ଜାତୀୟ

ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ...

ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ଅବସରରେ ସ୍ମାରକ ମୁଦ୍ରା-ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୧୨ : ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ମାରକ ମୁଦ୍ରା ଏବଂ ଡାକ ଟିକଟ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅବସରରେ ମୁଁ ସମସ୍ତ...

ପିଏମ୍‌ କେୟାର୍ସ ଫଣ୍ଡକୁ ମାର୍ଚ୍ଚ ସୁଦ୍ଧା ମିଳିଛି ୧୩ ହଜାର କୋଟିରୁ ଅଧିକ, ୬୦ ପ୍ରତିଶତ କରୋନା ଲଢ଼େଇରେ ଖର୍ଚ୍ଚ…

ନୂଆଦିଲ୍ଲୀ,୧୩।୧୨ : ପିଏମ୍‌ କେୟାର୍ସ ଫଣ୍ଡକୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୧୩ ହଜାର କୋଟିରୁ ଅଧିକ ଟଙ୍କା ଆସିଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାୟ ୫,୪୦୦ କୋଟି ଟଙ୍କା ଫଣ୍ଡରେ ରହିଛି। ଅନ୍ୟ ୬୦ ପ୍ରତିଶତ ଟଙ୍କା...

ଦିଲ୍ଲୀ ନିର୍ଦ୍ଦେଶରେ ଚାଲିଛି ମେଘାଳୟ-ଆସାମ ସରକାର: ମମତାଙ୍କ ଅଭିଯୋଗ…

ଶିଲଂ,୧୩।୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶିଲଂ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ନିର୍ଦ୍ଦେଶରେ ମେଘାଳୟ-ଆସାମ ସରକାର କାର୍ଯ୍ୟ କରୁ୍‌ଛନ୍ତି। ମମତା କହିଛନ୍ତି, ମେଘାଳୟ ସରକାର ଆସାମ...

ସୋସିଆଲ ମିଡ଼ିଆ ଯୋଗୁ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ…

ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଦେଶରେ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦ ବିସ୍ତାର କରିବାର ବିପଦ ବର୍ତ୍ତମାନ ବହୁତ ଅଧିକ। ଯାହା ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି। ଲୋକ ସଭାରେ...

ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବାକୁ କେରଳ ସରକାର ପ୍ରସ୍ତୁତ: ବିଧାନସଭାରେ ପାରିତ ହେଲା ବିଲ୍‌

ଥିରୁଭାନନ୍ତପୁରମ,୧୩।୧୨: କେରଳରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବା ପାଇଁ ପିନରାଇ ବିଜୟନଙ୍କ ସରକାର...

ଅନୁଚ୍ଛେଦ ୩୭୦ ହଟିବା ପରେ ୭୫ କମିଛି ଅନୁପ୍ରବେଶ ଘଟଣା…

ନୂଆଦିଲ୍ଲୀ,୧୩।୧୨ : ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମା ପାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଏଠାରେ ସେନା ପାଇଁ ଏକ ବଡ଼ ଆହ୍ବାନ ରହିଛି। ସୀମା ଆରପାରିରୁ କାଶ୍ମୀରକୁ...

ତେଜସ୍ବୀଙ୍କ ନେତୃତ୍ୱରେ ଲଢ଼ାଯିବ ୨୦୨୫ ବିଧାନସଭା ନିର୍ବାଚନ: ନୀତୀଶ…

ପାଟନା,୧୩।୧୨ : ବିହାରରୁ ବଡ ଖବର ଆସିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ରାଜ୍ୟରେ ୨୦୨୫ରେ ବିଧାନସଭା ନିର୍ବାଚନ ମିଳିତ...

ନୂଆବର୍ଷରେ ଦିଲ୍ଲୀବାସୀଙ୍କୁ କେଜ୍‌ରିଓ୍ବାଲଙ୍କ ଭେଟି

ନୂଆଦିଲ୍ଲୀ,୧୩।୧୨: ନୂଆବର୍ଷରେ ରାଜ୍ୟ ସରକାର ଦିଲ୍ଲୀବାସୀଙ୍କୁ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ଲୋକଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଓ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସରକାର ଚିନ୍ତା କରିବା ସହ ଏକ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆ...

ଜାତିଗତ ଜନଗଣନା ପାଇଁ ୩ ରାଜ୍ୟ ସରକାର କରିଛନ୍ତି ଅନୁରୋଧ : ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର…

ନୂଆଦିଲ୍ଲୀ,୧୩।୧୨ : ଜାତିଗତ ଭୋଟ ଗଣନାକୁ ନେଇ ଅନେକ ରାଜନୈତିକ ଦଳ ପ୍ରାୟତଃ କେନ୍ଦ୍ର ସରକାରଙ୍କୁ ଘେରି ରହିଥାନ୍ତି। ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଠାରୁ ବିହାରର ଲାଲୁ ଯାଦବ ପର୍ଯ୍ୟନ୍ତ ଏହା ଦାବି କରିଛନ୍ତି। ଏଥି ସହିତ...

ଭାରତର ଆକାଶ ସୀମାରେ ଅନୁପ୍ରବେଶ ଜାରି ରଖିଛି ଚାଇନା ବିମାନ…

ନୂଆଦିଲ୍ଲୀ,୧୩।୧୨ : ଡିସେମ୍ବର ୯ ରେ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପୁଣିଥରେ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି। ତେବେ କୁହାଯାଉଛି ଯେ ଚାଇନ ଲଗାତାର ଦୀର୍ଘ ଦିନ...

ବାପାଙ୍କୁ ୩୨ ଖଣ୍ଡ କଲେ ପୁଅ

ବେଙ୍ଗାଲୁରୁ, ୧୩।୧୨: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କର୍ନାଟକର ବାଗାଲକୋଟରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ହତ୍ୟା କରି ଶରୀରରକୁ ୩୨ ଖଣ୍ଡରେ କାଟି ଦେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri