ଜାତୀୟ

ଚାଇନାର ସାଇବର ଆକ୍ରମଣ ମଧ୍ୟରେ ଆଲର୍ଟରେ ସରକାର: କର୍ମଚାରୀଙ୍କ ପାଇଁ ଜାରି କଲେ ଏସ୍‌ଓପି

ନୂଆଦିଲ୍ଲୀ,୧୩।୧୨: ଚାଇନା କେବଳ ସୀମାରେ ନୁହେଁ, ସାଇବର ଆକ୍ରମଣ ମାଧ୍ୟମରେ ବି ଭାରତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ନିକଟରେ ଦିଲ୍ଲୀ ଏମ୍ସରେ ସର୍ଭର ହ୍ୟାକର ଖବର ସାମ୍ନାକୁ ଆସିଥିଲା। କ୍ରମାଗତ ଭାବେ ସାଇବର ଆକ୍ରମଣ ମାମଲା ଆସିବା ପରେ...

ଅପରାଧ ଆଉ ରାଜନୀତି ମଧ୍ୟରେ ବଢୁଛି ବନ୍ଧୁତା

ନୂଆଦିଲ୍ଲୀ,୧୩ ।୧୨: ରାଜନୀତିରେ ଏବେ ଅପରାଧି ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୯୮୦ ଦଶକରୁ ରାଜନୀତିରେ ଅପରାଧିଙ୍କ ଏଣ୍ଟ୍ରି ପରଠାରୁ ଧିରେ ଧିରେ ଏହା ବ୍ୟାପକ ରୂପ ନେଲାଣି । ଅପରାଧିଙ୍କୁ ରାଜନୀତି କରିବାକୁ ରୋକିବା ଲାଗି ବହୁ...

ବିଲକିସ ବାନୋ ମାମଲାରୁ ନିଜକୁ ଅଲଗା କଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୧୩।୧୨ : ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ନିଜକୁ ଏହି ମାମଲାରୁ...

ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ, ତେଜସ୍ୱୀଙ୍କୁ ଆଗକୁ ବଢାଇ ଭାଜପାକୁ ହରାଇବାର ରହିଛି ଲକ୍ଷ୍ୟ: ନୀତୀଶ

ପାଟନା, ୧୩ ।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମହାମେଣ୍ଟର ସମସ୍ତ ଦଳର ବିଧାୟକ ଓ ବିଧାନ ପରିଷଦର ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଆଡକୁ...

କ୍ଷମତାଠାରୁ ଅଧିକ ଯାତ୍ରୀ ନେବା ହେଲା କାଳ

କାଠମାଣ୍ଡୁ,୧୩।୧୨: ନେପାଳର ଜାଜରକୋଟ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏକ ବୋଲେରୋ ଜିପ୍‌ ଚେଡାଗାର୍ଡ ପୌରାଞ୍ଚଳର ଲଓ୍ବୋ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

ଦିଲ୍ଲୀ ପରେ ମୁମ୍ବାଇର ବାୟୁ ପ୍ରଦୂଷଣ: ଫୁସ୍‌ଫୁସ୍‌ ହେଉଛି ସଂକ୍ରମିତ

ମୁମ୍ବାଇ,୧୩।୧୨: ରାଜଧାନୀ ଦିଲ୍ଲୀ ପରେ ବର୍ତ୍ତମାନ ମୁମ୍ବାଇରେ ବାୟୁ ପ୍ରଦୂଷିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଏକ ମାସ ହେଲା ମୁମ୍ବାଇର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ମହାନଗରର ଅବସ୍ଥା ମଧ୍ୟ ଦିଲ୍ଲୀର ଅବସ୍ଥା ଭଳି ରହିଛି।...

‘ମୋଦି ସରକାର ଥିବା ଯାଏ କେହି ବି ଭାରତରୁ ଇଞ୍ଚେ ଜମି ନେଇପାରିବେ ନାହିଁ’

ନୂଆଦିଲ୍ଲୀ,୧୩।୧୨: ଭାରତ ଓ ଚାଇନା ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ହିଂସାକାଣ୍ଡ ପରେ ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ସମୟରେ...

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚାଇନାଠାରୁ ନେଇଥିଲା ଟଙ୍କା: ଅମିତ ଶାହା

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚାଇନା ସୈନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପାର୍ଲାମେଣ୍ଟରେ ବିରୋଧୀମାନେ ସରକାରଙ୍କୁ ଘେରି ରହିଛନ୍ତି। ଏହି ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ମଙ୍ଗଳବାର ଗୃହରେ ଅମିତ ଶାହା ରାଜୀବ...

ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି...

ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ,୧୩।୧୨: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଫୋନ୍‌ରେ ଜୀବନରୁ ମାରିଦେବାକୁ ଧମକ ମିଳିଛି। କଲ୍‌ କରିଥିବା ବ୍ୟକ୍ତି ପାଓ୍ବାରଙ୍କୁ ସିଲଭର ଓକ୍‌ରେ ଫୋନ୍‌ରେ ଧମକ ଦେଇଥିବା ଜଣାପଡ଼ିଛି। କଲ୍‌ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହେବା ସହ ମୁମ୍ବାଇ ଆସି...

ତଓ୍ବାଙ୍ଗ ସଂଘର୍ଷକୁ ନେଇ ସଂସଦରେ ଉତ୍ତର ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ମଙ୍ଗଳବାର ସଂସଦର ଉଭୟ ଗୃହରେ ହଟ୍ଟଗୋଳ ଜାରି ରହିଛି। ଇତିମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକ ସଭାରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri