳ ଜୋନାଲ ପରିଷଦରେ ଆସୁଥିବା ପଶ୍ଚିମବଙ୍ଗ, ବିହାର,ଝାଡଖଣ୍ଡ, ଓଡିଶା ଏବଂ ସିକିମ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ କରିବେ। ବୈଠକଟି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆୟୋଜନ କରାଯାଉଛି। ତେବେ ଅମିତ ଶାହା ବୈଠକରେ...

ଭୟଙ୍କର ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୧୭।୧୨: ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଘରର ମାଲିକ, ଘରେ ରହୁଥିବା ଶିବୟା (୫୦), ତାଙ୍କ ସ୍ତ୍ରୀ...

ନିର୍ଭୟା ପାଣ୍ଠିର ଅଧା ବିନିଯୋଗ ହୋଇଛି

ନୂଆଦିଲ୍ଲୀ ,୧୭।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୧୦ ବର୍ଷ ବିତିଛି। ହେଲେ ରାଜଧାନୀର ମହିଳାମାନଙ୍କ ପାଇଁ କିଛି ବଦଳି ନ ଥିବା ନିର୍ଭୟାର ମାଆବାପା କହିଛନ୍ତି। ଏଠାରେ ଅନେକ ମହିଳା ଯୌନ ଉତ୍ପୀଡ଼ନର ଶିକାର ହେଉଥିବା...

ଭାଜପାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ସହ ବିଲାୱଲ ଭୁଟ୍ଟୋଙ୍କ କୁଶ ପୁତ୍ତଳିକା କରାଯିବ ଦାହ

ନୂଆଦିଲ୍ଲୀ,୧୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପକ୍ଷରୁ ଦିଆଯାଇଥିବା ଅପମାନଜନକ ଟିପ୍ପଣୀ ବିରୋଧରେ, ଶନିବାର ଅର୍ଥାତ୍ ୧୭ ଡିସେମ୍ବରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ...

‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ସମାଲୋଚନା କରିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ...

ଟ୍ରେନ୍‌ରୁ ଡେଇଁ ୨ ନାବାଳକଙ୍କ ମୃତ୍ୟୁ

କୋଚି,୧୭।୧୨: କେରଳର କୋରାଟ୍ଟି ରେଳଷ୍ଟେଶନ ନିକଟରେ ୨ ଜଣ ନାବାଳକ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇଯିବାକୁ ଉଦ୍ୟମ କରୁଥିବାବେଳେ ଖସିପଡ଼ି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ କୋରାଟ୍ଟିର କୃଷ୍ଣକୁମାର(୧୭) ଏବଂ ସଞ୍ଜୟ (୧୬)। ରାତି ୩ଟାରେ ଟ୍ରେନ୍‌ଟି କୋରାଟ୍ଟି ଷ୍ଟେଶନରେ ନ...

ସ୍କୁଲ ବସ୍‌ରେ ହୃଦ୍‌ଘାତ: ଛାତ୍ରଙ୍କ ମୃତ୍ୟୁ

ଭିନ୍ଦ୍‌ ,୧୭।୧୨: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାରେ ସ୍କୁଲ୍‌ ବସ୍‌ରେ ଯାଉଥିବା ଜଣେ ୧୨ ବର୍ଷର ଛାତ୍ର ହଠାତ୍‌ ମୂର୍ଚ୍ଛା ଯିବା ପରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ହୃଦ୍‌ଘାତ ମୃତ୍ୟୁରେ ସେ ସର୍ବକନିଷ୍ଠ ହୋଇପାରନ୍ତି ବୋଲି ତାଙ୍କୁ ଚିକିତ୍ସା...

ଲିଙ୍ଗାୟତ ସନ୍ଥ ଆତ୍ମହତ୍ୟା ପଛରେ ମହିଳା ଭକ୍ତ

ରାମନଗର(କର୍ନାଟକ),୧୭।୧୨: କର୍ନାଟକ ରାମନଗର ଜିଲାର କଞ୍ଚୁଗାଲ ବନ୍ଦେ ମଠ ମହନ୍ତ ବାସବଲିଙ୍ଗା ଶ୍ରୀ ସ୍ବାମୀଜୀ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ ସ୍ଥାନୀୟ କୋର୍ଟରେ ଶୁକ୍ରବାର ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଆତ୍ମହତ୍ୟା ପଛରେ ମହିଳା ଭକ୍ତ ନୀଳମ୍ବିକେଙ୍କ ଭୂମିକା...

ୱାଇଏସଆରସିପି-ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

ଅମରାବତୀ,୧୭ ।୧୨: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛି । ପଲନାଡୁ ଜିଲାର ମାଚେରଲାରେ ଏହି ଘଟଣା ଘଟିଛି...

ବ୍ଲାକ୍‌ମେଲ୍‌ର ମାଧ୍ୟମ ହୋଇପାରେ ପିଆଇଏଲ୍‌

ନୂଆଦିଲ୍ଲୀ ,୧୭।୧୨(ଆଇଏଏନ୍‌ଏସ୍‌): ଭିତ୍ତିଭୂମି ପ୍ରକଳ୍ପ ପ୍ରସଙ୍ଗରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ବ୍ଲାକ୍‌ମେଲ୍‌ର ମାଧ୍ୟମ ହୋଇପାରେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଟିପ୍ପଣୀ ଦେଇଛନ୍ତି। ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପିଆଇଏଲ୍‌ ଦ୍ୱାରା ସର୍ବାଧିକ ଟାର୍ଗେଟ କରାଯାଉଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌...

ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚାଇନା, ଆମ ସରକାର ନିଦରେ: ରାହୁଲ ଗାନ୍ଧୀ

ଜୟପୁର,୧୬।୧୨: ଭାରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଠାରେ ସେ ଚାଇନା ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ମାମଲାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri