ଜାତୀୟ

କର୍ନାଟକରେ ଜିକା ଭାଇରସ

ବେଙ୍ଗାଲୁରୁ,୧୩ ।୧୨: କରୋନା ଭାଇରସ ଏବେ ଦେଶରୁ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ଏବେ ଜିକା ଭାଇରସ ପୁଣି ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ପୁଣେ ପରେ ଏବେ କର୍ନାଟକରେ ଜିକା ଭାଇରସର ସନ୍ଧାନ ମିଳିଛି ।...

ଡିଜିପିଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ପାରୁନ ଯଦି ଜଣାଅ

ନୂଆଦିଲ୍ଲୀ, ୧୩ା୧୨:ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ହୋଇପାରୁନାହିଁ। କୋର୍ଟ ପରିସରକୁ ନ୍ୟାୟିକ ଅଧିକାରୀ, ମହକିଲମାନେ ଯାଇପାରୁନାହାନ୍ତି। ଏଭଳି ସ୍ଥିତିର ମୁକାବିଲା କରିବାରେ...

ସମ୍ବଲପୁରର ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୧୩ା୧୨:ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲା ବାର୍‌ କାଉନସିଲର ଆଇନଜୀବୀଙ୍କ ଉପରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଚାରପତିଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ନ...

ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ଜେଏନ୍‌ୟୁ ଛାତ୍ର ଅଭିଯୁକ୍ତ ଉମର ଖାଲିଦଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର କର୍କାଡୋମା କୋର୍ଟ ଉମର ଖାଲିଦଙ୍କୁ ଏକ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ...

ଗୁଜରାଟ କ୍ୟାବିନେଟର ସମ୍ପ୍ରସାରଣ: କାନୁଭାଇଙ୍କୁ ଅର୍ଥ, ହର୍ଷ ସାଙ୍ଗଭିିଙ୍କୁ ମିଳିଲା ଗୃହ ମନ୍ତ୍ରଣାଳୟ

ଅହମ୍ମଦାବାଦ,୧୨।୧୨: ଗୁଜୁରାଟରେ ଭାଜପାର ଐତିହାସିକ ବିଜୟ ପରେ ସୋମବାର ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗାନ୍ଧି ନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଥିଲେ। ଭୂପେନ୍ଦ୍ରଙ୍କ ସହ ୧୬ଜଣ...

ଜି-୨୦ ସମ୍ମିଳନୀ: ଗାଡ଼ି ଚଳାଚଳ ନେଇ ଆଡଭାଇଜରୀ ଜାରି କଲା ପୋଲିସ

ମୁମ୍ବାଇ,୧୨।୧୨: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ତାଜ ହୋଟେଲରେ ଡିସେମ୍ବର ୧୩ରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଆଡଭାଇଜରୀ ଅନୁଯାୟୀ, ଦକ୍ଷିଣ...

ପୁଣି ବଢ଼ିଲା ଅଡ଼ୁଆ: ସିସୋଡିଆଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୨।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ଦାଏର କରିଥିବା ମାନହାନି ମାମଲା ଖାରଜ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହାକୁ ଖାରଜ କରିବା ଲାଗି ସିସୋଡିଆ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଯଦି...

କଶ୍ମୀରକୁ ନେଇ ଇସ୍‌ଲାମିକ୍‌ ସଂଗଠନ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨।୧୨: ଇସ୍‌ଲାମିକ ଦେଶର ସଂଗଠନ ଓଆଇସି (ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କୋଅପରେଶନ୍‌) ପୁଣି ଥରେ କଶ୍ମୀର ବିବାଦ ସମ୍ପର୍କରେ ଏକ ବୟାନ ଜାରି କରିଛି। କଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନାର ଏକ ରାସ୍ତା ଖୋଜିବା ପାଇଁ...

ପୁଣି ଭାରତ-ଚାଇନା ମୁହାଁମୁହିଁ: ୩୦ରୁ ଊର୍ଦ୍ଧ୍ୱ ଯବାନ ଆହତ

ଇଟାନଗର,୧୨।୧୨: ଅରୁଣାଚଳପ୍ରଦେଶ ଏଲ୍‌ଏସିରେ ଭାରତ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୩ ଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୯ତାରିଖ ରାତିରେ ତ୍ୱାଙ୍ଗ ଜିଲାର...

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା

ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ଏହି ମାମଲାକୁ ନେଇ...

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫ ବିଜୟୀ ବିଧାୟକଙ୍କ ମଧ୍ୟରୁ ଜଣେ। ଗୁଜରାଟରେ ଭାଜପାର ରେକର୍ଡ ବିଜୟ ଭିତରେ ଚୈତର...

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଝିଅ

ଜୟପୁର,୧୨।୧୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜସ୍ଥାନର ବୁନ୍ଦି ଜିଲାରେ ଦଳର ‘ଭାରତ ଯୋଡୋ ଯାତ୍ରା’ ସୋମବାର ପୁଣି ଥରେ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri