ଜାତୀୟ

ଆସାମ ଗାମୋଚାକୁ ଜିଆଇ ଟ୍ୟାଗ୍‌

ଗୁଆହାଟି,୧୫।୧୨: ଆସାମର ଗାମୋଚାକୁ ଭୌଗୋଳିକ ସାଙ୍କେତିକ (ଜିଆଇ) ମାନ୍ୟତା ମିଳିଛି। ଆସାମର ସଂସ୍କୃତିକୁ ଦର୍ଶାଉଥିବା ଗାମୋଚାକୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ମଙ୍ଗଳବାର କେନ୍ଦ୍ରୀୟ ଅର୍ଥନୀତି ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଟୁଇଟରରେ ପୋଷ୍ଟ...

୩୭୦ ଉଚ୍ଛେଦର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୨: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଶିକ୍ଷାବିତ୍‌ ତଥା ଲେଖକ ରାଧା କୁମାର ଉକ୍ତ...

ଖଣ୍ଡପୀଠ ତ୍ୱରିତ ଗଠନ ହେବ ନାହିଁ: ସୁପ୍ରିମକୋର୍ଟରେ ବିଲ୍‌କିସ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୫ା୧୨: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା ଘଟଣାରେ ଦୋଷୀସାବ୍ୟସ୍ତ ୧୧ ଜଣଙ୍କୁ ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ମୁକ୍ତ କରିଦେବା ମାମଲାର ଶୁଣାଣି ପାଇଁ ଶୀଘ୍ର ଖଣ୍ଡପୀଠ...

ମୋ ସ୍ବାମୀଙ୍କୁ ସିବିଆଇ ମାରିଦେଇଛି

କୋଲକାତା,୧୫ା୧୨: ଗତ ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗସ୍ଥିତ ବୀରଭୂମ ଜିଲା ରାମପୁରହାଟରେ ଅଭାବନୀୟ ଘଟଣା ଘଟିଥିଲା। ବୋରତୁଲ ଗ୍ରାମରେ ଭୋରରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁ ଓ ଅନ୍ୟ ୭ ଜଣଙ୍କ ମୃତଦେହ ଜବତ ହୋଇଥିବାବେଳେ ଆଉ ଜଣେ ଆହତ...

ଜୟପୁର ବାଳ ସୁଧାର ଗୃହରୁ ୬ କଏଦୀ ଫେରାର

ଜୟପୁର,୧୫ ।୧୨; ରାଜସ୍ଥାନ ଜୟପୁରର ଟ୍ରାନ୍ସପୋର୍ଟ ନଗର ଥାନା ଅଞ୍ଚଳରେ ଥିବା ବାଳ ସୁଧାର ଗୃହରୁ ମଙ୍ଗଳବାର ରାତିରେ ୬ ଜଣ କଏଦି ଫେରାର ହୋଇଯାଇଛନ୍ତି । ଟ୍ରାନ୍ସପୋର୍ଟ ନଗର ଥାନାର ଥାନାଧିକାରୀ ଅବଦୁଲ ୱାହିଦ ବୁଧବାର କହିଛନ୍ତି ବାଳ...

ହାଇକୋର୍ଟ ବେଞ୍ଚ ହେବ ନାହିଁ

ନୂଆଦିଲ୍ଲୀ,୧୫।୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଚାଲିଥିବା ଆନ୍ଦୋଳନ ଏବଂ ବିକ୍ଷୋଭରେ ଯବନିକା ପଡ଼ିଛି। ଆଇନଜୀବୀଙ୍କ ଏହି ଦାବି ପ୍ରତି ସର୍ବୋଚ୍ଚ ଅଦାଲତ ବୁଧବାର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଟେକ୍ନୋଲୋଜିର ବହୁଳ ବ୍ୟବହାର ଆଇନଜୀବୀଙ୍କ...

ପାକିସ୍ତାନକୁ ଚୁପ କରାଇଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୧୫ ।୧୨: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ବୁଧବାର ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଯେଉଁ ଦେଶ ଅଲ-କାଏଦା ଆତଙ୍କବାଦୀ ଓସାମା ବିନ...

ସମାଧାନ ରାସ୍ତାରେ ହୁଏ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧୨: ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀର ସଂସଦ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ...

ଭାଜପା ନେତାଙ୍କ କାର୍ଯ୍ୟକ୍ରମରେ ଦଳାଚକଡା: ୩ ମୃତ

କୋଲକତା,୧୪।୧୨: ପଶ୍ଚିମବଙ୍ଗର ଆସାନସୋଲରେ ଭାଜପା ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସମୟରେ ବୁଧବାର ଦଳଚକଡା ହୋଇଛି। ଏଥିରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ ଜଣ ଆହତ...

ଏସିଡ ମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ଏସିଡ ମାଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଡିସିପି ଏମ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ବୁଧବାର ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ...

ଆଶ୍ୱାସନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୁଦ୍ରାସ୍ଫୀତିକୁ ନେଇ ଲୋକ ସଭାରେ ଆଶ୍ୱାସନା ଦେଇଛନ୍ତି। ମୁଦ୍ରାସ୍ଫୀତି ଆହୁରି ହ୍ରାସ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଲୋକ ସଭାରେ ମୁଦ୍ରାସ୍ଫୀତିକୁ ନେଇ ଆଲୋଚନା ବେଳେ ସୀତାରମଣ...

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ହାସ୍ୟ ଅଭିନେତା କୁନାଲ କାମ୍‌ରା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନ ଦେଇ ଯାଉଛି। ବୁଧବାର ହାସ୍ୟ ଅଭିନେତା କୁନାଲ କାମ୍‌ରା ଏହି ଯାତ୍ରାରେ ଭାଗ ନେଇଥିଲେ। ସେ ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରା କରିଥିଲେ। କଂଗ୍ରେସର ଏହି ପଦଯାତ୍ରା ୨୧ ଡିସେମ୍ବରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri