ଜାତୀୟ

ଲିଙ୍ଗାୟତ ସନ୍ଥ ଆତ୍ମହତ୍ୟା ପଛରେ ମହିଳା ଭକ୍ତ

ରାମନଗର(କର୍ନାଟକ),୧୭।୧୨: କର୍ନାଟକ ରାମନଗର ଜିଲାର କଞ୍ଚୁଗାଲ ବନ୍ଦେ ମଠ ମହନ୍ତ ବାସବଲିଙ୍ଗା ଶ୍ରୀ ସ୍ବାମୀଜୀ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ ସ୍ଥାନୀୟ କୋର୍ଟରେ ଶୁକ୍ରବାର ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଆତ୍ମହତ୍ୟା ପଛରେ ମହିଳା ଭକ୍ତ ନୀଳମ୍ବିକେଙ୍କ ଭୂମିକା...

ୱାଇଏସଆରସିପି-ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

ଅମରାବତୀ,୧୭ ।୧୨: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛି । ପଲନାଡୁ ଜିଲାର ମାଚେରଲାରେ ଏହି ଘଟଣା ଘଟିଛି...

ବ୍ଲାକ୍‌ମେଲ୍‌ର ମାଧ୍ୟମ ହୋଇପାରେ ପିଆଇଏଲ୍‌

ନୂଆଦିଲ୍ଲୀ ,୧୭।୧୨(ଆଇଏଏନ୍‌ଏସ୍‌): ଭିତ୍ତିଭୂମି ପ୍ରକଳ୍ପ ପ୍ରସଙ୍ଗରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ବ୍ଲାକ୍‌ମେଲ୍‌ର ମାଧ୍ୟମ ହୋଇପାରେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଟିପ୍ପଣୀ ଦେଇଛନ୍ତି। ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପିଆଇଏଲ୍‌ ଦ୍ୱାରା ସର୍ବାଧିକ ଟାର୍ଗେଟ କରାଯାଉଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌...

ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚାଇନା, ଆମ ସରକାର ନିଦରେ: ରାହୁଲ ଗାନ୍ଧୀ

ଜୟପୁର,୧୬।୧୨: ଭାରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଠାରେ ସେ ଚାଇନା ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ମାମଲାରେ...

କୋର୍ଟରେ ଜାମିନ ପାଇଁ ଆବେଦନ କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଫ୍‌ତାବ ପୁନାଓ୍ବାଲା ବର୍ତ୍ତମାନ ତିହାର ଜେଲରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ନୂତନ ପଇଁତରା ଆପଣାଇଛନ୍ତି। ଏହି ମାମଲାରେ ହତ୍ୟାକାରୀ ଆଫତାବ ପୁନାୱାଲା ଦିଲ୍ଲୀର...

ସଂସଦର ଶିଢ଼ିରୁ ଖସିପଡ଼ିଲେ ଥରୁର: ବାମ ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଦୁର୍ଘଟଣାର ଶିକାର ହୋଇଛନ୍ତି। ସଂସଦର ଶିଢ଼ିରୁ ଖସିପଡ଼ି ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଥରୁର ଶୁକ୍ରବାର  ଗୃହ କାର୍ଯ୍ୟରେ ଯୋଗଦେଇପାରିନାହାନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ବିଶ୍ରାମ କରୁଛନ୍ତି।...

ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ ସହଜରେ ଗ୍ରହଣ କରେନାହିଁ। କାରଣ ସେମାନେ ଆଖିରେ ଆଖି ମିଶାଇ କଥା ହେବା...

୩ଶହ ଟଙ୍କା ପାଇଁ ବଡ଼ ଭାଇ ନେଲା ଜୀବନ

ଭୋପାଳ,୧୬।୧୨: କୁହାଯାଏ ଭାଇ ଭାଇଠାରୁ କେହି ମିତ୍ର ନାହିଁ ଭାଇ ଭାଇଠାରୁ କେହି ଶତ୍ରୁ ନାହିଁ। କିଛି ଏଭଳି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲରେ। ବୈତୁଲରେ ୩ଶହ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହେବା...

ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ୍‌ ମୋଦିଙ୍କ ସହ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା...

ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ: କମ୍ପାନୀ ଅଧିକାରୀଙ୍କ ଦାବି ଭୁଲରେ ଭାରତର କଫ ସିରପର ନାଁ ଯୋଡିଥିଲା ଡବ୍ଲୁଏଚଓ

ନୂଆଦିଲ୍ଲୀ/ବନଜୁଲ,୧୬ ।୧୨: ୱେଷ୍ଟ ଆଫ୍ରିକା ଦେଶ ଗାମ୍ବିଆରେ ହୋଇଥିବା ୬୬ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ ସିରଫ ଦାୟୀ ବୋଲି ପ୍ରଥମେ ଅଭିଯୋଗ ଆଣିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏବେ ମେଡେନ ଫାର୍ମାର କଫ ଔଷଧର...

ପ୍ରଥମ ମହଲାରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଫିଙ୍ଗିଦେଲେ ଶିକ୍ଷୟିତ୍ରୀ

ଦିଲ୍ଲୀ,୧୬।୧୨: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନ ମଡେଲ ବସ୍ତିରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାର୍ଯ୍ୟରତ ଶିକ୍ଷୟିତ୍ରୀ ଜଣକ ପ୍ରଥମ ମହଲାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ତ୍ୱଓ୍ବାଙ୍ଗ ସଂଘର୍ଷ ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ

କୋଲକାତା,୧୬।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତାଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଶୁକ୍ରବାର ବିଜୟ ଦିବସର ୫୧ତମ ବାର୍ଷିକୀ ଅବସରରେ କୋଲକାତାରେ ପୁଷ୍ପମାଲ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri