ଜାତୀୟ

ତଓ୍ବାଙ୍ଗ ସଂଘର୍ଷକୁ ନେଇ ସଂସଦରେ ଉତ୍ତର ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ମଙ୍ଗଳବାର ସଂସଦର ଉଭୟ ଗୃହରେ ହଟ୍ଟଗୋଳ ଜାରି ରହିଛି। ଇତିମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକ ସଭାରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି।...

ତଓ୍ବାଙ୍ଗ ସଂଘର୍ଷକୁ ନେଇ ଗୃହରେ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀ ମୋଦି ଡକାଇଲେ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଗତ ଡିସେମ୍ବର ୯ତାରିଖ ରାତିରେ ଭାରତ ଓ ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ସଂସଦର ୨ଗୃହରେ ହଟ୍ଟଗୋଳ ହୋଇଛି। କଂଗ୍ରେସ, ଆରଜେଡି, ଟିଏମ୍‌ସି, ଏଏପି ସମେତ...

ଚାଇନା ସହ ମୁହାଁମୁହିଁ ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୧୩।୧୨: ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗରେ ବିରୋଧୀ ଦଳ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ଉଭୟ ଗୃହରେ ବିରୋଧର ହଙ୍ଗାମା ଜାରି ରହିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଲୋକ ସଭା ପ୍ରକ୍ରିୟା ଦିନ...

ଭାରତ-ଚାଇନା ସଂଘର୍ଷର ସାଟେଲାଇଟ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ,୧୩।୧୨: ପୂର୍ବ ଲଦାଖକୁ ଲାଗିଥିବା ଏଲଏସି ଉପରେ ଥିବା ଟେନସନ ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଚାଇନା ଏବେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଅନୁପ୍ରବେଶ ଆରମ୍ଭ କରିଛି। ଭାରତୀୟ ସେନାର ଦୃଢତା କାରଣରୁ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶର...

ଅରୁଣାଚଳ ପ୍ରଦେଶ ଭାରତର ଅଂଶ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ପୁଣି ଝଗଡା ଲାଗିଛି। ଏନେଇ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପ୍ରାଚୀନ କାଳରୁ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସୁଛି। ଭାରତ...

ସରକାରୀ କର୍ମଚାରୀଙ୍କୁ ୧୫ ବର୍ଷ ପୁରୁଣା ଗାଡି ଚଳାଇବା ମନା

ନୂଆଦିଲ୍ଲୀ,୧୩।୧୨: ସରକାରୀ କର୍ମଚାରୀମାନେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବହାର କରିପାରିବେ ନାହିଁ। କେନ୍ଦ୍ର ସରକାର ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଦୂଷଣକୁ ହ୍ରାସ କରିବା ,ଯାତ୍ରୀଙ୍କ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ସୁଦୃଢ ଼କରିବା ପାଇଁ ଅର୍ଥ...

ଭାରତ-ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚାଇନାର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି। ତେବେ...

କଂଗ୍ରେସ ପ୍ରଭାରୀ ରନ୍ଧୱାଙ୍କ ବୟାନକୁ ନେଇ ରାଜନୀତି ସରଗରମ

ଜୟପୁର,୧୩ ।୧୨: ରାଜସ୍ଥାନ କଂଗ୍ରେସର ପ୍ରଭାରୀ ସୁଖଜିନ୍ଦର ସିଂ ରାନ୍ଧୱାଙ୍କ ଏକ ବୟାନକୁ ନେଇ ରାଜ୍ୟ ରାଜନୀତି ହୋଇଛି ସରଗରମ । ବିଶେଷ ଭାବେ ରନ୍ଧୱାଙ୍କର ଏହି ବୟାନ କଂଗ୍ରେସ ନେତା ଓ କର୍ମୀଙ୍କୁ ଚମକାଇ ଦେଇଛି । ସେ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଘଟଣା: କଂଗ୍ରେସ ନେତା ଗିରଫ

ଭୋପାଳ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କୁ ପାନ୍ନା ପୋଲିସ ଗିରଫ କରିଛି। ମଙ୍ଗଳବାର ସକାଳେ ଦାମୋହ ଜିଲାର ହଟାରେ ଥିବା ପାଟେରିଆଙ୍କ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଥିଲା।...

ଦାମ୍ପତ୍ୟ ସମ୍ପର୍କକୁ ପ୍ରଭାବିତ କରୁଛି ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ, ୧୩।୧୨:ଦୂରରେ ରହୁଥିବା ପ୍ରିୟଜନମାନଙ୍କୁ ଫୋନ୍‌ ନିକଟତର କରିପାରିଛି। ଏହା ସାହାଯ୍ୟରେ ଲୋକେ ନିଜ ସମ୍ପର୍କୀୟଙ୍କ ସହିତ କଥା ହେବା ସାଙ୍ଗକୁ ଭିଡିଓ କଲ୍‌ ଯୋଗେ ପରସ୍ପରକୁ ଦେଖିପାରୁଛନ୍ତି। କିନ୍ତୁ ଆଣ୍ଡ୍ରଏଡ୍‌ ଫୋନ୍‌ ବର୍ତ୍ତମାନର ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଛି।...

୩ ବର୍ଷ ପରେ ଚେନ୍ନାଇରୁ ଜାଫ୍‌ନା ଉଡ଼ିଲା ବିମାନ

ଚେନ୍ନାଇ,୧୩।୧୨: ୩ ବର୍ଷ ପରେ ସୋମବାର ଚେନ୍ନାଇରୁ ଶ୍ରୀଲଙ୍କାର ଜାଫ୍‌ନାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। କୋଭିଡ୍‌ କାରଣରୁ ଚେନ୍ନାଇରୁ ଜାଫ୍‌ନା ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ସୋମବାର ସକାଳ ପ୍ରାୟ ୧୧ଟା ୨୫ ମିନିଟରେ ଏଲିଆନ୍ସ ଏୟାର ସର୍ଭିସ...

ସାବାସ୍‌ ଶାଲିନି

ଭୋପାଳ,୧୩।୧୧: ମଧ୍ୟପ୍ରଦେଶର ମହିଳା କନଷ୍ଟେବଳ ଶାଲିନି ଚୌହାନ ଇନ୍ଦୋରର ଗାନ୍ଧୀ ମେମୋରିଆଲ୍‌ ମେଡିକାଲ କଲେଜରୁ ଏକ ରାଗିଂ ଗ୍ୟାଙ୍ଗ୍‌ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏ ପ୍ରକାର ସ୍ବତନ୍ତ୍ର ମିଶନରେ ଶାଲିନିଙ୍କ କାର୍ଯ୍ୟକରିବା ପ୍ରଣାଳୀକୁ ଲୋକେ ପସନ୍ଦ କରିବା ସହ ଅନେକେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri